ପାକିସ୍ତାନର ଆଉ ଏକ ଷଡ଼ଯନ୍ତ୍ର, ଅନ୍ତର୍ଜାତୀୟ ସୀମା ନିକଟରୁ ଠାବ ହେଲା ସୁଡ଼ଙ୍ଗ ଦେଶ

ଜାମ୍ମୁ: ପାକିସ୍ତାନର ଆଉ ଏକ ଷଡ଼ଯନ୍ତ୍ର ଧରାପଡ଼ିଛି। ଅନ୍ତର୍ଜାତୀୟ ସୀମା ଦେଇ ଆତଙ୍କବାଦୀଙ୍କୁ ଭାରତରେ ଅନୁପ୍ରବେଶ କରାଇବା ଲାଗି ଖୋଳିଛି ସୁଡ଼ଙ୍ଗ। ବିଏସଏଫ ଯବାନମାନେ କଠୁଆର ହୀରାନଗର ସେକ୍ଟରରେ ଅନ୍ତର୍ଜାତୀୟ ସୀମା ନିକଟରୁ ଏହି ସୁଡ଼ଙ୍ଗକୁ ଠାବ କରିଛନ୍ତି। ଅଧିକାରୀଙ୍କ ସୂଚନା

ଦିବ୍ୟାଙ୍ଗ ନାବାଳିକାଙ୍କୁ ଗଣଦୁଷ୍କର୍ମ ପରେ ଆଖି ନଷ୍ଟ କରିଦେଲେ ଅଭିଯୁକ୍ତ

ଜଣେ ଦିବ୍ୟାଙ୍ଗ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଛି। ଘଟଣା ପରେ ଅଭିଯୁକ୍ତମାନେ ନିଜର ପରିଚୟ ଲୁଚାଇବା ଲାଗି ନାବାଳିକାଙ୍କ ଦୁଇଟି ଆଖି ନଷ୍ଟ କରିଦେଇଛନ୍ତି। ଏଭଳି ଏକ ସ୍ପର୍ଶକାତର ଘଟଣା ଘଟିଛି ବିହାରର ମଧୁବନୀ ଜିଲାର ହରଲାଖି ଥାନା ଅଞ୍ଚଳରେ। ଦୁଷ୍କର୍ମ ପରେ ଅଭିଯୁକ୍ତମାନେ

ନିଶାଖୋର ପୁଅକୁ ଖୁଂଟିରେ ବାନ୍ଧି ଜାଳିଦେଲା ମା’

ଅନୁଗୁଳ: ଯେଉଁ ମା’ ୯ମାସ ଗର୍ଭରେ ରଖି ଜନ୍ମ ଦେଇଥିଲା, ସେହି ମା’ ଶେଷରେ ନିଜ ପୁଅର ଜୀବନ ନେଲା । ଯାହାକୁ ଦୁନିଆକୁ ଆଣିଥିଲା, ପାଳିପୋଷି ବଡ଼ କରିଥିଲା , ଶେଷରେ ତାକୁ ଖୁଂଟିରେ ବାନ୍ଧି ଜାଳିଦେଲା । ନିଶାଖୋର ୁଅ ନିର୍ଯ୍ୟାତନାରେ ଅତିଷ୍ଠ ମା’ ଏପରି ଚରମ ପଦକ୍ଷେପ ନେଇଥିବା

ଆମପାଣି ଘାଟିରେ ଓଲଟିଲା ବସ ; ୨ ଗୁରୁତର

କଳାହାଣ୍ଡି : କଳାହାଣ୍ଡି ଜିଲାର ଆମପାଣି ଘାଟିରେ ଏକ ସଡକ ଦୁର୍ଘଟଣା ଘଟିଥିବା ବୁଧବାର ଜଣାପଡିଛି। ଆମପାଣି ଘାଟିରେ ଏକ ଘରୋଇ ବସ ଓଲଟି ପଡ଼ିଛି। ଏଥିରେ ୨ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି। ଗୁରୁତରଙ୍କର ମଧ୍ୟରେ ହେଲପର ଓ ଅନ୍ୟ ଜଣେ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଭୁବନେଶ୍ୱରରୁ

କୋଭିଶିଲ୍ଡ ପରେ ଓଡ଼ିଶାରେ ପହଞ୍ଚିଲା କୋଭାକ୍ସିନ

ଭୁବନେଶ୍ଵର: ରାଜ୍ୟବାସୀଙ୍କ ପାଇଁ ଆଉ ଏକ ଖୁସି ଖବର। ଗତକାଲି କରୋନା ଟିକା ‘କୋଭିଶିଲ୍ଡ’ ପହଞ୍ଚିବା ପରେ ଆଜି ‘କୋଭାକ୍ସିନ’ ଟିକା ଆସି ପହଞ୍ଚିଛି। ଏହି ଟିକାକୁ ରାଜ୍ୟ ଭ୍ୟାକ୍ସିନ ସେଣ୍ଟରରେ ସଂରକ୍ଷିତ ରଖାଯାଇଛି। ପ୍ରଥମ ପର୍ଯ୍ୟାୟରେ କୋଭାକ୍ସିନର ୨୦ ହଜାର ଡୋଜ୍‌ ଆସିଛି। କରୋନା

