ପଶ୍ଚିମବଙ୍ଗରେ ମିଳିବ ମାଗଣା ଟିକା

କୋଲକାତା: ପଶ୍ଚିମବଙ୍ଗ ବାସୀଙ୍କୁ ମାଗଣା କରୋନାଟିକା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ସୁଶ୍ରୀ ମମତା ବାନାର୍ଜୀ ଆଜି ଘୋଷଣା କରିଛନ୍ତି । ବିଧାନସଭା ନିର୍ବାଚନ ଅବ୍ୟବହିତ ପୂର୍ବରୁ ମମତାଙ୍କ ଏହି ଘୋଷଣା ଭୋଟରଙ୍କୁ ପ୍ରବାଭିତ କରିବା ପାଇଁ ଉର୍ଦ୍ଧିଷ୍ଟ ବୋଲି ବିଜେପି କହିଛି ।

୨୧ରୁ ବିନା କଟକଣାରେ ଜଗା ଦର୍ଶନ

ପୁରୀ: ଆସନ୍ତା ୨୧ ତାରିଖରୁ ବିନା କୋଭିଡ୍ ପରୀକ୍ଷା କଟକଣାରେ ଭକ୍ତମାନେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିପାରିବେ । ଏନେଇ ଆଜି ଅନୁଷ୍ଠିତ ଶ୍ରୀମନ୍ଦିର ପ୍ରଶାସନର ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଗ୍ରହଣ କରାଯାଇଛି । ବୈଠକ ପରେ ଏସଂପର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ

ଷ୍ଟାଣ୍ଡିଂ କମିଟି ‘ଛାଟ’: ଉପାନ୍ତରେ ସମସ୍ୟା ମାଳମାଳ

ଭୁବନେଶ୍ୱର: ବିକାଶ ଘଂଟ ପିଟା ଚାଲିଛି । ଅନ୍ୟ ରାଜ୍ୟ ସହ ତୁଳନାତ୍ମକ ବିକାଶରେ ଓଡ଼ିଶା ଆଗୁଆ କୁହାଯାଉଛି । ଏପରିକି ଓଡ଼ିଶା ସରକାରଙ୍କ ଆଦର୍ଶ ବିଦ୍ୟାଳୟ ଅନ୍ୟ ରାଜ୍ୟଠାରୁ ଭିନ୍ନ, ଉନ୍ନତ ଓ ଉଦାହରଣୀୟ ବୋଲି ସରକାର ଉଲ୍ଲେଖ କରି ବାହାବା ନେଉଛନ୍ତି । ନିକଟରେ ସରକାରୀ ସ୍କୁଲରେ ପଢ଼ିଥିଲେ

ଧାନ ମଣ୍ଡିର ଅନିୟମିତତାକୁ ନେଇ ବିଜେପିର ଉଦବେଗ ପ୍ରକାଶ

ପାପଡାହାଣ୍ଡି: ବିଜେପି ରାଜ୍ୟ ଉପସଭାପତି ବଳଭଦ୍ର ମାଝୀଙ୍କ ନେତୃତ୍ୱରେ ବିଜେପି ପ୍ରତିନିଧି ଦଳ ପାପାଡାହାଣ୍ଡି ବ୍ଲକ ଜଟାବାଲ ଧାନ ମଣ୍ଡି ତଦାରଖ କରିବା ସହ ମଣ୍ଡିରେ ଅନିମିୟତା ଥିବା ଅଭିଯୋଗ କରି ବିଭାଗୀୟ କର୍ମଚାରୀଙ୍କ ଉପରେ ବର୍ଷିଥିଲେ । ବିଜେପି ରାଜ୍ୟ ଉପସଭାପତି ବଳଭଦ୍ର ମାଝୀ

ଛାତ୍ର ବିଜୁ ଜନତା ଦଳ ପକ୍ଷରୁ ମାସ୍କ ବଣ୍ଟନ

ବାଲିକୁଦା; ଅପଣ୍ଡରା ଓ ଖାଲଗାଁ ପଞ୍ଚାୟତର ଛାତ୍ର ବିଜୁ ଜନତା ଦଳ ପକ୍ଷରୁ ଆଜି ବ୍ଲକର ବିଭିନ୍ନ ବିଦ୍ୟାଳୟ ଓ କଲେଜରେ କରୋନା ସଚେତନତା କାର୍ଯ୍ୟକ୍ରମ କରାଯିବା ସହିତ ପିଲା ମାନଙ୍କୁ ମାସ୍କ ପ୍ରଦାନ କରାଯାଇଥିଲା । ଜଳ ସମ୍ପଦ, ସୂଚନା ଓ ଲୋ ସମ୍ପର୍କ ମନ୍ତ୍ରୀ ରଘୁ ନନ୍ଦନ ଦାସଙ୍କ ପରାମର୍ଶ

