ସାଦା ପୋଷାକରେ ଭାରତ ସୀମାରେ ଚୀନ ସେନାର ଅନୁପ୍ରବେଶ ପଣ୍ଡ

ଲଦାଖ: ଭାରତ-ଚୀନ ସୀମା ବିବାଦ ଲାଗି ରହିଥିବାବେଳେଚୀନ୍‌ ସେନା ନିୟମିତ ଅନୁପ୍ରବେଶ ଉଦ୍ୟମ କରୁଛି। ସାଧା ପୋଷାକରେ ଚୀନ୍ ସୈନିକମାନେ ଲଦାଖ ସୀମା ପାର ହେଉଥିବା ବେଳେ ଧରାପଡିଛନ୍ତି। ଏକ ଜାତୀୟ ଗଣମାଧ୍ୟମ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଲେହର ୧୩୫ କିଲୋମିଟର ପୂର୍ବରେ ଥିବା ନିଓମା

ସଂସ୍କୃତି ଓ ଉଚ୍ଚକୋଟରୀର କାରୁକାର୍ଯ୍ୟରେ ପରିପୂର୍ଣ୍ଣ ଗ୍ୱାଲିୟର କିଲ୍ଲା

କିଲ୍ଲା ଓ ବଡ଼ ବଡ଼ ମହଲ ଗୁଡ଼ିକୁ ଦେଖିବା ପାଇଁ ବହୁ ଲୋକଙ୍କୁ ଖୁବ ଭଲ ଲାଗେ। ଏହି କାରଣରୁ କିଲ୍ଲା ଓ ମହଲ ଦେଖିବା ପାଇଁ ସଉକ ରଖିଥିବା ପର୍ଯ୍ୟଟକମାନେ ରାଜସ୍ଥାନ ଓ ମହାରାଷ୍ଟ୍ର ବ୍ୟତୀତ ମଧ୍ୟପ୍ରଦେଶର ଗ୍ୱାଲିୟର କିଲ୍ଲା ଯାଇ ମଧ୍ୟ ସେଠାରେ ଭାରତର ସଂସ୍କୃତି ଓ ଉଚ୍ଚକୋଟରୀର କାରୁକାର୍ଯ୍ୟ

ପୁରୀ-ସୁରତ ଏକ୍ସପ୍ରେସ ଧକ୍କାରେ ଦନ୍ତାହାତୀ ମୃତ

ସମ୍ବଲପୁର : ପୁରୀ-ସୁରତ ଏକ୍ସପ୍ରେସ ଧକ୍କାରେ ଏକ ଦନ୍ତାହାତୀର ମୃତ୍ୟୁ ହୋଇଥିବା ବେଳେ ଯାତ୍ରୀମାନେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ହାତୀବାରି ଓ ମାନେଶ୍ୱର ଷ୍ଟେସନ ମଝି ଭବାନୀପାଲିରେ ଏହି ଦୁର୍ଘଟଣା ପ୍ରାୟ ବିଳମ୍ବିତ ରାତି ୨ଟା୪ମିନିଟରେ ଘଟିଛି ବୋଲି ଜଣାପଡ଼ିଛି। ଟ୍ରେନଟି

ଜମ୍ମୁ-କାଶ୍ମୀରରେ ଭୂ-କମ୍ପର ଝଟକା ଅନୁଭୂତ

ଜମ୍ମୁ-କାଶ୍ମୀର: ଜମ୍ମୁ-କାଶ୍କୀରରେ ସୋମବାର ସକାଳ ୮ଟା ୩୩ରେ ଭୂ-କମ୍ପର ଝଟକା ଅନୁଭବ ହୋଇଛି । ଏନସିଏସ ଅନୁଯାୟୀ , ରିକ୍ଟଟ ସ୍କେଲରେ ଏହାର ତିବ୍ରତା ୩.୭ ରେକର୍ଡ କରାଯାଉଛି । ଏଥିରେ କୌଣସି ଧନଜୀବନ ହାନି ହୋଇନଥିବା ନେଇ ପ୍ରାଥମିକ ସୂଚନାରୁ ହସ୍ତଗତ ହୋଇଛି । ଏହାପୂର୍ବରୁ ମଧ୍ୟ

ନୂଆବର୍ଷରୁ କରୋନା ଟିକାକରଣ !

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଥମିନାହିଁ। କିନ୍ତୁ କରୋନାର ଖରାପ ସମୟ ଟଳିଯାଇଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟୀମନ୍ତ୍ରୀ ଡା. ହର୍ଷବର୍ଦ୍ଧନ କହିଛନ୍ତି। ତେବେ ବର୍ତ୍ତମାନ ପ୍ରତିଦିନ ୨୦ ହଜାରରୁ ଅଧିକ ନୂଆ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ମାସ ଅର୍ଥାତ

ରାଣୀଙ୍କ ଜୀବନ ବଞ୍ଚାଇଥିଲେ ଭୃତ୍ୟଙ୍କୁ ମିଳିଥାନ୍ତା ମୃତ୍ୟୁ ଦଣ୍ଡ!

