ବଢିଲା ବସ୍ ଭଡା

ଭୁବନେଶ୍ୱର: ପେଟ୍ରୋଲ ଓ ଡିଜେଲର କ୍ରମାଗତ ମୂଲ୍ୟ ବୃଦ୍ଧି ଯୋଗୁଁ ଆଜି ରାଜ୍ୟ ସରକାର ବସ୍ ଭଡା ବୃଦ୍ଧି କରିଛନ୍ତି । ସାଧାରଣ ଓ ଏକ୍ସପ୍ରେସ ବସ୍ଭଡା କିଲୋମିଟର ପିଛା ୧ ପଇସା ବଢିଥିଲା ବେଳେ ଡିଲକ୍ସ ଓ ଏସି ଡିଲକ୍ସ ବସଭଡା କିଲୋମିଟର ପିଛା ୨ ପଇସା ବୃଦ୍ଧି ପାଇଛି । ପ୍ରାପ୍ତ ସୂଚନା

ଦୁଇଥର କରୋନାକୁ ହରାଇଲେ ୧୦୨ ବର୍ଷୀୟା ବୃଦ୍ଧା

ୱାଶିଂଟନ: କରୋନା ନାଁ ଶୁଣିଲେ ମନରେ ଛନକା ପଶିଯିବା ସ୍ୱାଭାବିକ । କାରଣ ଏହି ମହାମାରୀ ନିଜ କୋପ ଦେଖାଇ ବହୁ ଜୀବନ ନେଇ ସାରିଛି । ଯୁକ୍ତରାଷ୍ଟ୍ର ଆମେରିକାରେ ମଧ୍ୟ କରୋନାର ସାଂଘାତିକ ରୂପ ଦେଖିବାକୁ ମିଳିଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବେଶ୍ ଲମ୍ବା କରୋନା କବଳରେ ପଡ଼ି ବହୁ କମ୍

ହୋମଗାର୍ଡଙ୍କ ୫୮ତମ ପ୍ରତିଷ୍ଠା ଦିବସ ପାଳିତ

ରାୟଗଡା - ଜେ.କେ.ପୁର ପୋଲିସ ରିଜର୍ଭ ପଡିଆ ଠାରେ ୫୮ତମ ହୋମଗାର୍ଡ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଅଛି । ରାୟଗଡା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଡ.ଶ୍ରବଣା ବିବେକ ଏମ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ରାୟଗଡା ଏସଡିପିଓ ତପନ ନାରାୟଣ ରଥ, ରାୟଗଡା

ଜୁନାଗଡ଼ ରୋଡ – ଭୁବନେଶ୍ୱର ଏକ୍ସପ୍ରେସ ଚଳାଚଳ ପାଇଁ ଦାବି

ଭବାନୀପାଟଣା- ମହାମାରୀ କରୋନା ପାଇଁ ସାରା ଦେଶରେ ଲକଡାଉନ ସଟ୍ଡାଉନ୍ ଯୋଗୁଁ ରେଳସେବା ଠପ୍ ହୋଇଯାଇଥିଲା । କରୋନାର ପ୍ରଭାବ ଟିକେ କମିଲାପରେ ଧିରେଧିରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହେବାପରେ ରେଳ ବିଭାଗ କିଛି ରେଳ ଚଳାଚଳକୁ ଅନୁମତି ପ୍ରଦାନ କରିଥିଲା । କିନ୍ତୁ ଦେଶର ବୃହତ୍ତର ଜନସଂଖ୍ୟା ଓ

ପୂର୍ବତଟ ରେଳପଥ ପକ୍ଷରୁ ମହାପରିନିର୍ବାଣ ଦିବସ ପାଳନ

ଭୁବନେଶ୍ୱର: ପୂର୍ବତଟ ରେଳପଥ ପକ୍ଷରୁ ଆଜି ଏହାର ମୁଖ୍ୟାଳୟ ଭୁବନେଶ୍ୱର ସ୍ଥିତ ରେଳସଦନ ଠାରେ ଭାରତ ରତ୍ନ ବାବା ସହେବ ଡ. ଭୀମରାଓ ରାମଜୀ ଆମ୍ବେଦକରଙ୍କର ୬୪ତମ ମହାପରିନିର୍ବାନ ପାଳିତ ହୋଇଯାଇଅଛି । ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ଶ୍ରୀ ସୁଧୀର କୁମାରଙ୍କ ନେତୃତ୍ୱରେ ଅଧିକାରୀ ଓ

