ପ୍ରାଣ ହରାଇଥିବା କୃଷକଙ୍କୁ ଶ୍ରଦ୍ଧାଞ୍ଜଳି, ସାରା ଦେଶରେ ହେବ ବୈଠକ

ଉତ୍ତର ଭାରତରେ ଚାଲିଥିବା ଶୀତ ଲହରୀ ମଧ୍ୟରେ କୃଷକମାନେ କେନ୍ଦ୍ର ସରକାରଙ୍କ ତିନୋଟି କୃଷି ନିୟମ ବିରୁଦ୍ଧରେ ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଛନ୍ତି। ଏହି ଆନ୍ଦୋଳନ ସମୟରେ ପ୍ରାଣ ହରାଇଥିବା କୃଷକମାନଙ୍କୁ ଆଜି କୃଷକ ସଂଗଠନଗୁଡିକ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବ। ପୂର୍ବ ଘୋଷଣା

୫୦ ପାଇଲଟଙ୍କ ଲାଇସେନ୍ସ ରଦ୍ଦ କଲା ପାକିସ୍ଥାନ

ପାକିସ୍ତାନର ସରକାର ଆନ୍ତର୍ଜାତୀୟ ବେସାମରିକ ବିମାନ ଚଳାଚଳ ସଂଗଠନର ଆବଶ୍ୟକତା ଅନୁଯାୟୀ ଦେଶର ୮୬୦ଟି ବାଣିଜ୍ୟିକ ପାଇଲଟଙ୍କ ଲାଇସେନ୍ସ ସମୀକ୍ଷା କରିବା ପରେ ୫୦ ଜଣ ପାଇଲଟଙ୍କ ଲାଇସେନ୍ସ ବାତିଲ କରିବାକୁ ନିଷ୍ପତ୍ତି ନେଇଥିବା ଇସଲାମାବାଦ ହାଇକୋର୍ଟକୁ ସୂଚନା ଦେଇଛନ୍ତି। ସେହି ପାଇଲଟମାନେ

କରୋନାର ନୂଆ ପ୍ରକାରକୁ ନେଇ ଆଶଙ୍କା

ଲଣ୍ଡନ ଏବଂ ଏହାର ଆଖପାଖ ଅଞ୍ଚଳରେ କରୋନାର ନୂଆ ପ୍ରକାର ପ୍ରଭାବ ଦ୍ରୁତ ଗତିରେ ବ୍ୟାପୁଥିବାରୁ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ରାଷ୍ଟ୍ରୀୟ ଲକଡାଉନ୍ ଜାରି କରିଛନ୍ତି। ଏଥି ସହିତ ଖ୍ରୀଷ୍ଟମାସ ସମୟରେ କୋହଳ କରାଯାଇଥିବା ପ୍ରତିବନ୍ଧକଗୁଡିକ ମଧ୍ୟ ବାତିଲ କରାଯାଇଛି। ପ୍ରଧାନମନ୍ତ୍ରୀ

ଚଳିତ ବର୍ଷରୁ ଓଡିଆରେ ଜେଇଇ ପ୍ରଶ୍ନପତ୍ର

ଭୁବନେଶ୍ୱର: ସର୍ବଭାରତୀୟ ସ୍ତରରେ ବୈଷୟିକ ଅନୁଷ୍ଠାନରେ ନାମଲେଖାପାଇଁ ଓଡିଶାର ଛାତ୍ର ଛାତ୍ରୀମାନେ ଓଡିଆ ଭାଷାରେ ଜେଇଇ ପରୀକ୍ଷା ଦେଇପାରିବେ । ଚଳିତ ବର୍ଷରୁ ଓଡିଆ ଭାଷାରେ ଜେଇଇ ପ୍ରଶ୍ନପତ୍ର ହେବ । ଦେଶରେ ବିଭିନ୍ନ ଭାରତୀୟ ଭାଷା ସହ ଓଡିଆରେ ପ୍ରଶ୍ନପତ୍ର ଉପଲବ୍ଧ ହେବ । ଏନେଇ

ଏ’ କଥା ରହିଲେ ହେଲା

ବିଶ୍ୱରେ ପ୍ରତ୍ୟେକ ମଣିଷ ଅନ୍ୟଠାରୁ ନିଆରା । କେଉଁଠି ନା କେଉଁଠି, ଚେହେରାରେ ହେଉ ବା ଅଙ୍ଗୁଳି ଛାପରେ ହେଉ ଅଥବା ଦୃଷ୍ଟିଭଙ୍ଗିରେ ହେଉ କିଛିଟା ସ୍ୱାତନ୍ତ୍ର୍ୟ ପରିଲକ୍ଷିତ ହୋଇଥାଏ ଓ ସେଥିରୁ ଭିନ୍ନତା ବାରି ହୋଇପଡେ । ସମାନ ଢ଼ଙ୍ଗରେ ସମ୍ପର୍କୀୟ, ଏକ ଭାଷାଭାଷୀ, ଏକ ରାଜ୍ୟ ବା ଦେଶର

ଲୁଟେରାଙ୍କ ରାଜଧାନୀ ଭୁବନେଶ୍ୱର: ପୋଲିସ କରୁଛି କ’ଣ?

