ବ୍ୟବସାୟୀଙ୍କ ଘରୁ ଟଙ୍କା ଓ ସୁନାଗହଣା ଲୁଟ

ଭବାନୀପାଟଣା : କଳାହାଣ୍ଡି ଜିଲାର କେଗାଁ ଥାନା ଅଧିନ ବୋର୍ଡା ଗ୍ରାମର ଜୈନିକ ବ୍ୟବସାୟୀଙ୍କ ଘରୁ ଲୁଟ ହୋଇଥିବା ରବିବାର ଜଣାପଡ଼ିଛି। ଗତ ୯ ତାରିଖ ମଧ୍ୟ ରାତ୍ରରେ ବ୍ୟବସାୟୀଙ୍କ ଘରେ ୫ ରୁ ୭ ଜଣ ସଶସ୍ତ୍ର ଡକାୟତ ପସି ପରିବାର ସଦସ୍ୟଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହିତ ବନ୍ଧୁକ ମୁନରେ

ଦୈନିକ ସଂକ୍ରମଣ ହ୍ରାସ ; ନୂଆ ପଜିଟିଭ ୨୬୦

ଭୁବନେଶ୍ୱର : ରାଜ୍ୟରେ ଦୈନିକ ସଂକ୍ରମଣ ହ୍ରାସ ହେବା ସହ ଆକ୍ରାନ୍ତଙ୍କ ସଂଖ୍ୟା ୩୦୦ ମଧ୍ୟରେ ସୀମିତ ରହୁଛି। ୨୪ ଘଣ୍ଟାରେ ୨୬୦ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ୧୫୧ ସଙ୍ଗରୋଧ କେନ୍ଦ୍ରରୁ ୧୦୯ ସ୍ଥାନୀୟ ଆକ୍ରାନ୍ତ । ମୋଟ ପଜିଟିଭ ୩,୩୧,୮୬୨କୁ ବୃଦ୍ଧି ପାଇଛି। ୩,୨୭,୮୦୩ ସୁସ୍ଥ ହୋଇ ଘରକୁ

ସବୁ ମନ୍ତ୍ରୀ ଦେଲେ ସମ୍ପତ୍ତି ତାଲିକା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ସମ୍ପତ୍ତିର ତାଲିକା ଦେଇଛନ୍ତି। ଗତବର୍ଷ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ସେ ନିଜ ସମ୍ପତ୍ତିର ତାଲିକା ଦେଇଛନ୍ତି। CMO ୱେବ୍‌ସାଇଟ୍‌ରେ ତାଙ୍କ ସମ୍ପତ୍ତିର ତାଲିକା ଦିଆଯାଇଛି। ଦେଶର ୭ଟି ବ୍ୟାଙ୍କରେ ନବୀନଙ୍କର ଅଛି

ବଜାର ଅଭାବରୁ କନ୍ଦମୂଳ ଚାଷ ପାଇଁ ଚାଷୀ ବିମୁଖ

ଢେଙ୍କାନାଳ : ଢେଙ୍କାନାଳ ଜିଲାରେ କନ୍ଦମୂଳ ଚାଷ ପାଇଁ ଚାଷୀଙ୍କ ମଧ୍ୟରେ ଅନେକ ଆଗ୍ରହ ସୃଷ୍ଟି ହୋଇଥିଲା। ଅନେକ ପରିମାଣର କନ୍ଦମୂଳ ଚାଷ ମଧ୍ୟ ଢେଙ୍କାନାଳରେ ହେଉଥିଲା। କନ୍ଦମୂଳ ପାଇଁ ଏଠାକାର ଜଳବାୟୂ ସୁହାଉଥିବାରୁ କନ୍ଦମୂଳ ମଧ୍ୟ ଭଲ ଉତ୍ପାଦନ ହେଉଥିଲା। ଚାଷୀଙ୍କୁ ଉତ୍ସାହିତ କରିବାକୁ

ମାସୁଦ ଆଝାରକୁ ୧୮ସୁଦ୍ଧା ଗିରଫ ନିର୍ଦେଶ

ଲାହୋର : ଜୈସ-ଇ-ମହମ୍ମଦ ମୁଖ୍ୟ ମାସୁଦ ଆଝାରକୁ ଚଳିତ ମାସ ୧୮ସୁଦ୍ଧା ଗିରଫ କରିବାକୁ ପାକିସ୍ତାନର ଆତଙ୍କବାଦ ନିରୋଧୀ ଅଦାଲତ (ଏଟିସି) ଶନିବାର ପଞ୍ଜାବ ପୁଲିସକୁ ନିର୍ଦେଶ ଦେଇଛି। ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ମାସୁଦ ଦୋଷୀ ସାବ୍ୟସ୍ତ ହେବା ପରେ ବିଚାରପତି ନତାଶା ନାସିମ

