ଟିକା ନେଲେ କୋଭିଶିଲ୍ଡ ନିର୍ମାତା ପୁନାଓ୍ୱାଲା
ମୁମ୍ୱାଇ: ସାରା ଦେଶରେ ଆଜି ଟିକାକରଣ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ପ୍ରଥମେ କରୋନା ଯୋଦ୍ଧା (ପୁଲିସ, ସ୍ୱାସ୍ଥ୍ୟକର୍ମୀ, ଯବାନ)ଙ୍କୁ ଟିକାକରଣ କରାଯାଉଛି। ୩ କୋଟି କରୋନା ଯୋଦ୍ଧା ଟିକା ନେବେ ବୋଲି ଜଣାପଡ଼ିଛି। ଏହାରି ଭିତରେ ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସଆଇଆଇ)ର ସିଇଓ ଆଦର!-->…