ଗଣଶିକ୍ଷା ମନ୍ତ୍ରୀଙ୍କ ଆଦର୍ଶ ବିଦ୍ୟାଳୟ ପରିଦର୍ଶନ

ବେଗୁନିଆ : ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଆଜି କଳାହାଣ୍ଡି ଗସ୍ତ କରୁଥିବାବେଳେ କୌଣସି ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ନ ଥାଇ ଅଚାନକ ବେଗୁନିଆ ଆଦର୍ଶ ବିଦ୍ୟାଳୟ ପରିଦର୍ଶନ କରିଥିଲେ । ମନ୍ତ୍ରୀ ପ୍ରଥମେ ବିଦ୍ୟାଳୟରେ ପହଞ୍ଚି ପରିସରରେ ଏକ ଚାରା ରୋପଣ କରିଥିଲେ ।

ତିନି କୃଷି ଆଇନକୁ ସ୍ଥଜିତ ରଖିବାକୁ କେନ୍ଦ୍ରକୁ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ତିନି ବିବାଦୀୟ କୃଷି ଆଇନକୁ କିଛି ଦିନ ପାଇର୍ ସ୍ଥଗିତ କରିବାକୁ ନିଦେ୍ର୍ଧଶ ଦେଇଛନ୍ତି ସୁପ୍ରିମ କୋର୍ଟ । ଏ ନେଇ ଚାଲିଥିବା ମାମଲାର ଶୁଣାଣି ଅବସରରେ ପ୍ରଧାନ ବିଚାରପତି ଏସ ଏ ବୋବଡେ କେନ୍ଦ୍ର ସରକାରଙ୍କ ଉଦେ୍ଧଶ୍ୟରେ କହିଛନ୍ତି ଯେ ଏହି ତିନି ଆଇନକୁ ତମେ

ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀ ବିଚାରବିମର୍ଶ

ଆସନ୍ତା ୧୬ ତାରିଖରେ ଦେଶରେ କରୋନା ଟିକାକରଣ ପ୍ରକ୍ରିୟା ଅରମ୍ଭ ହେବାକୁ ଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ସହ ବିଚାରବିମର୍ଶ କରିବେ । ଏହି ଆଲୋଚନାରେ ଦେଶରେ କରୋନା ମହାମାରୀର ସ୍ଥିତି ଏବଂ ଟିକାକରଣ ପ୍ରସଙ୍ଗସ୍ଥାନ ପାଇବ । ଟୀକାକରଣ

ସୁଅ ମୁହଁରେ ସେଳଫି ନେବା ବେଳେ ଭାସିଗଲେ ଯୁବତୀ

ସୁନ୍ଦରଗଡ : ସୁଅ ମୁହଁରେ ଛିଡେ ହୋଇ ସେଲଫି ନେଉଥିବା ବେଳେ ଇବ ନଦୀରେ ଭାସିଗଲେ ଯୁବତୀ । ଶେଷରେ ଦୀର୍ଘ ୨୨ ଘଂଟାର ସର୍ଚ୍ଚ ଅପରେସନ ପରେ ପଥର ସନ୍ଧିରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଏହି ଘଟଣା ଘଟିଥିଲା ଗତ ୩ତାରିଖ ଦିନ । ମୃତ ଯୁବତୀ ଜଣଙ୍କ ହେଲେ ରାଜଗାଙ୍ଗପୁର

ହୋମ୍‍ଗାର୍ଡ଼ ଏବେ ଭିକ୍ଷୁକ, ଅନ୍ଧାରରେ ୫ ଶିଶୁଙ୍କ ଭବିଷ୍ୟତ

ଜୀବନରେ ହେଉ କି ସମାଜରେ ବେଳେ ବେଳେ ଏମିତି କିଛି ଘଟଣା ଘଟିଯାଏ ଯାହା ଖୁସିରେ ଜୀବନ କାଟୁଥିବା ମଣିଷକୁ ଭିକ୍ଷୁକ ସଜେଇ ଦିଏ ଓ ନର୍କକୁ ଠେଲି ହୋଇଯାଏ ପରିବାର ।ସେମିତି ଜଣେ ଚରିତ୍ର ହେଉଛନ୍ତି ଗଞ୍ଜାମ ଜିଲ୍ଲା ଦିଜପହଣ୍ଡି ଥାନା ଅନ୍ତର୍ଗତ ଗୋକୁନପୁର ଗ୍ରାମପଂଚାୟତର ୩୮ ବର୍ଷୀୟ ବିନୋଦ