ଆତ୍ମବିଶ୍ୱାସ ଦ୍ୱାରା ଆତ୍ମନିର୍ଭରତା ଆଡକୁ ଆଗେଇବ ଭାରତ – ରାଷ୍ଟ୍ରପତି କୋବିନ୍ଦ

ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି, କୋଭିଡ ୧୯ ଟିକା ବିକଶିତ କରାଇବାରେ ଭାରତୀୟ ବୈଜ୍ଞାନିକ ଓ ବୈଷୟିକବିତ୍‍ମାନଙ୍କ ସଫଳତା ବିକଶିତ କୋଭିଡ୍‍ ଟିକା ବିଶ୍ୱର କଲ୍ୟାଣ ଭାବନାଦ୍ୱାରା ପ୍ରେରିତ। ରାଷ୍ଟ୍ରପତି ଆତ୍ମନିର୍ଭର ଭାରତ ଅଭିଯାନର ଲକ୍ଷ୍ୟ ଅର୍ଥନୀତି, ଭିତ୍ତିଭୂମି,

ନୂତନ ପ୍ରଜାତିର ମାଛ ଆବିଷ୍କାର

ଗୋପାଳପୁର: ଓଡ଼ିଶାର ପାରାଦୀପ ଓ ପଶ୍ଚିମବଙ୍ଗର ପେଟୁଆଘାଟ ଉପକୂଳରୁ ଏକ ନୂତନ ପ୍ରଜାତିର ମାଛ ଠାବ ହେବା ସହ ଏହା ନେଇ ଅଧିକ ଗବେଷଣା ଚାଲୁ ରହିଥିବା ଜଣାପଡିଛି। ଏହି ପ୍ରଜାତିର ମାଛକୁ ଓଡ଼ିଶାର ପାରାଦୀପ ଉପକୂଳରୁ ସ୍ୱରୂପ ରଞ୍ଜନ ମହାନ୍ତି ଓ ପଶ୍ଚିମବଙ୍ଗ ଉପକୂଳରୁ ଦିପାଞ୍ଜନ ଗତ ଜାନୁଆରୀ

ଭାରତ ମାନବ ସମୁଦାୟକୁ ସୁରକ୍ଷିତ ରଖିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ – ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଦେଶରେ ବିକଶିତ ଦୁଇଟି କୋଭିଡ୍‍ ୧୯ ଟିକା ଦ୍ୱାରା ଭାରତ ମାନବ ସମୁଦାୟକୁ ସୁରକ୍ଷିତ ରଖିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। କୋଭିଡ୍‍ ୧୯ ମହାମାରୀ ସମସ୍ୟାର ସମାଧାନ ଲାଗି ଉଦ୍ଦିଷ୍ଟ ଏହି ଦୁଇଟି ଭାରତୀୟ ଟିକା ଦ୍ୱାରା ସମ୍ପୂର୍ଣ୍ଣ ବିଶ୍ୱ

ଅଳ୍ପକେ ବର୍ତ୍ତିଲେ ଯବାନ ; ସର୍ଚ୍ଚ ଅପରେସନ ବେଳେ ଲ୍ୟାଣ୍ଡ ମାଇନ ଜବତ

ମାଲକାନଗିରି : ମାଲକାନଗିରି ଜିଲା ଅନ୍ତର୍ଗତ ଚିତ୍ରକୋଣ୍ଡା ପଣସପୁଟ ପଞ୍ଚାୟତ ହାଣ୍ଡିଖାଲ ଜଙ୍ଗଲରୁ ଲ୍ୟାଣ୍ଡ ମାଇନ ଜବତ ହୋଇଥିବା ରବିବାର ଜଣାପଡ଼ିଛି। ବିଏସଏଫ ଯବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ବେଳେ ୫ କେଜି ଲ୍ୟାଣ୍ଡ ମାଇନ ଜବତ ହୋଇଛି। ଯବାନଙ୍କୁ ଟାର୍ଗେଟ କରି ଲ୍ୟାଣ୍ଡ ମାଇନ ଖଞ୍ଜା

ସମ୍ପତ୍ତି ତାଲିକା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ନିଜ ସମ୍ପତ୍ତି ତାଲିକା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସମ୍ପତ୍ତି ତାଲିକା ମୁଖ୍ୟମନ୍ତ୍ରୀଙ୍କ ୱେବସାଇଟରେ ପ୍ରକାଶ ପାଇଛି। ଏହି ତାଲିକା ଅନୁଯାୟୀ ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀର ଜନପଥ ବ୍ୟାଙ୍କ ଅଫ ଇଣ୍ଡିଆରେ ୧୬ ଲକ୍ଷ ୭୬ ହଜାର ୧୮ ଟଙ୍କା