ଗୋଚାଲାଣକୁ ନେଇ ଗୋଷ୍ଠୀ ସଂଘର୍ଷ

ସୁନ୍ଦରଗଡ଼: ଗତକାଲି ସନ୍ଧ୍ୟାରେ ଗୋଚାଲାଣକୁ ନେଇ କୁତ୍ରା ଥାନା ଖତକୁରଵାହାଲରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା । ଗୋଚାଲାଣକୁ ବିରୋଧ କରୁଥିବା ଗୋଷ୍ଠୀର ୨ ଯୁବକଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହେବା ପରେ ଉତ୍ତେଜନା ଵୃଦ୍ଧି ପାଇଛି। ଅନ୍ୟପଟେ ଏହାର ପ୍ରତିବାଦରେ ଵଜରଙ୍ଗ ଦଳ

କରୋନା କଟକଣା ନ ମାନିବାରୁ ଜଣେ ବ୍ୟକ୍ତିଙ୍କୁ ଗୁଳି କରିବାକୁ ନିର୍ଦ୍ଦେଶ ଦେଲେ କିମ୍ ଜଙ୍ଗ ଉନ୍

ନୂଆଦିଲ୍ଲୀ: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିଙ୍ଗ ଜଙ୍ଗ ଉନଙ୍କ ନିଷ୍ଠୁରତା ଓ କଠୋର କାର୍ଯ୍ୟକଳାପ ବାବଦରେ ସାରା ବିଶ୍ୱ ଅବଗତ ଅଛି | ଆଉ ଏବେ ପୁଣି ଥରେ କିମଙ୍କ ଆଉ ଏକ କଠୋର ନିର୍ଦ୍ଦେଶ ବାବଦରେ ଜଣାପଡିଛି | ଉତ୍ତର କୋରିଆରେ ଜଣେ ବ୍ୟକ୍ତି କରୋନା ନିୟମ ଭାଙ୍ଗିବାରୁ ତାଙ୍କୁ ଗୁଳି

କୃଷକ ଆନ୍ଦୋଳନକୁ ବିଦେଶରୁ ବିପୁଳ ସମର୍ଥନ

ଭାରତରେ ଚାଲିଥିବା କୃଷକ ଆନ୍ଦୋଳନକୁ ବିଦେଶରୁ ବିପୁଳ ସମର୍ଥନ ମିଳିବାରେ ଲାଗିଛି। କାନାଡ଼ା ପରେ ଏବେ ବ୍ରିଟେ​‌ନରୁ ସମର୍ଥନ ମିଳିଛି। ବ୍ରିଟେନ୍‌ କେତେଜଣ ସାଂସଦ ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି। ବ୍ରିଟେନ ସରକାର ଭାରତ ସରକାରଙ୍କ ସହିତ ଆଲୋଚନା କରିବାକୁ ସାଂସଦମାନେ ଦାବି କରିଛନ୍ତି।

ପରୀ ପରୀବାରକୁ ଭେଟିଲେ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର

ନୟାଗଡ଼: ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଆଜି ନୟାଗଡ଼ ଗସ୍ତରେ ଆସି ପରୀ ପରିବାରକୁ ଭେଟିଛନ୍ତି । ପରୀର ବାପା ଅଶୋକ ସାହୁ ଓ ମାଆ ସୌଦାମିନିଙ୍କୁ ଭେଟି ସେ ଘଟଣା ସମ୍ପର୍କରେ ଆଲୋଚନା କରିଛନ୍ତି। ପରୀ ମାମଲାର ସିବିଆଇ ତଦନ୍ତ ଦାବି ସହ ଅଭିଯୁକ୍ତଙ୍କୁ ସୁରକ୍ଷା

କୋର୍ଟରେ ହାଜର ହେଲେ ପାଠକ ବାପ-ପୁଅ

ଭୁବନେଶ୍ବର: ସରିଲା ପାଠକ ବାପ-ପୁଅଙ୍କ ରିମାଣ୍ଡ ଅବଧି । ରିମାଣ୍ଡ ଅବଧି ସରିବା ପରେ ଉଭୟ ବାପ-ପୁଅଙ୍କୁ ଭୁବନେଶ୍ବରରେ କୋର୍ଟରେ ହାଜର କରାଯାଇଛି । ୩ ଦିନିଆ ରିମାଣ୍ଡରେ ନେଇ ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକଙ୍କୁ ଘନଘନ ଜେରା କରିଥିଲା ଭିଜିଲାନ୍ସ । ଉଭୟ ବାପ, ପୁଅଙ୍କର ଆଜି ସ୍ୱାସ୍ଥ୍ୟ