ସ୍କୁଲ ଫି’ ଛାଡ଼ ସଂପର୍କିତ ମାମଲାର ରାୟ ପ୍ରକାଶ ସରକାରଙ୍କ ଉପରେ ନିଷ୍ପତ୍ତି ଛାଡ଼ିଲେ ହାଇକୋର୍ଟ

କଟକ: ସ୍କୁଲ ଫି’ ଛାଡ ସଂପର୍କିତ ମାମଲାର ରାୟ ପ୍ରକାଶ ପାଇଛି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଡକ୍ଟର ଜଷ୍ଟିସ ବି.ଆର.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ସମସ୍ତ ମାମଲାର ଏକତ୍ର ରାୟ ପ୍ରକାଶ କରିଛନ୍ତି। ସ୍କୁଲ ଫି ଛାଡ଼ ପ୍ରସଂଗ ସରକାରଙ୍କ ଉପରେ ଖଣ୍ଡପୀଠ

ଓଡ଼ିଶାରେ ବାର୍ଡ ଫ୍ଲୁ ଲକ୍ଷଣ ନାହିଁ

ଭୁବନେଶ୍ୱର: ଓଡିଶାରେ ବାର୍ଡଫ୍ଲୁ ବ୍ୟାପି ନାହିଁ ବୋଲି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ କୁହାଯାଇଛି। ନିକଟରେ ବିଭାଗୀୟ କମିଶନର ତଥା ଶାସନ ସଚିବ ଆର. ରଘୁପ୍ରସାଦଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକରୁ ଏହା ଜଣାପଡିଛି। ପ୍ରାୟ ୧୨,୩୬୯ ବହିରାଗତ ପକ୍ଷୀଙ୍କ ନମୁନା ସଂଗ୍ରହ

ଟିକାକରଣ ଅଭିଯାନରେ ସାମିଲ ହେବେ ୨୩ ବିଭାଗ

ନୂଆଦିଲ୍ଲୀ: ଆସନ୍ତା ୧୬ ତାରିଖରୁ ଦେଶରେ ଆରମ୍ଭ ହେଉଥିବା ବିଶ୍ୱର ସର୍ବବୃହତ ଟିକାକରଣ ଅଭିଯାନର କେନ୍ଦ୍ର ସରକାରଙ୍କର ଅନୂ୍ୟନ ୨୩ଟି ସାମିଲ ହେବେ । ଏହି ଅଭିଯାନର ଅବାଧ ପରିଚାଳନା ନିମନ୍ତେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ନିର୍ଦେଶନାରେ ଅନ୍ୟ ୨୩ଟି ସରକାରୀ ବିଭାଗ କାମ କରିବେ ।

ରାଜ୍ୟକୁ ଆସିବ ୩ଲକ୍ଷ ୨୮ ହଜାର ଟିକା

ଭୁବନେଶ୍ୱର: କରୋନା ଟିକା କରଣ ପାଇଁ ରାଜ୍ୟକୁ ୩ଲ୪ ୨୮ ହଜାର ଟିକା ଆସିବ ବୋଲି ଡିଏମଏଲଟି ନିଦେ୍ର୍ଧଶକ ସିବିକେ ମହାନ୍ତି କହିଛନ୍ତି । ଟିକା ମିଳିବା ପରେ ତତ୍କ୍ଷଣାତ୍ ଟିକା ଦାନ ଆରମ୍ଭ ହେବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଛି ବୋଲି ସେ କହିଛନ୍ତି ।

ଭାଲୁ ଆକ୍ରମଣରେ ୩ ଗୁରୁତର

କେନ୍ଦୁଝର: କେନ୍ଦୁଝର ସହର ନିକଟବର୍ତୀ ନରଣପୁର ହାଇସ୍କୁଲ ପାଖରେ ଭାଲୁ ଆକ୍ରମଣରେ ତିନି ଜଣ ଗୁରୁତର ହୋଇଛନ୍ତି । ଗତକାଲି ରାତିେରେ ଏକ ଭାଲୁ କୋଳି ଖାଇବାକୁ ନରଣପୁର ହାଇସ୍କୁଲ ପରିସରକୁ ପଶି ଆସିଥିଲା । ତେବେ ରାତିରେ କୋଳି ଖାଇବା ପରେ ଭାଲୁଟି ଆଉ ଯାଇ ପାରି ନଥିଲା । ଆଜି ସକାଳେ