ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ମାମଲା

ଭୁବନେଶ୍ୱର: ଓଲିଉଡ ସୁପରଷ୍ଟାର ତଥା ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ମାମଲା ରୁଜୁ ହୋଇଛି । ପୁରୀ ଘାଟ ଥାନାରେ ଅନୁଭବଙ୍କ ନାଁରେ ମାମଲା ରୁଜୁ କରିଛି ପୋଲିସ । ତାଙ୍କର ପତ୍ନୀ ବର୍ଷା ପ୍ରିୟଦର୍ଶନୀଙ୍କ ଏତଲା ଆଧାରେ ମାମଲା ରୁଜୁ କରିବା ସହିତ ପୁରୀ ଘାଟ ଥାନା ପୋଲିସ

ଜାନୁଆରୀରେ ଉହାନ ଗସ୍ତ କରିବ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଟିମ୍

ବେଜିଂ: ଚାଇନାର ଉହାନରୁ କରୋନା ଭାଇରସ ବ୍ୟାପିଥିବା ଅଭିଯୋଗର ତଦନ୍ତ ପାଇଁ ଯିବ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏକ ଉଂଟରନାଲ କମିଟି । ଜାନୁଆରୀ ପ୍ରଥମ ସପ୍ତାହରେ ଏହି ଇଂଟରନାଲ କମିଟି ବେଜିଂ ଗସ୍ତ କରିବ । ଗତବର୍ଷ ଡିସେମ୍ବର ଶେଷ ସପ୍ତାହରେ ଉହାନରୁ କରୋନା ବ୍ୟାପିଥିବା ଜଣାପଡିଛି । ଘଟଣାର

ନେପାଳ ପାର୍ଲାମେଂଟ ଭାଙ୍ଗିଲା

ନୂଆଦିଲ୍ଲୀ: ବିବାଦୀୟ ଅଧ୍ୟାଦେଶ ପ୍ରତ୍ୟାହାର କରି ନେବାକୁ ଶାସକ ‘ ନେପାଳ କମ୍ୟୁନିଷ୍ଟ ପାର୍ଟି’ରେ ଥିବା ସମାଲୋଚକମାନଙ୍କ ଚାପରେ ଥିବା ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ପାର୍ଲାମେଂଟ ଭାଙ୍ଗିବା ଲାଗି ରବିବାର ସକାଳେ ସୁପାରିସ କରିଛନ୍ତି । ରବିବାର ସକାଳେ ପ୍ରଧାନମନ୍ତ୍ରୀ ଓଲି

ଗୃହମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର କଲେ ‘ମୋ ସ୍କୁଲ’ ଅଭିଯାନର ପ୍ରଚାର

ଭବାନୀପାଟଣା- କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ୍ର ମହାଲିଙ୍ଗ ନୋଡ଼ାଲ ହାଇସ୍କୁଲର ପୁରାତନ ଛାତ୍ର ସଂଘର ଏକ ସ୍ୱତନ୍ତ୍ର ଅଧିବେଶନ ବିଦ୍ୟାଳୟ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ରାଜେଶ କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ଆଲୁମିନି

ଛିଣ୍ଡି ପଡିଲା ୧୧ କେଭି ବିଦ୍ୟୁତ ତାର: ଜଳିଗଲା ଡ୍ରାଇଭର, ପୋଡିଗଲା ଧାନ

ବୁଗୁଡା: ସରିଥିଲା ନିର୍ବନ୍ଧ ଆସନ୍ତା ସରସ୍ୱତୀ ପୂଜା ଦିନ ହୋଇଥାନ୍ତା ବାହଘର । ହେଲେ ନିଜ ମାଲିକର ଟ୍ରାକ୍ଟରଟିକୁ ବିଦ୍ୟୁତ ନିଆଁରୁ ବଂଚାଇ ବାକୁ ଯାଇ ନିଜେ ଜଳିଗଲେ ଡ୍ରାଇଭର । ପ୍ରାଣ ହରାଇଥିବା ଟ୍ରାକ୍ଟର ଡ୍ରାଇଭର ଜଣକ ହେଲେ ତାରସିଂ ଥାନା ଅନ୍ତର୍ଗତ ତୁଳସୀପଲ୍ଲୀ ଗ୍ରାମର ଲଡୁ କିଶୋର

