ନୂଆ ସଂସଦଭବନ

ଭାରତବର୍ଷର ନୂଆ ପ୍ୟାର୍ଲାମେଂଟ ନିମାର୍ଣକରା ଯିବା ଯୋଜନାକୁ ପ୍ରାଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାସ୍ତବ ରୂପ ଦେଇଛନ୍ତି । ସେ ଗୁରୁବାର ପ୍ରସ୍ତାବିତ ନୂତନ ପ୍ୟାର୍ଲାମେଂଟର ଶିଳାନ୍ୟାସ କରିଥିଲା ବେଳେ ଏଠାରେ ସର୍ବ ଧର୍ମପ୍ରାର୍ଥନା ଆୟୋଜନ କରାଯାଇଥିଲା । ଏପରିକି ଶୃଙ୍ଗେରୀ ମଠକୁ ଆସିଥିବା

ଫାଇଜର ଟିକାକୁ ଆମେରିକାର ଅନୁମତି

ୱାଶିଂଟନ୍: କରୋନା ମୁକାବିଲା ପାଇଁ ଫାଇଜର ଟିକାକୁ ଆମେରିକା ଆଜି ଅନୁମତି ପ୍ରଦାନ କରିଛି । ପୂର୍ବରୁ ବ୍ରିଟେନ ଓ ବାହାରିନ ଫାଇଜର ଟିକାକୁ ସର୍ବସାଧାରଣଙ୍କ ବ୍ୟବହାର ପାଇଁ ଅନୁମତି ଦେଇଥିଲେ । ପ୍ରାଥମିକ ଅବସ୍ଥାରେ ଆମେରିକାର ବିଶେଷଜ୍ଞ ଟିମ୍ ଫାଇଜର ଟିକାର ଜରୁରୀ କାଳୀନ ବ୍ୟବହାର

ଖ୍ରୀଷ୍ଟମାସ ପରେ ଭାରତକୁ ମିଳିବ କରୋନା ଟିକା!

ନୂଆଦିଲ୍ଲୀ: ଅକ୍ସଫୋର୍ଡ ଓ ଆଷ୍ଟେ୍ରଜେନେକା ପ୍ରସ୍ତୁତ କରିଥିବା କରୋନା ଟିକା କୋଭିସିଲ୍ଡ ଖୁବଶୀଘ୍ର ଭାରତକୁ ମିଳିବାକୁ ଯାଉଛି । ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ପକ୍ଷରୁ ଭାରତରେ କୋଭିସିିଲ୍ଡ ଟିକାର ମାନବ ପରୀକ୍ଷଣ କରାଯାଉଛି । ଆସନ୍ତା ଖ୍ରୀଷ୍ଟମାସ ପରେ ଭାରତ ସରକାର ଏହାର ଜରୁରୀ

ଭିଜିଲାନ୍ସକୁ ଗଲା ପ୍ରଦୀପ ମାମଲା

ଭୁବନେଶ୍ୱର: ବିଧାୟକ ପ୍ରଦୀପ ପାଣୀଗ୍ରାହୀଙ୍କ ବିରୋଧରେ ଦୁର୍ନୀତି ମାମଲାର ତଦନ୍ତ କରିବାକୁ ଭିଜିଲାନ୍ସ ନିଦେ୍ର୍ଧଶକଙ୍କୁ ଲୋକାୟୁକ୍ତ ଆଜି ନିଦେ୍ର୍ଧଶ ଦେଇଛନ୍ତି । ଆସନ୍ତା ୨ମାସ ମଧ୍ୟରେ ତଦନ୍ତ ନିଦେ୍ର୍ଧଶ ଦାଖଲ କରିବାକୁ ଲୋକାୟୁକ୍ତ ଭିଜିଲାନ୍ସ ନିଦେ୍ର୍ଧଶକଙ୍କୁ ନିଦେ୍ର୍ଧଶ ଦେଇଛନ୍ତି

ଆଠଗଡ଼ କୋରଙ୍ଗ ଗ୍ରାମରେ ଅବକାରୀ ବିଭାଗର ଚଢ଼ଉ

ଆଠଗଡ଼: କଟକ ଜିଲ୍ଲାର ଆଠଗଡ଼ ଥାନା ଅନ୍ତର୍ଗତ କୋରଙ୍ଗ ଗ୍ରାମ ପାର୍ଶ୍ବରେ ଜିଲ୍ଲାପାଳ ଓ ଜିଲ୍ଲା ଅବକାରୀ ଅଧୀକ୍ଷକଙ୍କ ନିର୍ଦ୍ଦେଶକ୍ରମ‌େ ଚଢ଼ଉ କରାଯାଇ ୧୫ ଲିଟର ଦେଶୀ ମଦ ଜବତ ହୋଇଥିବା ଜଣାଯାଇଛି। କଟକ ଅବକାରୀ ବିଭାଗ, ଆଠଗଡ଼ ଅବକାରୀ ବିଭ‌ାଗର ଓ ଆଠଗଡ଼ ପୁଲିସର ମିଳିତ

