ଟ୍ରକ ଓ ଟ୍ରାକ୍ଟର ଧକ୍କା ; ୨ ମୃତ, ୨ ଗୁରୁତର

କାଶୀପୁର : ରାୟଗଡା ଜିଲା କାଶୀପୁର ବ୍ଲକ ଟିକିରିଥାନା ଅନ୍ତର୍ଗତ କାଳିଆପଡା ଘାଟି ରାସ୍ତାରେ ଗତ କାଲି ବିଳମ୍ବିତ ରାତ୍ରିରେ ଟ୍ରକ ଓ ଟ୍ରାକ୍ଟର ମଧ୍ୟରେ ଧକ୍କା ହେବା ଫଳରେ ୨ଜଣଙ୍କ ଶୋଚନିୟ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହାତ ଏବଂ ଅନ୍ୟ ଜଣେ ଆହାତ ହୋଇଛନ୍ତି। ଆହାତ ମାନଙ୍କୁ

ରାଜ୍ୟରେ ଆଉ ୩୮୭ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରୁ ଶୁକ୍ରବାର ଆଉ ୩୮୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୨୩୦୨୯ରେ ପହଞ୍ଚିଛି । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୨୦ ଜଣ ସଙ୍ଗରୋଧ କେନ୍ଦ୍ରରୁ ରହିଥିବାବେଳେ ୧୬୭ ଜଣ ସ୍ଥାନୀୟ ବାସିନ୍ଦା

୨୪ ଘଣ୍ଟା ମଧ୍ୟରେ ୨୯,୩୯୮ ନୂଆ ସଂକ୍ରମଣ

ଆକ୍ରାନ୍ତଙ୍କ ସଂଖ୍ୟା ୯୭,୯୬,୭୭୦ରେ ପହଞ୍ଚିଲା ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ୨୯,୩୯୮ ନୂଆ ସଂକ୍ରମିତ ଚିହ୍ନଟ ହେବା ସହ ଭାରତରେ ସମୁଦାୟ କରୋନାଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୯୭,୯୬,୭୭୦ ପହଞ୍ଚିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଶୁକ୍ରବାର ସକାଳ ୮ଟା

ପଞ୍ଜାବରୁ ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି କୃଷକ

ନୂଆଦିଲ୍ଲୀ: ନଭେମ୍ବର ୨୬ ତାରିଖରେ ଆରମ୍ଭ ହୋଇଥିବା ‘ଦିଲ୍ଲୀ ଚଲୋ’ ପ୍ରତିବାଦରେ ଯୋଗ ଦେଇ ପାରି ନ ଥିବା କେତେକ କୃଷକ ସଙ୍ଗଠନ ଶୁକ୍ରବାର ଦିନ ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ଡିସେମ୍ବର ୧୨ ତାରିଖରେ ରାଜପଥ ଅବରୋଧ ଏବଂ ଡିସେମ୍ବର ୧୪ରେ ରାଷ୍ଟ୍ରବ୍ୟାପୀ ପ୍ରତିବାଦ ପ୍ରଦର୍ଶନ

୧୪୭ ୟୁନିଟ ରକ୍ତ ସଂଗୃହିତ

କଟକ: ବୃକ୍ଷ ରୋପଣ ଏବଂ ରକ୍ତ ଦାନ ଭଳି ମହତ କାର୍ଯ୍ୟକୁ ଏକ ପ୍ରମୁଖ ଦାୟିତ୍ୱ ଭାବେ ବାଛି ନେଇଥିବା ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନ ଅଶୋକ ଦାସ ଫାଉଣ୍ଡେସନ ଓ ଜିଲ୍ଳା ରେଡ଼କ୍ରସ୍ର ମିଳିତ ସହଯୋଗରେ ଦଶରଥପୁର ବ୍ଲକ୍ ଅର୍ନ୍ତଗତ ଅରବିନ୍ଦ ପୂର୍ଣ୍ଣାଙ୍ଗ ଉଚ୍ଚ୍ ବିଦ୍ୟାଳୟ ପରିସରରେ ଏକ ମେଗା

