୧୫ରୁ ଶ୍ରୀମନ୍ଦିରରେ ପହିଲି ଭୋଗ

ପୁରୀ : ଆଗାମୀ ୧୫ ତାରିଖ ଧନୁସଂକ୍ରାନ୍ତିଠାରୁ ଶ୍ରୀଜଗନ୍ନାଥ ମନ୍ଦିରରେ ଶ୍ରୀଜୀଉଙ୍କ ପହିଲି ଭୋଗ ନୀତି ଅନୁଷ୍ଠିତ ହେବ। ପରମ୍ପରା ଅନୁଯାୟୀ ମହାଲକ୍ଷ୍ମୀ ବାପଘରକୁ ଯାଉଥିବାରୁ ବଡ଼ିସକାଳୁ ମା’ବିଭିନ୍ନ ପ୍ରକାର ସ୍ୱାଦିଷ୍ଟ ଖାଦ୍ୟ ପ୍ରସ୍ତୁତ କରି ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ ଏବଂ

ଆଜି କୃଷକଙ୍କ ୯ଘଣ୍ଟିଆ ଅନଶନ

ନୂଆଦିଲ୍ଲୀ :  କୃଷି ଆଇନ ପ୍ରତ୍ୟାହାର ଦାବିରେ ଆନ୍ଦୋଳନ ଚଳାଇଥିବା କୃଷକମାନେ ସୋମବାର ଅନଶନରେ ବସିବେ। କୃଷକ ନେତା ଗୁରନାମ ସିଂହ ଚାନ୍ଦୁନିଙ୍କ କହିବା ଅନୁଯାୟୀ ସକାଳ ୮ଟାରୁ ଅପରାହ୍ଣ ୫ଟା (୯ଘଣ୍ଟା) ପର୍ଯ୍ୟନ୍ତ ଆନ୍ଦୋଳନକାରୀ କୃଷକ ଅନଶନରେ ବସିବେ। ଆନ୍ଦୋଳନକୁ ତୀବ୍ରତର କରିବା ପାଇଁ

ଖବରକାଗଜ ଶିଳ୍ପ ୮ ମାସରେ ସହିଲାଣି ୧୨,୫୦୦ କୋଟିର କ୍ଷତି

ଭୁବନେଶ୍ୱର: କରୋନା ମହାମାରୀ ପାଇଁ ସରକାର ଯେଭଳି ଭାବେ ଲକ୍ଡାଉନ୍ ଓ ସଟଡାଉନ୍ କଲେ ତାହା ଦ୍ୱାରା ଦେଶର ସମସ୍ତ ଶିଳ୍ପ ପ୍ରାୟ କ୍ଷତି ସହୁଛି । ଏହାରି ମଧ୍ୟରେ ଦୈନିକ ଦେଶବାସୀଙ୍କୁ ଦେଶ ବିଦେଶର ଖବର ଜଣାଉଥିବା ଖବରକାଗଜ ଶିଳ୍ପ ବି ଅହେତୁକ ଭାବେ କ୍ଷତି ସହିଛି । ଏକ ସଂସ୍କାର ସର୍ବେକ୍ଷଣ

ଅପହଞ୍ଚ ଇଲାକାରେ ଦେବଦୂତ ସାଜିଛନ୍ତି ୧୦୮ ଆମ୍ବୁଲାନ୍ସ କର୍ମଚାରୀ

ସମ୍ବଲପୁର: ସମ୍ବଲପୁର ଜିଲାରେ ଅନେକ ସ୍ଥାନ ବଣପାହାଡ ଘେର ମଧ୍ୟରେ ରହିଥିବା ବେଳେ ଏବେ ମଧ୍ୟ ବିକାଶର ଅ ।ଲୋକ ପହଞ୍ଚି ପାରି ନ ଥିବାରୁ ସେ ସ୍ଥାନ ଗୁଡିକ ଅପହଞ୍ଚ ହୋଇ ରହିଛି । ଏହି ଅପହଞ୍ଚ ଇଲାକା ଗୁଡିକୁ ଚାଲିକି ଯିବା କଷ୍ଟକର ହୋଇ ପଡୁଥିବା ବେଳେ ଯାନବାହାନ ଯିବା ସ୍ୱପ୍ନ ଅଟେ ।

କୁକୁଡାଖଣ୍ଡିରେ ଏବେବି ଚାଲିଛି ନାବାଳିକା ବିବାହ

ବ୍ରହ୍ମପୁର: କୁକୁଡାଖଣ୍ଡି ବ୍ଲକ ଅର୍ନ୍ତଗତ ପାଣ୍ଡୀଆଝୋଳି ଗ୍ରାମର ସେବା ସମବାୟ ସମିତି ସମ୍ପାଦକ ନରେଶ ଭୁୟାଁଙ୍କ ପୁଅ ଗଣେଷ ଭୁୟାଁ ବାହାଘର ବଉଳଝୋଳି ଗ୍ରାମର ଜଣେ ଜୈ÷ନିକ ନାବାଳିକା ସହ କରେଇବା ପାଇଁ ସ୍ଥିତ ହୋଇଥିବା ବେଳେ ୨ଦିନିଆ ଭୋଜି ଭାତର ମଧ୍ୟ ଆୟୋଜନ ହୋଇଥିଲା । ଏପରିକି ବାହା

