ବିଶ୍ଵର ୧୦୦ ପ୍ରଭାବଶାଳୀ ମହିଳାଙ୍କ ସୂଚୀରେ ୪ ଭାରତୀୟ

ନୂଆଦିଲ୍ଲୀ: ବିଶ୍ଵର ୧୦୦ ପ୍ରଭାବଶାଳୀ ମହିଳାଙ୍କ ସୂଚୀରେ ୪ ଜଣ ଭାରତୀୟଙ୍କ ନାମ ସ୍ଥାନ ପାଇଛି। ଏହି ୪ ମହିଳା ହେଉଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ବାୟୋକନ୍‌ ପ୍ରତିଷ୍ଠାତା କିରଣ ମଜୁମଦାର ଶ, ଏଚସିଏଲ ଏଣ୍ଟରପ୍ରାଇଜ୍‌ର ସିଇଓ ରୋଶନୀ ନାଦର ମାଲହୋତ୍ରା ଏବଂ ଲ୍ୟାଣ୍ଡମାର୍କ

ପୁଲୱାମାରେ ଏନକାଉଣ୍ଟର ; ୨ ଆତଙ୍କବାଦୀ ନିହତ

ଜମ୍ମୁ-କାଶ୍ମୀର : ଜମ୍ମୁ-କାଶ୍ମୀରର ପୁଲୱାମାରେ ସୁରକ୍ଷାକର୍ମୀଙ୍କୁ ଏକ ବଡ ସଫଳତା ମିଳିଥିବା ନେଇ ବୁଧବାର ଜଣାପଡ଼ିଛି। ପୁଲୱାମାର ଟିକନ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି। ବତ୍ତର୍ମାନ ମଧ୍ୟ ତଲାସି ଅଭିଯାନ ଜାରି ରହିଛି। ମିଳିଥିବା ସୂଚନା ଅନୁଯାୟୀ,

ହୋଟେଲ କୋଠରୀରୁ ମିଳିଲା ଅଭିନେତ୍ରୀ ଭିଜେ ଚିତ୍ରାଙ୍କ ମୃତଦେହ

ଚେନ୍ନଇ : ତାମିଲ ଟିଭି ଅଭିନେତ୍ରୀ ଭି.ଜେ ଚିତ୍ରାଙ୍କ ମୃତଦେହ ଏକ ହୋଟେଲ କୋଠରୀରୁ ଉଦ୍ଧାର କରାଯାଇଛି। ତାଙ୍କ ମୃତ୍ୟୁ ଖବର ଶୁଣି ଦକ୍ଷିଣ ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି। ଭିଜେ ଚିତ୍ରାଙ୍କୁ ମାତ୍ର ୨୮ ବର୍ଷ ବୟସ ହୋଇଥିଲା। ସେ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ସନ୍ଦେହ

କୂଅରେ ଖସିଲା କାର ; ଚାଲିଗଲା ୬ ଜଣଙ୍କ ଜୀବନ

ମହୋବା : ମଧ୍ୟପ୍ରଦେଶର ଛତରପୁର ଜିଲାରେ ଏକ ସଡ଼କ ଦୁର୍ଘଟଣାରେ ୬ ଜଣଙ୍କ ଜୀବନ ଚାଲି ଯାଇଛି। ୩ ଜଣ ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି। କୂଅ ମଧ୍ୟକୁ ଏକ କାର ଖସିଯିବାରୁ ଏଭଳି ଦୁର୍ଘଟଣା ଘଟିଛି। ମୃତକମାନେ ଉତ୍ତରପ୍ରଦେଶର ମହୋବା ଜିଲାର ବୋଲି ପ୍ରାର୍ଥମିକ ସୂଚନାରୁ ଜଣାପଡ଼ିଛି।

କ୍ରାଇମ ବ୍ରାଂଚ ଓ ଇଡିରୁ ଲୋକାୟୁକ୍ତ ତଦନ୍ତ

ରାଜ୍ୟ ରାଜନୀତିରେ ଏବେ ଘଡିକେ ଘୋଡା ଛୁଟୁଛି । ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରେ ତାଙ୍କର ପ୍ରତିନିଧି ରୁପେ ପୁର୍ବରୁ ଦାୟୀତ୍ୱରେ ଥିବା ଓ ପରବର୍ତୀ ସମୟରେ ଗୋପାଳପୁର ବିଧାନସଭା ଆସନରୁ ନିର୍ବାଚିତ ହୋଇ ମନ୍ତ୍ରୀ ରହିଥିବା ଏବଂ ୧୯୧୯ ନିର୍ବାଚନ ଜିତିଥିବା