ଦୁଇ ଗୋଷ୍ଠୀ ହାତାହାତି, ବୁଲିଲା ଖଣ୍ଡା

ସମ୍ବଲପୁର: ପୋଲିସ ପ୍ରତି ଅପରାଧୀମାନଙ୍କ ମନରେ ଭୟ ରହୁ ନଥିବାରୁ ଆଜିକାଲି ଗୋଷ୍ଠୀ ସଂଘର୍ଷ ନିୟମିତ ଘଟଣା ହୋଇ ପଡିଲାଣି । ଶନିବାର ସନ୍ଧ୍ୟାରେ ପୀର ବାବା ଛକରେ ଦୁଇଟି ଗୋଷ୍ଠୀ ମୁହାଁମୁହଁ ହୋଇଛନ୍ତି । ପ୍ରଥମେ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ, ତା ପରେ ମାଡ଼ପିଟ ଓ ଶେଷରେ ଖଣ୍ଡା ଓ ଛୁରି

ଗୁଣିଗାରେଡି ସନ୍ଦେହରେ ବ୍ୟକ୍ତିଙ୍କ ହତ୍ୟା

ମାଲକାନଗିରି: ମାଲକାନଗିରି ଜିଲ୍ଲା ପଡିଆ ବ୍ଲକର ନନ୍ଦାଗୁଡା ଗ୍ରାମରେ ଗୁଣିଗାରେଡି ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ଗଳାକାଟି ହତ୍ୟା କରାଯାଇଥିବା ଜଣାପଡ଼ିଛି । ହତ୍ୟା କରିବା ପରେ ପ୍ରମାଣ ନଷ୍ଟ ପାଇଁ ଉଦ୍ୟମ କରା ଯାଇଛି । ମୃତ ବ୍ୟକ୍ତିଙ୍କ ମୁଣ୍ଡକୁ ପୋଡି ଦିଆ ଯାଇଥିବା ବେଳେ ଶରୀରର

ଗନ୍ ପଏଣ୍ଟରେ ହୋଟେଲ କର୍ମଚାରୀଙ୍କୁ ଦୁଷ୍କର୍ମ କଲେ ୫ ଅପରାଧୀ

ଅଲଓ୍ୱାର: ଥ୍ରୀ ଷ୍ଟାର ହୋଟେଲରେ ରହି ବ୍ୟବସାୟୀଙ୍କୁ ହତ୍ୟା କରିବାକୁ ଆସିଥିଲେ ୫ ଅପରାଧୀ। ହେଲେ ଗନ ପଏଣ୍ଟରେ ତିନି ସହଯୋଗୀଙ୍କୁ ଛିଡ଼ା କରାଇ ଦୁଇ ମହିଳାଙ୍କୁ ଦୁଷ୍କର୍ମ କରିଛନ୍ତି ନର ରୂପୀ ଏହି ରାକ୍ଷସ। ଆଉ ଏହି ମହିଳା ହେଉଛନ୍ତି ସଂପୃକ୍ତ ହୋଟେଲର କର୍ମଚାରୀ। ରାଜସ୍ଥାନ ଅଲଓ୍ୱାରରେ

ପେଟ୍ରୋଲ୍ ପମ୍ପ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ପୌରାଞ୍ଚଳର ବ୍ୟାଙ୍କ କଲୋନୀରେ ଥିବା ଏକ ପେଟ୍ରୋଲ ପମ୍ପରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ସେ ସେହି ପେଟ୍ରୋଲ ପମ୍ପରେ ଚାକିରି କରୁଥିଲେ। ମୃତ ଯୁବକଙ୍କ ନାଁ ସୋମରା କୁଜୁର। ତାଙ୍କୁ ୩୫ ବର୍ଷ ହୋଇଥିଲା। ସେହି

କାବୁଲରେ ସାଂସଦଙ୍କ ଉପରେ , ୯ ଜଣଙ୍କର ମୃତ୍ୟୁ !

କାବୁଲ: ଆଫଗାନିସ୍ତାନରେ ରାଜଧାନୀ କାବୁଲରେ ବୋମା ବିସ୍ଫୋରଣ ହୋଇଛି । ଏଥିରେ ୯ଜଚ୍ଚଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସାଂସଦ ହାଜି ଖାନ ମହମ୍ମଦ ଭରାଦକଙ୍କ କାରକୁ ଟାର୍ଗେଟ କରି ବୋମା ବିସ୍ଫୋରଣ କରିଥିଲେ ଆତଙ୍କବାଦୀ । ଏହି ଆକ୍ରମଣରେ ସେ ଗୁରୁତର ଆହତ ହୋଇଛନ୍ତି । ସାଂସଦଙ୍କ