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପୁଣି ୪୦୯ ନୂଆ କରୋନା ସଂକ୍ରମିତ ଚିହ୍ନଟ, ୫ ମୃତ

ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପୁଣି ୪୦୯ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୩୪ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ବାକି ୧୭୫ ଜଣ ସ୍ଥାନୀୟ ସଂକ୍ରମିତ। ନୂତନ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩

ଦିନ ୨.୧୦ ପରିବର୍ତ୍ତେ ଦିନ ୧.୪୦ରେ ଭୁବନେଶ୍ବର ଷ୍ଟେସନ ଛାଡିବ ରାଉରକେଲା-ଭୁବନେଶ୍ବର ଏକ୍ସପ୍ରେସ ସ୍ବତନ୍ତ୍ର ଟ୍ରେନ

ଭୁବନେଶ୍ବର: ଆଜିଠାରୁ ରାଉରକେଲା-ଭୁବନେଶ୍ବର ଏକ୍ସପ୍ରେସ ସ୍ବତନ୍ତ୍ର ଟ୍ରେନ ଭୁବନେଶ୍ବରରୁ ଦିନ ୨.୧୦ ପରିବର୍ତ୍ତେ ଦିନ ୧.୪୦ରେ ଷ୍ଟେସନ ଛାଡିବ। ଏହା ସହ ଟ୍ରେନଟି ରାଉରକେଲାରେ ରାତି ୯ଟାରେ ପହଞ୍ଚିବା ସହ ସେଠାରୁ ସକାଳ ୫.୨୦ରେ ବାହାରି ଭୁବନେଶ୍ଵରରେ ଦିନ ୧୨.୩୦ରେ ପହଁଞ୍ଚିବ ।

ଦେଶରେ ୨୪ଘଣ୍ଟାରେ ୩୬,୬୫୨କରୋନା ଆକ୍ରାନ୍ତ ଚିହ୍ନଟ, ୫୧୨ ମୃତ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୬ଲକ୍ଷ ଟପିଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୩୬ହଜାର ୬୫୨ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବାବେଳେ ୫୧୨ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ୍‌ ସଂକ୍ରମଣ ମାମଲା ୯୬,୦୮,୨୧୧କୁ ବୃଦ୍ଧି ପାଇଛି।

ସମ୍ବଲପୁରରେ ବିଭିନ୍ନ ଦାବି ନେଇ ତେଜୁଛି ଚାଷୀ ଆନ୍ଦୋଳନ

ସମ୍ବଲପୁର: ସମ୍ବଲପୁର ସହରର ସିନ୍ଦୂରପଙ୍କ ଚୌଧୁରୀ ଛକରେ ବିଭିନ୍ନ ଦ‌ାବି ରଖି ଚାଷୀମାନେ ଆନ୍ଦୋଳନ କରିଥିବା ଦେଖିବାକୁ ମିଳିଛି। ଚାଷୀମାନେ କ୍ବିଣ୍ଟାଲ୍‌ ପିଛା ଧାନ ସଂଗ୍ରହ ପରିମାଣ ବୃଦ୍ଧି, ଟୋକନ୍‌ ବ୍ୟବସ୍ଥାର ପ୍ରତ୍ୟାହାର ଓ ନୂତନ କୃଷି ନୀତିର ବିରୋଧ କରି ରାସ୍ତା ରୋକ କରି

କିଛି ସପ୍ତାହରେ କରୋନା ଟିକା: ମୋଦି

ନୂଆଦିଲ୍ଲୀ: ଦେଶରେ ଆଉ ମାତ୍ର କିଛି ସପ୍ତାହ ପରେ କରୋନା ଟିକା ଉପଲବ୍ଧ ହେବ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ଆଜି ଅନୁଷ୍ଠିତ ସର୍ବଦଳିୟ ବୈଠକରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଦେଶରେ କରୋନାର ସ୍ଥିତି ସମ୍ପର୍କରେ ଅବଗତ କରାଇବା ସହ ଏହି ସୂଚନା ଦେଇଛନ୍ତି । ତେବେ