ଭୁବନେଶ୍ୱର: ରାଜଧାନୀରେ ମାତିଛନ୍ତି ଲୁଟିଆ ଗ୍ୟାଙ୍ଗ । ଆଖି ପିଛୁଳାକେ ଲୁଟ୍ପାଟ ଝାମ୍ପ ନେଲେଣି ତ ପୁଣି କାହାର ସୁନାଚେନ୍ ଛିଣ୍ଡାଇ ନେଲେଣି । ଆଉ କାହାର ଫୋନ୍ ଝାମ୍ପି ନେଲେଣି ତ ବ୍ୟାଙ୍କ ନିକଟରୁ ଟଙ୍କା ବ୍ୟାଗ୍ ନେଇଗଲେଣି । ଏହାବାଦ୍ ସୁଯୋଗ ଉଣ୍ଡି ମୁହଁରେ ନିଶା ସ୍ପେ୍ର କରି

ଓଡ଼ିଶାରେ ପୁଞ୍ଜି ବିନିଯୋଗ ବିସ୍ତାର କରିବାକୁ ଶିଳ୍ପ ସଂସ୍ଥାଗୁଡିକୁ ଖଣି ମନ୍ତ୍ରୀଙ୍କ ଆହ୍ୱାନ

ନୂଆଦିଲ୍ଲୀ: ଓଧିଶାକୁ ଶିଳ୍ପ ସ୍ଥାପନ କରିବା ପାଇଁ ପର୍ଯ୍ୟାପ୍ତ ଅନୁକୂଳ ବାତାବରଣ ରହିଛି ।ତେଣୁ ଓଡ଼ିଶାରେ ଅଧିକ ପୁଞ୍ଜି ବିନିଯୋଗ କରି ରାଜ୍ୟର ବିକାଶରେ ସହଭାଗୀ ହେବା ଲାଗି ଖଣି ମନ୍ତ୍ରୀ ପ୍ରଫୁଲ ମଲ୍ଲିକ ଖଣି ଏବଂ ଧାତୁ ଶିଳ୍ପ ସଂସ୍ଥାଗୁଡିକୁ ଆହ୍ୱାନ କରିଛନ୍ତି । ରାଜ୍ୟ ସରକାର

ରାଜ୍ୟରେ କରୋନା ନେଲା ଆଉ ୩ ଜୀବନ

ଭୁବନେଶ୍ବର: ରାଜ୍ୟରେ ଶନିବାର କରୋନାରେ ଆଉ ୩ ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୮୩୨କୁ ବୃଦ୍ଧି ହୋଇଛି। ୩ ଜଣ ମୃତକଙ୍କ ମଧ୍ୟରୁ ଜହତସିଂହପୁର, ପୁରୀ ଓ ନୂଆପଡ଼ା ଜିଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର

ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଟପିଲା ୩ଲକ୍ଷ ୨୫ ହଜାର ; ନୂଆ ଆକ୍ରାନ୍ତ ୩୫୬

ଭୁବନେଶ୍ୱର : ରାଜ୍ୟରେ କରୋନାର ଦୈନିକ ସଂକ୍ରମଣ ହ୍ରାସ ପାଉଥିବା ସହ ମୋଟ ଆକ୍ରାନ୍ତଙ୍କ ସହ ୩ଲକ୍ଷ ୨୫ ହଜାର ଟପିଛି। ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୩୫୬ କରୋନା ଆକ୍ରାନ୍ତ। ସଙ୍ଗରୋଧ କେନ୍ଦ୍ରରୁ ୧୯୯,ସ୍ଥାନୀୟ ୧୫୭। ମୋଟ ଆକ୍ରାଙ୍କ ସଂଖ୍ୟା ୩,୨୫,୮୬୧କୁ ବୃଦ୍ଧି ପାଇଛି। ୩,୨୦,୯୪୭

ଚୀନକୁ ବଡ଼ ଝଟ୍‌କା; ୧୨ କମ୍ପାନୀକୁ କଳା ତାଲିକାଭୁକ୍ତ କଲା ଆମେରିକା

ୱାଶିଂଟନ: ଚୀନକୁ ବଡ଼ ଝଟ୍‌କା ଦେଇଛି ଆମେରିକା। ଚୀନର ପ୍ରାୟ ୧୨ଟି ବଡ଼ କମ୍ପାନୀକୁ ଆମେରିକା କଳା ତାଲିକାଭୁକ୍ତ କରିଛି। ଏହି କମ୍ପାନୀଗୁଡ଼ିକ ମଧ୍ୟରେ ଚୀନର ସବୁଠୁ ବଡ଼ ଚିପ୍‌ ନିର୍ମାତା କମ୍ପାନୀ ‘ସେମିକଣ୍ଡକ୍ଟର ମାନୁଫାକ୍‌ଚରିଂ ଇଣ୍ଟରନ୍ୟାଶନାଲ କର୍ପ (ଏସଏମଆଇସି)’ ଏବଂ ଚୀନର ଡ୍ରୋନ