ବାଇଡେନ୍ ନେଲେ କରୋନା ଟିକା

ନ୍ୟୁୟର୍କ : ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ ସୋମବାର କରୋନା ଟିକା “ଫାଇଜର” ନେଇଛନ୍ତି । ତାଙ୍କୁ କରୋନା ଭାକସିନର ପ୍ରଥମ ଟିକା ଦିଆଯାଇଛି । ବାଇଡେନ ଟିକା ନେଉଥିବାର ଟିଭିରେ ସିଧାପ୍ରସାରଣ ଦେଖାଯାଇଥିଲା । ଲୋକମାନଙ୍କୁ ସଚେତନ କରାଇବା ନେଇ ଆମେରିକା ପ୍ରଶାସନ ଏହି

ହ୍ରାସ ପାଉଛି ଆକ୍ରାନ୍ତଙ୍କ ସଂଖ୍ୟା ; ନୂଆ ପଜିଟିଭ ୧୯,୫୫୬

ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଛି। ଗତକାଲି ଜଣାପଡିଥିବା ଆକ୍ରାନ୍ତଙ୍କ ଅପେକ୍ଷା ଆଜି ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଛି। ୨୪ ଘଣ୍ଟାରେ ଆଉ ୧୯ ହଜାର ୫୫୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିକିତ୍ସାଧୀନ ଅବସ୍ଥାରେ ୩୦୧ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

କୃଷକ ଆନ୍ଦୋଳନ : ପୁଣି ଚିଠି ଲେଖିଲେ ସରକାର

ନୂଆଦିଲ୍ଲୀ : କୃଷି ଆଇନ ବିରୋଧରେ ଆନ୍ଦୋଳନ ଚଳାଇଥିବା କୃଷକଙ୍କୁ ଆଲୋଚନା ଲାଗି ସରକାର ପୁଣି ଥରେ ଚିଠି ଲେଖିଛନ୍ତି। କେନ୍ଦ୍ର କୃଷି ମନ୍ତ୍ରଣାଳୟ ଯୁଗ୍ମ ସଚିବ ବିବେକ ଅଗ୍ରୱାଲ ଆନ୍ଦୋଳନ ଚଳାଇଥିବା ୪୦ଟି କୃଷକ ସଂଗଠନର ନେତାଙ୍କୁ ଆଲୋଚନା ଲାଗି ପତ୍ର ଲେଖିଛନ୍ତି। ସରକାରଙ୍କ ପୂର୍ବ

ମାଓବାଦୀଙ୍କ ମାଲକାନଗିରି ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଂଚଳରେ ପୋଲିସ ମିଥ୍ୟ ଏନାକାଉଂଟର କରି ତିନି ଜଣ ମାଓବାଦୀଙ୍କୁ ହତ୍ୟା କରିଥିବା ନେଇ ଆନ୍ଧ୍ର-ଓଡ଼ିଶା ବର୍ଡର ଡିଭିଜନର ସଚିବ କୈଳାସ ପ୍ରେସ ବିଜ୍ଞପ୍ତିରେ ଆଜି ବନ୍ଦ ଡାକାର ଦେଇଛନ୍ତି । ମାଲକାନଗିରି ବନ୍ଦର ପ୍ରଭାବ ପଡିନଥିବା ବେଳେ

ଷଷ୍ଠ ଥରକୁ ଅନାଇ କସରତ

ବିଜୁ ଜନତା ଦଳ (ବିଜେଡି) ରାଜ୍ୟ ତଥା ଦେଶର ଏକ ବଳଶାଳୀ ଆଂଚଳିକ ଦଳ । ଏହାର ଯୁବ ବାହିନୀର କର୍ମକର୍ତାମାନଙ୍କ କାର୍ଯ୍ୟକାରିଣୀ ବୈଠକ ଦଳୀୟ ମୁଖ୍ୟକାର୍ଯ୍ୟଳାୟରେ ଶନିବାର ବସିଥିଲା ବେଳେ ରବିବାର ଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଟିତ ହେବା ସହିତ ଯେତେଗୁଡିଏ ପ୍ରସଙ୍ଗ ଓ ପ୍ରସ୍ତାବ

