ପୂରଣ ହେବ ୯୭୨ ଅଧ୍ୟାପକ ପଦ, ୮୦ଜଣଙ୍କୁ ନିଯୁକ୍ତିପତ୍ର ବଂଟନ
ଭୁବନେଶ୍ୱର: ଡିଗ୍ରି କଲେଜଗୁଡିକରେ ଖାଲି ଥିବା ଅଧ୍ୟାପକ ପଦ ପୂରଣ ଦିଗରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପଦକ୍ଷେପ ଦିଆଯାଇଛି । ୨୦୧୬ରୁ ସୁଦ୍ଧା ବିଭିନ୍ନ ବେସରକାରୀ ଅନୁଦାନପ୍ରାପ୍ତ କଲେଜରେ ୨୪୦୩ ଜଣ ଅଧ୍ୟାପକଙ୍କୁ ରାଜ୍ୟ ସିଲେକ୍ସନ୍ ବୋର୍ଡ ମାଧ୍ୟମରେ ଚୟନ କରାଯାଇ ନିଯୁକ୍ତି ଦିଆଯାଇଛି ।!-->…