ସ୍ବର୍ଗଦ୍ବାର ଜମି ମହାଦୁର୍ନୀତି; ୫ଥର ତଦନ୍ତ ପରେ ବି ଫଳଶୂନ
ପୁରୀ: ମିଳିମିଶି ଚପାଇ ଦେଲେ ସ୍ବର୍ଗଦ୍ବାର ଜମି ମହାଦୁର୍ନୀତି। ଜମି ମାଫିଆଙ୍କ ହାତ ଏତେ ଲମ୍ବା ଯେ ୫ଥର ତଦନ୍ତ ପରେ ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ସମୁଦ୍ରକୂଳକୁ ଲାଗି ରହିଥିବା ପ୍ରାୟ ୧୦୦କୋଟି ଟଙ୍କା ମୂଲ୍ୟର ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଅମୃତମଣୋହି ସମ୍ପତ୍ତିକୁ ମାଡି!-->…