ଶ୍ରୀଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ବରୁ ଉଚ୍ଛେଦ : ୧୩ ବଖରା ମାଟିରେ ମିଶିଲା

ଭୁବନେଶ୍ବର : ଦୀର୍ଘବର୍ଷ ହେଲା ଶ୍ରୀଲିଙ୍ଗରାଜଙ୍କ ଜମିରେ ଘର କରି ରହି ଆସୁଥିବା ଲୋକଙ୍କୁ ଏକାମ୍ର କ୍ଷେତ୍ର ବିକାଶ ଯୋଜନା ନିମନ୍ତେ ହଟାଯାଉଛି। କେତେବେଳେ ମଠ, ମନ୍ଦିର ମାଟିରେ ମିଶୁଛି ତ ଆଉ କେତେବେଳେ ଦୋକାନ ବଜାର ଓ ବାସଗୃହ ଭାଙ୍ଗୁଛି। ଏହିକ୍ରମରେ ସୋମବାର ବିନ୍ଦୁସାଗର ନିକଟରୁ

ଗଣଶିକ୍ଷା ମନ୍ତ୍ରୀଙ୍କ ଟିଟିଲାଗଡ଼ ଗସ୍ତ

ଟିଟିଲାଗଡ଼: ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ମଙ୍ଗଳବାର ଟିଟିଲାଗଡ଼ ନିର୍ବାଚନମଣ୍ଡଳୀ ଗସ୍ତ କରିଛନ୍ତି। ମନ୍ତ୍ରୀ ଦାସ ଆଜି ଦିନିକିଆ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ଗସ୍ତରେ ଆସି ରାଜ୍ୟ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଟୁକୁନୀ ସାହୁ ଏବଂ

ସାଇନା ନେହୱାଲ କରୋନା ପଜିଟିଭ

ନୂଆଦିଲ୍ଲୀ: ଭାରତୀୟ ବ୍ୟାଡ୍‌ମିଣ୍ଟନ ଷ୍ଟାର ସାଇନା ନେହୱାଲ ମଙ୍ଗଳବାର କରୋନା ଭୂତାଣୁ ଦ୍ବାରା ଆକ୍ରାନ୍ତ ହୋଇଛନ୍ତି। ଫଳରେ ଆଜିଠାରୁ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଥାଇଲାଣ୍ଡରେ ଅନୁଷ୍ଠିତ ହେବାକୁ ଥିବା ବ୍ୟାଡ୍‌ମିଣ୍ଟନ ଓପନ ଟୁର୍ନାମେଣ୍ଟରୁ ସେ ବାଦ୍‌ ପଡ଼ିଛନ୍ତି।

ଓୱେସୀଙ୍କ ପ୍ରବେଶରେ ମମତାଙ୍କ ଶିବିରରେ ହଇଚଇ

– ମୁସଲିମ ବହୁଳ ୧୨୫ ଆସନରେ ଭୋଟ ବିଭାଜନ ହେବା ଆଶଙ୍କା – ବଡ଼ ରାଲି ପାଇଁ ଚାଲିଛି ଓୱେସୀଙ୍କ ପ୍ରସ୍ତୁତି – ଟିଏମସିରେ ମିଶିଲେ ଏଆଇଏମଆଇଏମ କାର୍ଯ୍ୟକାରୀ ଅଧ୍ୟକ୍ଷ ମହେଶ ଶର୍ମା କଲକାତା: ପଶ୍ଚିମବଙ୍ଗରେ ୨୯୪ ବିଧାନସଭା ଆସନ ମଧ୍ୟରୁ ୧୨୫ ଆସନ ମୁସଲିମ ବହୁଳ। ଏହି

ପୁଣେରୁ ଦେଶର ୧୩ଟି ସ୍ଥାନକୁ ଆସୁଛି କୋଭିସିଲ୍ଡ

ନୂଆଦିଲ୍ଲୀ: ସାରା ଦେଶରେ ୧୬ରୁ ଟିକାକରଣ ଆରମ୍ଭ ହେବାକୁ ଯାଉଛି । ଏହାପୂର୍ବରୁ ଆଜି ଦେଶର ୧୩ଟି ସ୍ଥାନରେ ପହଂଚିବ କୋଭିସିଲ୍ଡ ଟିକା । ଏହି ସମସ୍ତ ଟିକାକୁ ୮ଟି ବିମାନ ଜରିଆରେ ଦେଶର ୧୩ଟି ସ୍ଥାନକୁ ଆସୁଛି । ଏସବି ଲଜିଷ୍ଟିକ୍ସର ଏମଡି ସନ୍ଦୀପ ଭୋସଲେଙ୍କ ଅନୁଯାୟୀ ପ୍ରଥମ ବିମାନ

