ହତ୍ୟା ପୂର୍ବରୁ ‘ପରୀ’ କୁ ଦୁଷ୍କର୍ମ କରାଯାଇଛି ! ଅଭିଯୁକ୍ତ ଚିହ୍ନଟ
ନୟାଗଡ: ନୟାଗଡ ଜିଲ୍ଲା ଯଦୁପୁରର କୁନି ଝିଅ ପରୀକୁ ହତ୍ୟା ପୂର୍ବରୁ ଦୁଷ୍କର୍ମ କରାଯାଇଛି । ପରୀ ପୋଷାକରୁ ଏ ସମ୍ପର୍କରେ ପ୍ରମାଣ ମିଳିଛି । ପୋଷାକରେ ସିମେନ୍ର ଦାଗ ରହିଥିବା ସୂଚନା ମିଳିଛି । ବୁଧବାର କ୍ରଇମବ୍ରାଂଚ ଏସଆଇଟି ପକ୍ଷରୁ ହାଇକୋର୍ଟରେ ଦାଖଲ ହୋଇଥିବା ସତ୍ୟପାଠରେ ଏହ!-->…