ବିଜେପିକୁ ଫେରିଲେ ଜୀବନ ପ୍ରଦୀପ
ବାଲେଶ୍ୱର: ବିଜେପିକୁ ଫେରିଲେ ପୂର୍ବତନ ବିଧାୟକ ଜୀବନପ୍ରଦୀପ ଦାଶ । ଆଜି ଜିଲ୍ଲା ବିଜେପି ପକ୍ଷରୁୁ ଆୟୋଜିତ ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ତାଙ୍କୁ ଦଳରେ ମିଶାଇଛନ୍ତି । ଶ୍ରୀ ଦାଶଙ୍କ ଘରବାହୁଡା ବାଲେଶ୍ୱରରେ ଦଳକୁ ଅଧିକ ଶକ୍ତିଶାଳୀ କରିବ ବୋଲି କହିଛନ୍ତି ।!-->…