୧୪ ଡ଼ିସେମ୍ବର ରାଜ୍ୟବ୍ୟାପୀ ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ଗଣଧାରଣା ପାଇଁ ପ୍ରସ୍ତୁତି

ଭୁବନେଶ୍ୱର: ସଂଯୁକ୍ତ କିଷାନ ମୋର୍ଚ୍ଚା ତରଫରୁ ଆହୂତ ଏବଂ ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତିର ଆବାହକତ୍ୱରେ ଓଡ଼ିଶାର ବିଭିନ୍ନ ଟୋଲପ୍ଲାଜା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଜି ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ ପିପିଲି ଟୋଲପ୍ଲାଜା,

ନାବାଳକ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିବାକୁ ଜିଲ୍ଲାପାଳଙ୍କୁ ନିବେଦନ

କେନ୍ଦ୍ରାପଡା- ନାବାଳକ ଦାଦନ ଶ୍ରମିକଙ୍କୁ ଅବିଳମ୍ବେ ଉଦ୍ଧାର କରାଯିବାକୁ ସେମାନଙ୍କ ମା’ମାନେ ଜିଲ୍ଲାପାଳଙ୍କୁ ଅତ୍ୟନ୍ତ ଆକୁଳ ହୋଇ ନିବେଦନ କରିଛନ୍ତି । ଅଭିଯୋଗ ଅନୁଯାଇ ନିକିରାଇ ଥାନା ଅନ୍ତର୍ଗତ ବାରୋ ଗ୍ରାମ ଦଳିତ ସାହିର କେତେକ ଦଳିତ ବର୍ଗର ମହିଳା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ

ଚାଷକୁ ନେଇ ରାଜନୀତି ଜୋରଦାର

ଚାଷର ଉନ୍ନତି କଳ୍ପେ ଓ ଚାଷୀମାନଙ୍କ ବିକାଶ ଲାଗି କେନ୍ଦ୍ର ସରକାର ୩ଟି ନୂତନ କୃଷି ଆଇନ ପ୍ରଣୟନ କରିଛନ୍ତି । ଅନ୍ତତ ଏଥିରେ ଚାଷୀମାନେ ଅଧିକ କ୍ଷତିଗ୍ରସ୍ତ ହେବା ଯୁକ୍ତି ଏକାଧିକ କୃଷକ ସଂଗଠନ ପକ୍ଷରୁ ଦର୍ଶାଯାଇଛି । ଏପରିକି ପଞ୍ଜାବ, ରାଜସ୍ତାନ, ସମେତ ଅନେକ ରାଜ୍ୟର କୃଷକମାନେ ନୂଆ ଆଇନ

କେନାଲକୁ ଖସିପଡି ସ୍ଥାନୀୟ ଯୁବକ ମୃତ

ଯାଜପୁର: ଯାଜପୁର ସହର ନିକଟସ୍ଥ ଅଠରନଳା କେନାଲ ବନ୍ଧ ନିକଟରେ କେନାଲର ସୁରକ୍ଷା କଂକି୍ରଟ୍ ପାଚେରୀରୁ କେନାଲ ଭିତରକୁ ଗଳିପଡ଼ି ଗୁରୁବାର ଅପରାହ୍ନରେ ସ୍ଥାନୀୟ ଯୁବକଙ୍କ ମୃତ୍ୟୁ ଘଟିଛିି । ଘଟଣା ଅନୁଯାୟୀ ଯାଜପୁର ସହରସ୍ଥ ଶିରିଆପୁର ଗ୍ରାମର ସଂଜୟ ସାମନ୍ତ (୪୮) ନିଜ ଗ୍ରାମ ନିକଟ ଦେଇ

“ରେଣ୍ଡୋ ମାଝୀ- ଦି ହିଡେନ ଷ୍ଟେ୍।ରୀ ଅଫ ୧୮୫୩”ର ଶୁଭ ମହୁରତ

ଭବାନୀପାଟଣା- କଳାହାଣ୍ଡି ର ବରପୁତ୍ର ତଥା ବୀର ସହୀଦ ରେଣ୍ଡୋ ମାଝୀଙ୍କ ୧୬୫ ତମ ଶହୀଦ ଦିବସ । ଏହି ଅବସର ରେ ରେଣ୍ଡୋ ମାଝିଙ୍କ ଜୀବନୀ କୁ ସିଲଭର ସ୍ରିନ ରେ ଗଢି ତୋଳିବାକୁ ‘ରେଣ୍ଡୋ ମାଝୀ ଫିକଚର ଫିଲମ’ “ରେଣ୍ଡୋ ମାଝୀ-ଦି ହିଡେନ ଷ୍ଟେ୍ରାରୀ ଆଫ ୧୮୫୩” ର ଶୁଭମୁହୁରତ ଅନୁଷ୍ଟିତ ହୋଇଛି