ଜାତୀୟ ପେନସନ୍ ଦିବସ ପାଳିତ

ବାଲେଶ୍ୱର: ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ୩୯ ତମ ଜାତୀୟ ପେନ୍ସନ୍ ଦିବସ ପାଳିତ ହୋଇଯାଇଛି । ସଂଗଠନର ସଭାପତି ଧୀରେନ୍ଦ୍ର ନାରାୟଣ ଦାସଙ୍କ ଅଧ୍ୟକ୍ଷତାରେ ଅୟୋଜିତ କାର୍ଯ୍ୟକ୍ରମରେ ଜିଲା କୋଷାଗାର ଅଧିକାରୀ ଶଶାଙ୍କ ଭୂଷଣ ମହାପାତ, ଅତିରିକ୍ତ କୋଷାଗାର ଅଧିକାରୀ

ମହିଳା ଚାଷୀଙ୍କୁ ପନିପରିବା ଚାଷନେଇ ପ୍ରଶିକ୍ଷଣ

ଭବାନୀପାଟଣା- ଭବାନୀପାଟଣା ନିକଟସ୍ଥ ବେହେରାଗୁଡାଠାରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଗ୍ରାମୀଣ ସ୍ୱରୋଜଗାର ପ୍ରଶିକ୍ଷଣ ସଂସ୍ଥା ପକ୍ଷରୁ ଭବାନୀପାଟଣା ବ୍ଲକ ଅନ୍ତର୍ଗତ ମାଲଗାଁ ଗ୍ରାମପଞ୍ଚାୟତର ସିଂଝରଣ ଗ୍ରାମଠାରେ ମହିଳା ଚାଷୀମାନଙ୍କୁ ପନିପରିବା ଚାଷ କରିବା ନିମନ୍ତେ ଏକ ୧୦ ଦିନିଆ

ପୁଅକୁ ଟାଙ୍ଗିଆରେ ହାଣି ନାଳରେ ଫୋପାଡ଼ି ଦେଲା ବାପା

ବଣାଇ: ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା କାଲଟା ଫାଣ୍ଡି ଅଞ୍ଚଳରେ ଦେଖିବାକୁ ମିଳିଛି ଚାଞ୍ଚଲ୍ୟକର ଘଟଣା। ଯେଉଁଠାରେ ବାପ ତା’ର ରକ୍ତ ସମ୍ପର୍କକୁ ଭୁଲିଗଲା। ଘରୋଇ କଳିକୁ କେନ୍ଦ୍ର କରି ବାପା ତା’ର ପୁଅକୁ ଟାଙ୍ଗିଆରେ ହାଣି ଦେଇଛି। ଯାହା ଫଳରେ ଘଟଣାସ୍ଥଳରେ ହିଁ ପୁଅର ମୃତ୍ୟୁ ହୋଇଛି।

ପରଲୋକରେ ବରିଷ୍ଠ କଂଗ୍ରେସ ନେତା ମୋତିଲାଲ ଭୋରା

ନୂଆଦିଲ୍ଲୀ: କଂଗ୍ରେସ ନେତା ମୋତି ଲାଲ ଭୋରାଙ୍କର ୯୩ ବର୍ଷ ବୟସରେ ଦେହାନ୍ତ ହୋଇଛି। ମଧ୍ୟପ୍ରଦେଶର ଏହି ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଲ୍ଲୀର ଫୋର୍ଟିସ୍ ହସ୍ପିଟାଲରେ ମୃତ୍ୟୁ ବରଣ କରିଛନ୍ତି। ଗତକାଲି ରବିବାର ମୋତି ଲାଲ ଭୋରାଙ୍କର ୯୩ ତମ ଜନ୍ମଦିନ ପାଳନ ଥିଲା। ତିନି ଦିନ ତଳେ ତାଙ୍କ

‘ଗିରଫ ବ୍ୟକ୍ତି ହିଁ ମୁଖ୍ୟ ଅଭିଯୁକ୍ତ, ଯଥେଷ୍ଟ ପ୍ରମାଣ ଅଛି’

ଖୋର୍ଦ୍ଧା: “ଦୁଷ୍କର୍ମ ଯୋଗୁଁ ପରୀକୁ ହତ୍ୟା କରାଯାଇଛି। ଘଟଣାରେ ଗିରଫ ବ୍ୟକ୍ତି ହେଉଛନ୍ତି ମୁଖ୍ୟ ଅଭିଯୁକ୍ତ। ପଚରାଉଚରା ସମୟରେ ଯଥେଷ୍ଟ ପ୍ରମାଣ ପାଇବା ପରେ ହିଁ ତାଙ୍କୁ ଗିରଫ କରିଛୁ।” ପରୀ ହତ୍ୟା ମାମଲାକୁ ନେଇ ସାରା ରାଜ୍ୟରେ ହଟଚମଟ ଜାରି ରହିଥିବା ବେଳେ ଆଜି ଏହି  ସୂଚନା ଦେଇଛନ୍ତି