ରାୟଗଡାରୁ ୨ ପଜିଟିଭ ଚିହ୍ନଟ

ରାୟଗଡା - ରାୟଗଡା ଜିଲ୍ଲାରେ କରୋନା ସଂକ୍ରମଣ ସ୍ଥିର ରହିଛି । ରବିବାର ଜିଲ୍ଲାରୁ ୨ ପଜିିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ୨ ପଜିଟିଭଙ୍କ ମଧ୍ୟରୁ ଜଣେ ପୁରୁଷ ଓ ଜଣେ ମହିଳା ଅଛନ୍ତି । ଚିହ୍ନଟ ହୋଇଥିବା ୨ ପଜିଟିଭ୍ ରାୟଗଡା ପୌରାଚଂଳର । ବର୍ତମାନ ସୁଦ୍ଧା ଜିଲ୍ଲାରୁ ୮୩୧୭ ଜଣ

ଭାରତ ବନ୍ଦ ସଫଳ ପାଇଁ କୃଷକ ସଂଘର୍ଷ ସମନ୍ୱୟ ସମିତିର ଆହ୍ୱାନ

ଭୁବନେଶ୍ୱର: ଭାରତର ରାଜଧାନୀ ଦିଲ୍ଲୀରେ ·ଲିଥିବା କୃଷକମାନଙ୍କର ‘ଦିଲ୍ଲୀ ଚଲୋ’ କୃଷକ ଆନେ୍ଦାଳନ ତରଫରୁ ଆସନ୍ତା ୮ ଡ଼ିସେମ୍ବରରେ ଭାରତ ବନ୍ଦର ଡ଼ାକରା ଦିଆଯାଇଛି । ଦେଶର ସମସ୍ତ କୃଷକ ସଂଗଠନମାନଙ୍କର ମିଳିତ ମଞ୍ଚ ‘ସଂଯୁକ୍ତ କିଷାନ ମୋର୍ଚ୍ଚା’ ତରଫରୁ ଆହୂତ ୮ ଡ଼ିସେମ୍ବର ଭାରତ ବନ୍ଦକୁ

ଭାରତର କୋଭିଡ ଟିକା ବିକାଶ ନିରୀକ୍ଷଣ କରିବେ ୮୦ଟି ଦେଶ

ବିଶ୍ୱର ପ୍ରାୟ ୮୦ଟି ଦେଶର ରାଷ୍ଟ୍ରଦୂତ ଏବଂ ଉଚ୍ଚାୟୁକ୍ତ ଚଳିତ ମାସ ୯ ତାରିଖରେ ହାଇଦ୍ରାବାଦ୍‍ ଗସ୍ତ କରିବା ସହ କେତେକ ପ୍ରମୁଖ ଗବେଷଣାଗାର ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦେଶରେ ହେଉଥିବା ପ୍ରମୁଖ ଗବେଷଣା ଏବଂ ବିକାଶ କାର୍ଯ୍ୟ ବିଷୟରେ

ଜାମ୍ମୁ କାଶ୍ମୀରର ୩୪ଟି ଜିଲ୍ଲା ବିକାଶ ପରିଷଦ ଲାଗି ମତଦାନ ଆରମ୍ଭ

ଜାମ୍ମୁ କାଶ୍ମୀରର ୩୪ଟି ଜିଲ୍ଲା ବିକାଶ ପରିଷଦ ଲାଗି ଆଜି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଏଥିରେ ଜାମ୍ମୁ କାଶ୍ମୀର ଡିଭିଜନ୍‍ର ୧୭ଟି ଜିଲ୍ଲା ବିକାଶ ପରିଷଦ ଆସନ ରହିଛି। ଏହାଛଡ଼ା ଏହି ପର୍ଯ୍ୟାୟରେ ଖାଲି ପଡ଼ିଥିବା ୫୦ଟି ସରପଞ୍ଚ ଆସନ ଏବଂ ୨୧୬ଟି ପଞ୍ଚ ଆସନ ପାଇଁ ମଧ୍ୟ ମତଦାନ

‘ସେଣ୍ଟ୍ରାଲ୍‌ ଭିଷ୍ଟା’କୁ ନେଇ ସୁପ୍ରିମକୋର୍ଟଙ୍କ ଅସନ୍ତୋଷ

ନୂଆଦିଲ୍ଲୀ: ନୂଆ ସାଂସଦ ଭବନ ‘ସେଣ୍ଟ୍ରାଲ ଭିଷ୍ଟା’କୁ ନେଇ ଦାୟର ହୋଇଥିବା ପିଟିଶନଗୁଡ଼ିକ ଉପରେ ସୁପ୍ରିମକୋର୍ଟ ସୋମବାର ଶୁଣାଣି କରିଛନ୍ତି। ଏହି ପ୍ରକଳ୍ପ ଉପରେ ସର୍ବୋଚ୍ଚ ନ୍ୟାୟାଳୟ କଡ଼ା ଆଭିମୁଖ୍ୟ ଗ୍ରହଣ କରି ଯେ ପର୍ଯ୍ୟନ୍ତ ସୁପ୍ରିମକୋର୍ଟ କିଛି ନିଷ୍ପତ୍ତି ନ ଶୁଣାଇଛନ୍ତି, ସେ ଯାଏ