କଳାହାଣ୍ଡି ଜିଲ୍ଲାରେ ପଥର ମାଫିଆ ସକ୍ରୀୟ

ଧର୍ମଗଡ- କଳାହାଣ୍ଡି ଜିଲ୍ଲାରେ ବେଆଇନ ପଥର ଓ ବାଲି ଚୋରାଚାଲାଣ କାରବାର ଯୋରଦାର ଚାଲିଥିବା ଅଭିଯୋଗ ହେଉଛି । ଧର୍ମଗଡ ଉପଖଣ୍ଡର ପ୍ରାୟ ସମସ୍ତ ତହସିଲ ଅଂଚଳରେ ଲଗାମଛଡା ଭାବରେ ଅନେକ ପଥର ଖାଦାନରେ ସରକାରୀ ପଦାଧିକାରୀଙ୍କ ଆଖିରେ ଧୂଳି ଦେଇ ପଥର ଓ ବାଲି ଚୋରା ଚାଲାଣ ହେଉଥିବା ପ୍ରାୟତଃ

କୃଷକଙ୍କୁ ଶୀତ ପୋଷାକ ପାଇଁ ଦେଲେ କୋଟିଏ ଟଙ୍କା

ନୂଆଦିଲ୍ଲୀ: ଆନ୍ଦୋଳନ କରୁଥିବା କୃଷକଙ୍କୁ ସମର୍ଥନ କରି ବିବାଦ ଘେରକୁ ଆସିଥିଲେ କଣ୍ଠଶିଳ୍ପୀ-ଅଭିନେତା ଦିଲଜିତ୍ ଦୋସାଞ୍ଜ । କଙ୍ଗନାଙ୍କ ସହ ତାଙ୍କର ଆରମ୍ଭ ହୋଇଥିଲା ଟୁଇଟର ଯୁଦ୍ଧ । ତେବେ ଏମଧ୍ୟରେ ଆନେ୍ଦାଳନ କରୁଥିବା କୃଷକଙ୍କୁ ଶୀତ ପୋଷାକ ଦେବା ପାଇଁ ୧କୋଟି ଟଙ୍କା ଦାନ କରି

ଭାରତରେ ଟିକାକରଣ ପାଇଁ ଅନୁମତି ମାଗିଲା ଫାଇଜର

ନୂଆଦିଲ୍ଲୀ: ଭାରତରେ ଟିକାକରଣ ପାଇଁ ଅନୁମତି ମାଗିଛି ଫାଇଜର।  ଭାରତରେ କରୋନାଭାଇରସ୍‌ ଟିକାର ବ୍ୟବହାର ନିମନ୍ତେ ଆମେରିକୀୟ ଔଷଧ କମ୍ପାନି ‘ଫାଇଜର୍‌’ ‘ଡ୍ରଗ୍‌ସ୍‌ କଣ୍ଟ୍ରୋଲର୍‌ ଜେନେରାଲ୍‌ ଅଫ୍‌ ଇଣ୍ଡିଆ’ଙ୍କ (ଡିସିଜିଆଇ)ଅନୁମୋଦନ ନିମନ୍ତେ ଆବେଦନ କରିଥିବା କଥା ଜଣାପଡ଼ିଛି।

୨୪ ଘଣ୍ଟାରେ ଦେଶରେ ୩୬ ହଜାର ୦୧୧ ନୂଆ ଆକ୍ରାନ୍ତ ; ୮୮୨ ମୃତ

ନୂଆଦିଲ୍ଲୀ : ଦେଶରେ କରୋନା ପଜିଟିଭ ସଂଖ୍ୟା କିଛି ଦିନ ମଧ୍ୟରେ ହ୍ରାସ ଓ ବୃଦ୍ଧି ଉଭୟ ହେଉଥିବା ଦେଖାଯାଉଛି। ଦେଶରେ ୨୪ ଘଣ୍ଟାରେ ୩୬,୦୧୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଚିକିତ୍ସାଧୀନ ଅବସ୍ଥାରେ ୮୮୨ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା

ଆସନ୍ତାକାଲି ଆଗ୍ରା ମେଟ୍ରୋ ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ପୂର୍ବାହ୍ନରେ ଆଗ୍ରା ମେଟ୍ରୋ ପ୍ରକଳ୍ପର ନିର୍ମାଣ କାର୍ଯ୍ୟକୁ ଭିଡିଓ କନ୍‍ଫରେନ୍ସିଂ ମାଧ୍ୟମରେ ଉଦ୍‍ଘାଟନ କରିବେ। ଏହି ପ୍ରକଳ୍ପରେ ୨୯ଦଶମିକ ୪କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଦୁଇଟି କରିଡର ନିର୍ମାଣ କରାଯାଇଛି। ପରିବେଶ ଅନୁକୂଳ