ବିଶ୍ୱକପ ପୂର୍ବରୁ ଭିତ୍ତିଭୂମିର ବିକାଶ ହେବ:କ୍ରୀଡା ମନ୍ତ୍ରୀ

ରାଉରକେଲା: ରାଉରକେଲା ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମର ଭିତ୍ତିଭୂମି ବିକାଶ ହେବ। ସିଟ କ୍ଷମତା ୨୫ ହଜାରକୁ ବୃଦ୍ଧି କରାଯିବ ସହ ଅନ୍ୟାନ୍ୟ ସୁବିଧା ସୁଯୋଗର ବିକାଶ କରାଯିବ। ବିମାନ ସେବା ଆରମ୍ଭ କରାଯିବ ସହ ହୋଟେଲ, ରାସ୍ତା ଆଦି ଉନ୍ନତମାନର ହେବ। ଏଠାକାର ପର୍ଯ୍ୟଟନର ମଧ୍ୟ ବିକାଶ

ହସ୍ପିଟାଲର ଅବହେଳାରୁ ୯ ନବଜାତକଙ୍କ ମୃତ୍ୟୁ

କୋଟା: ରାଜସ୍ଥାନର କୋଟାରେ ଥିବା ଜେ.କେ. ଲୋନ୍‌ ହସ୍ପିଟାଲରେ ୨୪ ଘଣ୍ଟା ମଧ୍ୟରେ ୯ ନବଜାତ ଶିଶୁଙ୍କ ମୃତ୍ୟୁ ଘଟିଛି। ହସ୍ପିଟାଲର ଅବହେଳା ଯୋଗୁ ନବଜାତକମାନଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିବା ପରେ ବିବାଦରେ ପଡ଼ିଛି ହସ୍ପିଟାଲ। ଏହି ଘଟଣାକୁ ନେଇ ସ୍ଥାନୀୟ ଜିଲାପାଳ

ସିଆରପିଏଫ୍ କ୍ୟାମ୍ପ ଉପରେ ଗ୍ରେନେଡ ଆକ୍ରମଣ

ଶ୍ରୀନଗର : ଜାମ୍ମୁ କାଶ୍ମୀରର ଶ୍ରୀନଗରର ନୋରବାଗ ଅଞ୍ଚଳରେ ଥିବା ସିଆରପିଏଫ୍ କ୍ୟାମ୍ପ ଉପରକୁ ଆତଙ୍କବାଦୀମାନେ ଗ୍ରେନେଡ ଫିଙ୍ଗିଛନ୍ତି। ମାତ୍ର ଏହି ଆକ୍ରମଣରେ ଯବାନଙ୍କର କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡ଼ିଛି। ସର୍ଚ୍ଚ ଅପରେସନ୍ ଜାରି ରହିଛି। ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ,

ବିବାହର ୨ ବର୍ଷ ପରେ ସ୍ବାମୀଙ୍କୁ ସର୍ବସାଧାରଣକୁ ଆଣିବାର ନିଷ୍ପତ୍ତି ନେଲେ ରାକ୍ଷୀ ସାୱନ୍ତ

ମୁମ୍ବାଇ: ପୁଣି ଚର୍ଚ୍ଚାରେ କଣ୍ଟ୍ରୋଭର୍ସି କୁଇନ୍‌ ରାକ୍ଷୀ ସାୱନ୍ତ। ତାଙ୍କ ବିବାହ ଏକ ରହସ୍ୟ ହୋଇ ରହିଥିବା ବେଳେ ସେ ନିକଟରେ କହିଛନ୍ତି କି ଏବେ ସମୟ ଆସିଯାଇଛି ‌ଯେ ସେ ନିଜ ସ୍ବାମୀଙ୍କୁ ସର୍ବସାଧାରଣରେ ପରିଚିତ କରାଇବେ। ରାକ୍ଷୀ କେବେ ଓ କେଉଁଠି ବିବାହ କଲେ ତାହାର ଖବର କାହା

ଭୁବନେଶ୍ୱରରେ ଗୁଳିକାଣ୍ଡ

ଭୁବନେଶ୍ୱର: ରାଜଧାନୀର କଳିଙ୍ଗବିହାର କେ-୪ ଅଞ୍ଚଳରେ ଗୁଳିକାଣ୍ଡ ଘଟିଥିବାର ଖବର ମିଳିଛି| କିଛି ଦିନ ତଳେ ଜେଲରୁ ଜାମିନରେ ମୁକୁଳିଥିବା ସଞ୍ଜୟ ଖୁଣ୍ଟିଆଙ୍କ ଉପରକୁ ଗୁଳିମାଡ଼ ହୋଇଛି| ଗୋଟିଏ ବାଇକରେ ୩ଜଣ ଦୁର୍ବୃତ୍ତ ଆସି ସଞ୍ଜୟଙ୍କ ଉପରକୁ ୪ ରାଉଣ୍ଡ ଗୁଳି ଚଳାଇଲେ| ତେବେ ସଞ୍ଜୟ ଦୌଡ଼ି