କୃଷକ ଆନ୍ଦୋଳନ

ନୂତନ କୃଷି ଆଇନକୁ ବିରୋଧ କରୁଥିବା ଦେଶର ବହୁ କୃଷକ ସଂଗଠନର ଉଦ୍ବେଗକୁ ନେଇ କେନ୍ଦ୍ରସରକାର ଏହି ଆଇନର ସାଂଶୋଧନ ନିମିତ ବୁଧବାର ଯେଉଁ ଲିଖିତ ପ୍ରସ୍ତାବ ୧୩ଟି ପ୍ରମୁଖ କୃଷକ ସଂଗଠନକୁ ଦେଇଥିଲେ, ସେହି ସଂଗଠନ ନେତାମାନେ ଏ ସମ୍ପର୍କରେ ବ୍ୟାପକ ଆଲୋଚନା ଓ ତର୍ଜମା ପରେ ପ୍ରସ୍ତାବକୁ

୨୬ କେଜି ଗଞ୍ଜେଇ ଜବତ, ୩ ଗିରଫ

କୋରାପୁଟ: ଜୟପୁର ଟାଉନ ଥାନା ପୋଲିସ ପକ୍ଷରୁ ଏକ ଗଞ୍ଜେଇ ରାକେଟକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଗତକାଲି ରାତି ପ୍ରାୟ ୧୨ଟା ୧୫ଟାରେ କୋରାପୁଟ ଜିଲ୍ଲାରୁ ୨୬ କେଜି ୨ଶହ ଗ୍ରାମର ଗଞ୍ଜେଇ ଚୋରା ଚାଲାଣ କରୁଥିବା ଉତପ୍ରଦେଶର ଏକ ଗ୍ୟାଙ୍ଗକୁ ସତୀ ନଦୀ ଛକ ନିକଟରେ ଗିରଫ କରି କୋର୍ଟ

ଚାକିରି ଦେବା ନାଁରେ ଯୁବତୀଙ୍କଠାରୁ ୯୭ ହଜାର ଟଙ୍କା ଠକେଇ

ଭୁବନେଶ୍ୱର: ନିଯୁକ୍ତି ଦେବା ନାଁରେ ଜଣେ ଯୁବତୀଙ୍କୁ ୯୭ ହଜାର ଟଙ୍କା ଠକିନେବା ଅଭିଯୋଗରେ କମିଶନରେଟ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି । ସମ୍ପୃକ୍ତ ଯୁବକ ନିଜକୁ ସାମ୍ବାଦିକ ପରିଚୟ ଦେଇ ଯୁବତୀଙ୍କୁ ଚାକିରି କରାଇ ଦେବାକୁ ପ୍ରଲୋଭନ ଦେଖାଇଥିବା ଅଭିଯୋଗ ହୋଇଛି । ଭୀମପୁର ଅଂଚଳର

ରାଜ୍ୟସ୍ତରୀୟ ରାଧାନାଥ ସାହିତ୍ୟ ଆଲୋଚନା ଚକ୍ର ଅନଲାଇନରେ

ବାଲେଶ୍ୱର: ରବିବାର ଦିନ ସନ୍ଧ୍ୟାରେ ସାହିତି୍ୟକ କବି ବନ୍ଧୁପରିବାର ଆନୁକୁଲ୍ୟରେ ଏକ ସାନ୍ଧ୍ୟ ଆଲାଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ବଲାଙ୍ଗୀର ଜିଲ୍ଲାର ସାରସ୍ୱତ ସାଧକ ତଥା ଅନୁଷ୍ଠାନର ସଭାପତି ଶ୍ରୀଯୁକ୍ତ ଦେବେନ୍ଦ୍ର କୁମାର ନାଏକଙ୍କର ପ୍ରାରମ୍ଭିକ ଭାଷଣ ପରେ, ଅନୁଷ୍ଠାନର

ଦେଶରେ କୋଭିଡ ଆରୋଗ୍ୟ ହାର ୯୪.୭୪%

ନୂଆଦିଲ୍ଲୀ: ଦେଶରେ କୋଭିଡ ଆରୋଗ୍ୟ ହାର ୯୪.୭୪ ପ୍ରତିଶତକୁ ବୃଦ୍ଧି ପାଇଛି । ଗତ ୨୪ଘଂଟା ମଧ୍ୟରେ ୩୭ହଜାର ୭୨୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିସହିତ କୋଭିଡରୁ ଆରୋଗ୍ୟଙ୍କ ସଂଖ୍ୟା ୯୨ଲକ୍ଷ ୫୩ହଜାର ୩୦୬ରେ ପହଂଚିଛି ।ସେହିପରି ଗତ ୨୪ଘଂଟା ଭିତରେ ୩୧ହଜାର ୫୨୨ଜଣ ଲୋକ କୋଭିଡରେ