ଉପବାସରେ ବସିଲେ ଆନ୍ନା ହାଜାରେ

ନୂଆଦିଲ୍ଲୀ: ଚାଷୀ ଆନେ୍ଦାଳନକୁ ସମର୍ଥନ କରି ଦିନିକିଆ ଉପବାସରେ ସମାଜସେବୀ ତଥା ଗାନ୍ଧୀବାଦୀ ନେତା ଆନ୍ନା ହାଜାରେ । ଆଜି ସେ ଚାଷୀଙ୍କ ଭାରତ ବନ୍ଦ ଡାକରାକୁ ସମର୍ଥନ କରିଛନ୍ତି । ଏହି ଆନେ୍ଦାଳନ ସମଗ୍ର ଦେଶରେ ବ୍ୟାପିବା ଉଚିତ୍ । ଏମିତି ହେଲେ ସରକାର ଚାଷୀଙ୍କ ସ୍ୱାର୍ଥରେ ଆଇନ ତିଆରି

“ଭାରତ ବନ୍ଦ”ରେ ଅଟୋଚାଳକଙ୍କ କଚେପୁଅ ବାର୍

ରସୁଲଗଡରୁ ବାଣୀବିହାର ଅଟୋରେ ୧୦ ଟଙ୍କା ଭୁବନେଶ୍ୱର : କେନ୍ଦ୍ରସରକାର କରିଥିବା ତିନୋଟି କୃଷି ଆଇନକୁ ରଦ୍ଧ କରିବା ଦାବିରେ ଆଜି ଦେଶବ୍ୟାପି “ବନ୍ଦ” ପାଳନ କରାଯାଇଛି । ୧୮ଟି ରାଜନୈିତିକ ଦଳ ଏଥିପାଇଁ ହାତ ମିଳାଇଥିବା ବେଳେ ବନ୍ଦକୁ ପ୍ରଭାବି ଢଙ୍ଗରେ ପାଳନ କରିବା ଲାଗି ବିଭିନ୍ନ କୃଷକ

ସୋନିଆ ଗାନ୍ଧୀ ଏଥର ପାଳିବେନି ଜନ୍ମଦିନ

ଭୁବନେଶ୍ୱର - ସାରା ଦେଶରେ କରୋନା ମହାମାରୀରେ ଲକ୍ଷାଧିକ ଲୋକ ପ୍ରଭାବିତ ହୋଇଥିବା ସହ ହଜାର ହଜାର କୃଷକ ଭାଇ ଭଉଣୀମାନେ କେନ୍ଦ୍ର ସରକାରଙ୍କ ତିନିଗୋଟି କଳା ଆଇନ୍କୁ ନେଇ ଧାରଣା, ପ୍ରତିବାଦରେ ଶୀତ କାକରରେ ଆନେ୍ଦାଳନରତ ଥିବା ଯୋଗୁଁ କଂଗ୍ରେସ ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀ ତାଙ୍କର

୧ କୋଟିରୁ ଉଦ୍ଧ୍ୱର୍ ଟଙ୍କାର ମୂଲ୍ୟବାନ ରତ୍ନ ପଥର ଜବତ

ରାୟଗଡ : ମୂଲ୍ୟବାନ ରତ୍ନପଥର ଚୋରାଚାଲାଣ ପାଇଁ ଯୋଜନା ହେଉଥିବା ସମୟରେ କ୍ରାଇମ ବ୍ରାଂଚର ଏସଟିଏଫ ଟିମ୍ ହାତରେ ଧରା ପଡିଛି ଜଣେ ରତ୍ନ ପଥର ଚୋରା ବେପାରୀ । ଏଥି ସହ ବିପୁଳ ପରିମାଣରେ ମୂଲ୍ୟବାନ ରତ୍ନ ପଥର ଜବତ କରିଛି କ୍ରାଇମ ବ୍ରାଂଚ ଏସଟିଏଫ । ସୂଚନା ମୁତାବକ ରାୟଗଡା ସହର ସ୍ଥିତ

ମାର୍ଚ୍ଚ ସୁଦ୍ଧା ୧୮୯ଟି ଦେଶକୁ ମିଳିବ ୫୦ କୋଟିରୁ ଅଧିକ କରୋନା ଟିକା : ହୁ

ଭୁବନେଶ୍ୱର: ଆସନ୍ତା ବର୍ଷ ପ୍ରଥମ ତିନି ମାସ ସୁଦ୍ଧା ୫୦ କୋଟିରୁ ଅଧିକ କରୋନା ଟିକା ସାରା ବିଶ୍ୱରେ ଉପଲବ୍ଧ ହେବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ୱାମୀନାଥନ୍ କହିଛନ୍ତି । ଜେନେଭା ନ୍ୟୁଜ୍ କନ୍ଫରେନ୍ସରେ ସ୍ୱାମୀନାଥନ କହିଛନ୍ତି, କୋଭାକ୍ସ ଯୋଜନା ଅଧୀନରେ