ରାସ୍ତାରେ ଅଳିଆ ପକାଇଲେ ଟ୍ରେଡ୍ ଲାଇସେନ୍ସ ରଦ୍ଧ କରିବ ବିଏମ୍ସି
ଭୁବନେଶ୍ୱର: ବିଏମ୍ସି ଏଣିକି ପୁରା ଆକ୍ସନ ମୁଡ଼ରେ । ଅଳିଆ ଆବର୍ଜନା ପକାଇ ରାସ୍ତାକୁ ଅପରିଷ୍କାର କରୁଥିବା ଦୋକାନୀମାନଙ୍କୁ ଆଉ ବରଦାସ୍ତ କରାଯିବନି । ଏପରି ଦୋକାନୀ ନଜରକୁ ଆସିଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ । ଭୁବନେଶ୍ୱର ମହାନଗରକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ଲାଗି ମହାନଗର ନିଗମ!-->…