ଶହେଟି ଦେଶର ରାଷ୍ଟ୍ରଦୂତ ଦେଖିବେ ଭାରତର କୋଭିଡ ଟୀକା ବିକାଶ
ଦେଶରେ କରୋନା ଟିକା ବିକାଶ ଏବଂ ପ୍ରସ୍ତୁତି କ୍ଷେତ୍ରରେ କାର୍ଯ୍ୟ କରୁଥିବା ତିନୋଟି ଗୋଷ୍ଠୀ ସହ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭର୍ଚୁଆଲ୍ ମାଧ୍ୟମରେ ଆଲୋଚନା କରିଛନ୍ତି। ସେହି ଗୋଷ୍ଠୀଗୁଡ଼ିକରେ ପୁଣେ ସ୍ଥିତ ଜେନୋଭା ବାୟୋଫାର୍ମାସ୍ୟୁଟିକାଲ୍ସ, ହାଇଦ୍ରାବାଦ ସ୍ଥିତ!-->…