ଆସୁଛି କରୋନା ଟିକା : ସନ୍ଧ୍ୟା ପର୍ଯ୍ୟନ୍ତ ରେଜିଷ୍ଟ୍ରେସନ ଖୋଲା

ଭୁବନେଶ୍ୱର; ମଙ୍ଗବାର ଅପରାହ୍ନରେ ଓଡ଼ିଶାରେ ପହଂଚିବ କରୋନା ଭ୍ୟାକ୍ସିନ କୋଭିସିଲ୍ଡ । ଏଥିନିମନ୍ତେ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛୁ ବୋଲି କହିଲେ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ଦୀର୍ଘ ମାସ ଧରି କରୋନାରେ କଲବଲ ହେବା ପରେ ଏହି ଟିକା ଉପରେ ସମ୍ପୂର୍ଣ୍ଣ ରାଜ୍ୟବାସୀଙ୍କ ନଜର

ବିଷାକ୍ତ ମଦ ପିଇ ୧୦ ମୃତ

ଭୋପାଳ: ବିଷାକ୍ତ ମଦ ପିଇ ୧୦ ଜଣଙ୍କ ଜୀବନ ଦୀପ ଲିଭି ଯାଇଛି । ଏଥିସହ ୨୦ ରୁ ଅଧିକ ଜଣ ଗୁରୁତର ଅସୁସ୍ଥ ହୋଇ ହସ୍ପିଟାଲରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ।ଏଭଳି ଏକ ଦୁଃଖଦ ଘଟଣା ଘଟିଛି ମଧ୍ୟପ୍ରଦେଶ ମୋରେନା ଜିଲ୍ଲାରେ । ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଗଭୀର ଆଲୋଡ଼ନ ସୃଷ୍ଟି

ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ

ୱାଶିଂଟନ: ଆମେରିକାର ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଗତ ହୋଇଛି । ଗତ ବୁଧବାର ଆମେରିକା ସଂସଦରେ ହୋଇଥିବା ହିଂସାକାଣ୍ଡ ପାଇଁ ପ୍ରତିନିଧି ସଭା ବା ହାଉସ ଅଫ ରିପ୍ରେଜେଂଟିଭସର ଡେମୋକ୍ରାଟ ସାଂସନମାନେ ଟ୍ରମ୍ପଙ୍କୂୁ ଦାୟୀ କରି ତାଙ୍କ ବିରୋଧରେ ଏହି

କରୋନା ଭୂତାଣୁ ଉତ୍ପତ୍ତିର ତଦନ୍ତ : ୧୪ରେ ଚୀନ ଗସ୍ତରେ ଯିବେ ହୁ’ ଟିମ୍‌

ଜେନେଭା : କରୋନା ଭୂତାଣୁ ଉତ୍ପତ୍ତିର ତଦନ୍ତ ନିମନ୍ତେ ଜାନୁଆରୀ ୧୪ରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ’) ସ୍ବତନ୍ତ୍ର ଟିମ୍ ଚୀନ ଗସ୍ତ କରିବେ। ଏଥିପାଇଁ ଚୀନ ସରକାର ଅନୁମତି ପ୍ରଦାନ କରିଛନ୍ତି ବୋଲି ହୁ’ର ମହାନିର୍ଦେଶକ ଟେଡ୍ରୋସ୍‌ ଆଧାନୋମ୍‌ ଘେବ୍ରେୟେସ କହିଛନ୍ତି। ପୂର୍ବରୁ ଜାନୁଆରୀ

ଟିମ୍ ଇଣ୍ଡିଆର କଡା ଜବାବ୍ : ସିଡନୀ ଟେଷ୍ଟ ‘ଡ୍ର’

ସିଡନୀ: ଟିମ୍ ଇଣ୍ଡିଆର କ୍ରିକେଟୀୟର ମାନଙ୍କ ପ୍ରତି ଅଷ୍ଟେ୍ରଲିଆ ଦର୍ଶକଙ୍କର ବାରମ୍ବାର ବର୍ଣ୍ଣ ବୌଷମ୍ୟ ତାତ୍ସଲ୍ୟ ପରେ ଭାରତ ଆଜି ଏହାର କଡା ଜବାବ ଦେଇ ସିଡନୀ ଟେଷ୍ଟକୁ ଅମିମାଂସିତ ରଖିବାରେ ସମର୍ଥ ହୋଇଛି । ଏକ ପ୍ରକାର ଆଶଙ୍କା ଥିବା ବେେଳେ ଭାରତୀୟ କ୍ରିକେଟିୟରଙ୍କ ଋଷଭ ପନ୍ତ,