ନିରାଶ୍ରୟଙ୍କୁ ସପ୍ତାହକ ମଧ୍ୟରେ ଆଶ୍ରୟସ୍ଥଳୀ ନେବାକୁ ନିଦେ୍ର୍ଧଶ
ଭୁବନେଶ୍ୱର: ଶୀତ ପ୍ରକୋପ ବୃଦ୍ଧି ପାଇବା ସହିତ ରାଜଧାନୀର ବିଭିନ୍ନ ରାସ୍ତାକଡ଼ରେ ଶୋଉଥିବା ନିରାଶ୍ରୟଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଅନ୍ୟପକ୍ଷେ ବିଏମ୍ସିର ଅନେକ ରାତି ଆଶ୍ରୟ ସ୍ଥଳୀରେ ଶଯ୍ୟା ଖାଲି ପଡ଼ୁଥିବା ଦେଖିବାକୁ ମିଳୁଛି । ସହରାଂଚଳ ରାତି ଆଶ୍ରୟସ୍ଥଳୀ ପରିଚାଳନା ଦାୟିତ୍ୱ!-->…