୧୮୮୦ର ଘଟଣା, ସେତେବେଳେ ବିଶ୍ବର ପ୍ରତ୍ୟେକ ରାଷ୍ଟ୍ରରେ ରାଜାରାଜୁଡ଼ା ଶାସନ ଚାଲିଥାଏ। ରାଜପରିବାରର ସମସ୍ତ ନିୟମକୁ ଭୃତ୍ୟମାନେ ପାଳିବା କଡ଼ା ନିୟମ, ନଚେତ୍ ସେମାନଙ୍କୁ କଠୋର ଦଣ୍ଡ ମିଳେ। ଥାଇଲାଣ୍ଡର ସିଆମ୍‌ ରାଜାଘରର ଏଇ ଘଟଣା, ଯୁବରାଣୀ ସୁନନ୍ଦା କୁମାରୀରତ୍ନ ୧୮ ବର୍ଷ ବୟସରେ ଯୁବରାଜ

ରାଜ୍ୟରେ କରୋନା ନେଲା ଆଉ ୩ ଜୀବନ

ଭୁବନେଶ୍ବର: ରାଜ୍ୟରେ ସୋମବାର କରୋନାରେ ଆଉ ୩ ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୮୩୯କୁ ବୃଦ୍ଧି ହୋଇଛି। ୩ ଜଣ ମୃତକଙ୍କ ମଧ୍ୟରୁ ସର୍ବାଧିକ ସୁନ୍ଦରଗଡ଼ ଜିଲାରୁ ୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସେହିପରି କଳାହାଣ୍ଡି ଜିଲାରୁ ଜଣେ କରୋନା ଆକ୍ରାନ୍ତଙ୍କ

୪୦୦ ବର୍ଷ ପରେ ଶନି ଓ ବୃହଷ୍ପତି ମହାମିଳନ

ନୂଆଦିଲ୍ଲୀ: ଗୁଗୁଲ ଆଜି ଏକ ସ୍ୱତନ୍ତ୍ର ଡୁଡଲ ତିଆରି କରିଛି। ଆମେରିକାର ସ୍ପେସ୍ ଏଜେନ୍ସି ନାସା ସହଯୋଗରେ ଗୁଗୁଲ ଏହି ଡୁଡଲ ତିଆରି କରିଛି। ଏହି ଆନିମେଟେଡ୍ ଡୁଡଲ୍ ଶୀତକାଳୀମ ସଂକ୍ରାନ୍ତିର ଉତ୍ସବ ପାଳନ କରିଥାଏ । ଏଥିରେ ପରାମର୍ଶ ଦିଆଯାଇଛି ଯେ, ୪୦୦ବର୍ଷ ପରେ ଘଟିବାକୁ ଯାଉଥିବା ଶନି ଓ

ଭିଜିଲାନ୍ସ ଜାଲରେ ଟିକସ ସଂଗ୍ରହ କର୍ମଚାରୀ

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ଟିକସ ସଂଗ୍ରହ କର୍ମଚାରୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଖୋର୍ଦ୍ଧା ପୌରପରିଷଦ ଟିକସ ସଂଗ୍ରହ କର୍ମଚାରୀ ସଦାଶିବ ସ୍ବାଇଁ ଘରେ ସୋମବାର ଭିଜିଲାନ୍ସ ଚଢ଼ାଉ କରିଛି। ଭିଜିଲାନ୍ସ ପକ୍ଷରୁ ସଦାଶିବଙ୍କ ଗୁରୁଜଙ୍ଗରେ ଥିବା ବାସଭବନ ସମେତ ଏକାକାଳୀନ ୩ଟି

୨୬ ଦିନରେ ପହଞ୍ଚିଲା ଆନ୍ଦୋଳନ; ଆଜିଠୁ କୃଷକଙ୍କ ଉପବାସ ଅନଶନ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଦିଲ୍ଲୀ ସୀମାରେ କୃଷକଙ୍କ ଆନ୍ଦୋଳନ ସୋମବାର ୨୬ ଦିନରେ ପହଞ୍ଚିଛି। ସରକାର କୃଷକଙ୍କ ଦାବି ଶୁଣି ନ ଥିବାରୁ ଆନ୍ଦୋଳନକୁ ତୀବ୍ର କରିବା ଲାଗି କୃଷି ସଂଗଠନଗୁଡ଼ିକ ନିଷ୍ପତ୍ତି ନେଇଛନ୍ତି। ଏହି ପରିପ୍ରେକ୍ଷୀରେ ସୋମବାରଠାରୁ ଆନ୍ଦୋଳନରତ