୪ର୍ଥ ଦିନ ଖେଳ ଶେଷ ସୁଦ୍ଧା ଭାରତ ୯୮/୨

ସିଡନୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଅନୁଷ୍ଠିତ ୩ୟ ଟେଷ୍ଟର ୪ର୍ଥ ଦିନ ଖେଳ ରବିବାର ଶେଷ ହୋଇଛି। ୪୦୭ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ଟିମ ଇଣ୍ଡିଆ ୨ୟ ଇନିଂସରେ ୨ ଉଇକେଟ ହରାଇ ୯୮ ରନ୍‌ ସଂଗ୍ରହ କରିଛି। ଚେତେଶ୍ବର ପୂଜାରା ୯ ଏବଂ ଅଧିନାୟକ ଆଜିଙ୍କ୍ୟ

ଦେଶରେ କରୋନା ଆରୋଗ୍ୟ ହାର ୯୬.୪୨%କୁ ବୃଦ୍ଧି

ଦେଶରେ କୋଭିଡ୍‍ ଆରୋଗ୍ୟ ହାର ୯୬.୪୨ ପ୍ରତିଶତକୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୯ ହଜାର ୨୯୯ ଜଣ ଆକ୍ରାନ୍ତ ସୁସ୍ଥ ହେବା ପରେ ଆରୋଗ୍ୟଙ୍କ ସଂଖ୍ୟା ୧ କୋଟି ୭୫ ହଜାର ୯୫୦ରେ ପହଂଚିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଦେଶରେ ଚିକିତ୍ସିତ ହେଉଥିବା

ଇତିହାସ ରଚିଲେ କେବଳ ମହିଳା ପାଇଲଟ ଦଳ

ନୂଆଦିଲ୍ଲୀ : ଏୟାର ଇଣ୍ଡିଆର ଏକ ୪ ଜଣିଆ ମହିଳା ପାଇଲଟ ଦଳ ବିଶ୍ବର ଦୀର୍ଘତମ ଉଡ଼ାଣ କରୁଛନ୍ତି। ଜାନୁଆରୀ ୯ ରାତି ୯ଟା ୫୦ରେ ସେମାନେ ଆମେରିକାର ସାନ୍‌ଫ୍ରାନ୍ସିସ୍‌କୋରୁ ଏହି ଉଡ଼ାଣ ଆରମ୍ଭ କରି ପ୍ରାୟ ୧୮ଘଣ୍ଟା ପରେ ବେଙ୍ଗାଲୁରୁରେ ପହଞ୍ଚିବେ ବୋଲି ଆକଳନ କରାଯାଇଛି। କ୍ୟାପଟେନ୍‌ ଜୋୟା

ବିମାନ ଦୁର୍ଘଟଣା: ମିଳିଲା ଖଣ୍ଡ ବିଖଣ୍ଡିତ ମୃତଦେହ, ଭଗ୍ନାବଶେଷ

ନୂଆଦିଲ୍ଲୀ: ଶନିବାର ଇଣ୍ଡୋନେସିଆ ଜକର୍ତ୍ତାରେ ହୋଇଥିବା ବିବାନ ଦୁର୍ଘଟଣାର ମିଳିଛି ଭଗ୍ନାବଶେଷ । ବିମାନ ଦୁର୍ଘଟଣାର ଦିନକ ପରେ ଜାଭା ସାଗରରୁ ଭଗ୍ନାବଶେଷ ମିଳିଥିବାବେଳେ ଯାତ୍ରୀଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଓ କିଛି ଫଟା କପଡା ମଧ୍ୟ ଉଦ୍ଧାର ହୋଇଛି । ଏନେଇ ଇଣ୍ଡୋନେସିଆର ଜଣେ ବରିଷ୍ଠ

୫୦ବର୍ଷୀୟ ବିଧବାଙ୍କୁ ଗଣବଳାତ୍କାର

ଛତ୍ରା : ଉତ୍ତରପ୍ରଦେଶର ବାଦାଉଁ ଗଣବଳାତ୍କାରେ ଓ ହତ୍ୟା ଘଟଣା ସମ୍ପର୍କରେ ଚର୍ଚ୍ଚା ଥମି ନ ଥିବାବେଳେ ଝାଡ଼ଖଣ୍ଡରେ ଜଣେ ୫୦ବର୍ଷ ବୟସ୍କା ବିଧବାଙ୍କୁ ଗଣବଳାତ୍କାର କରାଯାଇଛି। ଦିଲ୍ଲୀର ନିର୍ଭୟା କାଣ୍ଡ ଭଳି ଏହି ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଗୁରୁବାର ରାତିରେ ଘରୁ ବାହାରକୁ ଶୌଚ