ଟ୍ବେଣ୍ଟି ୨୦ ସିରିଜ୍ ହାତେଇବା ଲକ୍ଷ୍ୟରେ ଭାରତ, ଟସ ଜିତି ଭାରତର ବୋଲିଂ ନିଷ୍ପତ୍ତି

ସିଡ୍‌ନୀ: ୨ୟ ଟ୍ବେଣ୍ଟି୨୦ ମ୍ୟାଚରେ ଭାରତ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଛି। କ୍ରମାଗତ ୨ଟି ବିଜୟ ପ‌ରେ ଭାରତୀୟ ଖେଳାଳି ଅତ୍ୟନ୍ତ ଉତ୍ସାହିତ ମନେ ହେଉଛନ୍ତି। ୨ୟ ଟ୍ବେଣ୍ଟି୨୦ ଜିତି ସିରିଜ୍ ହାତେଇବା ସହ ଦିନିକିଆ ସିରିଜ୍‌ ପରାଜୟର ପ୍ରତିଶୋଧ ନେବାକୁ ଭାରତୀୟ ଦଳ ପ୍ରୟାସ କରିବ। ଆହତଗତ

ଭାରତ ବନ୍ଦକୁ ସମର୍ଥନ ଜଣାଇଲା ରାଜ୍ୟ କଂଗ୍ରେସ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଆସନ୍ତା ୮ ତାରିଖରେ ହେବାକୁ ଥିବା ‘ଭାରତ ବନ୍ଦ’କୁ କଂଗ୍ରେସ ସମର୍ଥନ ଜଣାଇଛି। ଦେଶର ୪୦ଟି କୃଷକ ସଂଗଠନ ଦ୍ୱାରା ବନ୍ଦ ଡାକରାକୁ ରାଜ୍ୟ କଂଗ୍ରେସ ସମର୍ଥନ କରୁଛି ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଂଜନ ପଟ୍ଟନାୟକ

ଖରସ୍ରୋତା ଜଳ ବିବାଦ

ଆଳି: ଖରସ୍ରୋତା ନଦୀରୁ ବୁନ୍ଦାଏ ପାଣି ନଦେବାର ଆନ୍ଦୋଳନରେ ଆଜି ଏକ ନୂଆ ଫର୍ଦ୍ଦ ଯୋଡିଛି ବିରୋଧୀ ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି। ବରୁଣାଡିହା ବାରମାଣିଆ ନଦୀ ତୁଠରୁ ଶତାଧିକ ମହିଳା ଆଜି ଖରସ୍ରୋତା ଗର୍ଭରେ ଆରମ୍ଭ କରିଛନ୍ତି ଜଳସତ୍ୟାଗ୍ରହ। ମେଗାପାନୀୟ ଜଳପ୍ରକଳ୍ପ ନାଁରେ ଖରସ୍ରୋତାକୁ

ଆସନ୍ତା ୧୧ରେ ଅଣକୋଭିଡ ସେବା ବନ୍ଦ କରିବେ ଡାକ୍ତର, ଭାରତୀୟ ଶଲ୍ୟ ଚିକିତ୍ସକ ସଂଘର ଆନ୍ଦୋଳନ ଡ଼ାକରା

ଭୁବନେଶ୍ବର: ନଭେମ୍ବର ୧୯ରେ ଆୟୁର୍ବେଦ ଡାକ୍ତରଙ୍କୁ ସାଧାରଣ ଅସ୍ତ୍ରୋପଚାର କରିବା ନିମନ୍ତେ ଆଇନସମ୍ମତ ଅନୁମତି ଦିଆଯିବ ବୋଲି କେନ୍ଦ୍ର ସରକାର ଏକ ଗେଜେଟ୍‌ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଏହାକୁ ବିରୋଧ କରି ଆସନ୍ତା ୧୧ ତାରିଖରେ ଭାରତୀୟ ଶଲ୍ୟ ଚିକିତ୍ସକ ସଂଘ ଦେଇଥିବା ଆନ୍ଦୋଳନ ଡାକରାରେ

ଫାଇଜର୍‌ ନିର୍ମିତ କୋଭିଡ୍‌-୧୯ ଟିକା ନେବେ ରାଣୀ ଦ୍ୱିତୀୟ ଏଲିଜାବେଥ୍‌ ଏବଂ ଯୁବରାଜ ଫିଲିପ୍‌

ଲଣ୍ଡନ: ଇଂଲଣ୍ଡ୍‌ର ରାଣୀ ଦ୍ୱିତୀୟ ଏଲିଜାବେଥ୍‌ ଏବଂ ତାଙ୍କ ସ୍ୱାମୀ ଯୁବରାଜ ଫିଲିପ୍‌ କିଛି ସପ୍ତାହ ମଧ୍ୟରେ ଫାଇଜର୍‌ କମ୍ପାନି ବିକଶିତ କରୋନାଭାଇରସ୍‌ ନିରୋଧୀ ଟିକା ନେବେ ବୋଲି ଗଣମାଧ୍ୟମରେ ରିପୋର୍ଟ ହୋଇଛି। ଟିକାକରଣ ପ୍ରତି ଲୋକମାନଙ୍କ ମଧ୍ୟରେ ଭରସା ବଢ଼ାଇବା ନିମନ୍ତେ ରାଣୀ