ରେକର୍ଡ ଭାଙ୍ଗିଲା ଶେୟାର ବଜାର; ୫୦,୦୦୦ ନିକଟତରରେ ଖୋଲିଲା ସେନ୍‌ସେକ୍‌ସ

ବମ୍ବେ : ଆଜି ସପ୍ତାହର ୩ୟ ଦିନରେ ରେକର୍ଡ ଭାଙ୍ଗିଛି ଶେୟାର ବଜାର। ବୁଧବାର ସକାଳେ କାରବାର ଆରମ୍ଭ ହେବା କ୍ଷଣି ଶେୟାର ମାର୍କେଟ ଊର୍ଦ୍ଧ୍ଵମୂଖୀ ହୋଇଛି। ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଚର ପ୍ରମୁଖ ସୂଚକାଙ୍କ ସେନ୍‌ସେକ୍‌ସ ୫୦,୦୦୦ ଅଙ୍କ ନିକଟତରରେ ଖୋଲିଛି। କାରବାର ଆରମ୍ଭରୁ ସେନ୍‌ସେକ୍‌ସ

ଜାତିସଂଘରେ ଭାରତର ବାଟ ଓଗାଳିଲା ଚୀନ

ନୂଆଦିଲ୍ଲୀ: ଉଭୟ ସାମରିକ ଓ କୂଟନୈତିକ କ୍ଷେତ୍ରରେ ଭାରତ ବିରୋଧରେ ଚୀନ ଶତ୍ରୁତା ଆଚରଣ କରିଚାଲିଛି। ଏହି କ୍ରମରେ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସସି)ର କଟକଣା କମିଟିରେ ଭାରତକୁ ନେତୃତ୍ବ ନେବାରୁ ଚୀନ ରୋକିଛି। ୟୁଏନଏସ୍‌ସିର ୧୨୬୭ କଟକଣା କମିଟି ଆନ୍ତର୍ଜାତିକ ଆତଙ୍କବାଦୀଙ୍କ

ୱେବିନାରରେ ମତ୍ସ୍ୟଚାଷ ତାଲିମ-ସଚେତନତା

ବାଲେଶ୍ୱର: ସ୍ଥାନୀୟ ସିପେଟ୍ ସମ୍ମିଳନୀ କକ୍ଷ ଠାରେ ମତ୍ସ୍ୟ ଚାଷ ଓ ଆକ୍ୱାକଲଚର୍ ସମ୍ପର୍କରେ ତାଲିମ ଓ ସଚେତନତା ସୃଷ୍ଟି ପାଇଁ ଏକ ୱେବିନାର ଅନୁଷ୍ଠୀତ ହୋଇଯାଇଛି । ମାନ୍ୟବର କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ରାଷ୍ଟ୍ରମନ୍ତ୍ରୀ ପ୍ରତାପ

ବୀରସିଂହ କ୍ରିକେଟ ଟୁର୍ଣ୍ଣାମେଂଟ, ଅଇରାକୁ ହରାଇ ଭୋଦା ଚମ୍ପିଆନ

ବାଲିକୁଦା: ବୀରସିଂହ କ୍ରିକେଟ ଟୁର୍ଣ୍ଣାମେଣ୍ଟଉଦ୍ୟାପିତ ହୋଇଯାଇଛି । ଅିରାକୁ ହରାଇ ଭୋଦା ଚମ୍ପିଆନ ଆଖ୍ୟା ଅର୍ଜନ କରିଛି । ବୀରସିଂହ ଗାଦୀ ଯୁବକ ସଂଘ ଆମୁକୁଲ୍ୟରେ ଏହି ଦୁଇ ଦିନିଆ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯାଇଥିଲା । ଏଥିରେ ମୋଟ ୮ ଟି ଅଞ୍ଚଳିକ ଦଳ ଅଂଶଗ୍ରହଣ କରିଥିଲେ ।

ଜନସେବା କେନ୍ଦ୍ରର କମମ୍ପ୍ୟୁଟର ସହ ୭୦ ହଜାର ଟଙ୍କାର ସାମଗ୍ରୀ ଚୋରୀ: ସନେ୍ଦହରେ ଜଣେ ଗିରଫ

ଜଗତସିଂହପୁର: ଗତ ୯ତାରିଖ ରାତ୍ରିରେ ଜନସେବାକେନ୍ଦ୍ର ଦୋକାନ ଗୃହ ଭାଙ୍ଗି ଅନନ୍ତପୁର ଫାଣ୍ଡି ଅଞ୍ଚଳରୁ ଜେରକ୍ସ ମେସିନ ସହ ପ୍ରାୟ ୭୦ ହଜାର ଟଙ୍କା ଚୋରୀ ହୋଇଥିବା କଥା ଅନନ୍ତପୁର ଫାଣ୍ଡି ଅଧିକାରୀ ନିତ୍ୟାନନ୍ଦ ସ୍ୱାଇଁଙ୍କ ଠାରୁ ଜଣା ପଡିଛି । ଏହି ସମ୍ପର୍କରେ ବ୍ରାହ୍ମଣ୍ଡୀ ଗ୍ରାମର