‘ପରୀ’ ହତ୍ୟାର ତଦନ୍ତ ପାଇଁ ୫ଜଣିଆ ଏସଆଇଟି ଗଠିତ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ‘ପରୀ’ ଅପହରଣ ଓ ହତ୍ୟା ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାର ଆଜି ବରିଷ୍ଠ ଆଇପିଏସ ଅଫିସର ତଥା ଆଇଜି ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ଏକ ୫ଜଣିଆ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ (ଏସଆଇଟି) ଗଠନ କରିଛନ୍ତି । ଏହି ଟିମର ଅନ୍ୟ ସଦସ୍ୟମାନେ ହେଲେ କ୍ରାଇମବ୍ରାଞ୍ଚର ଏସପି,

କୃଷକ ଓ ଭକ୍ତ

ଭାରତ ଏକ ଗଣତାନ୍ତ୍ରିକ ରାଷ୍ଟ୍ର, ଯେଉଁଠାରେ ଶାସନ ବ୍ୟବସ୍ଥାର କେନ୍ଦ୍ରବିନ୍ଦୁ ହେଉଛନ୍ତି ନାଗରିକ ଓ ନିର୍ବାଚନ ମାଧ୍ୟମରେ ସେମାନେ ପରୋକ୍ଷରେ ଶାସନ ପରିଚାଳନା ଲାଗି ଜନପ୍ରତିନିଧିମାନଙ୍କୁ ନିର୍ବାଚିତ କରିଥାନ୍ତି । ପାର୍ଲିଆମେଣ୍ଟାରୀ ବ୍ୟବସ୍ଥା ମଧ୍ୟରେ ସଂଖ୍ୟାଧିକ ଦଳ ପକ୍ଷରୁ ସରକାର

କଥା ରଖିଲେ ଜିଲ୍ଲାପାଳ, ଇଂଜିନିୟର ଅନନ୍ତ ଡାଟା ଏଣ୍ଟ୍ରି ଅପରେଟର୍‍ ନିଯୁକ୍ତ

ବଲାଙ୍ଗିର: ରାଜ୍ୟରେ ଚାକିରି ମିଳିଲାନି। ରାଜ୍ୟ ବାହାରକୁ ଯାଇ ଏକ ଠିକା ସଂସ୍ଥାରେ ଇଂଜିନିୟର୍‍ ଭାବେ କାମ କରୁଥିଲେ। କରୋନା ମହାମାରୀ ପାଇଁ ଠିକା ସଂସ୍ଥା କାମ ବନ୍ଦ କରିଦେଲା। ବିନା ଦରମାରେ କେତେ ଦିନ ପଡି ରହିବେ। ତେଣୁ ଘରକୁ ଫେରି ଆସିଲେ। ହାତରେ କାମ ଧନ୍ଦା କିଛି ନଥିଲା। ମେହେନତ

ପାକିସ୍ତାନରେ ବଳାତ୍କାରୀଙ୍କୁ ନପୁଂସକ କରାଯିବ

ଇସଲାମାବାଦ : ପାକିସ୍ତାନରେ ଏଣିକି ବଳାତ୍କାରୀଙ୍କୁ ନପୁଂସକ କରାଯିବା ଭଳି କଠୋର ଦଣ୍ଡ ଦିଆଯିବ। ଏ ସଂକ୍ରାନ୍ତ ଦୁଇଟି ଅଧ୍ୟାଦେଶକୁ ଇମ୍ରାନ ଖାଁଙ୍କ ଫେଡେରାଲ କ୍ୟାବିନେଟ୍‌ ମଞ୍ଜୁର କରିଛି। ଏହି ଅଧ୍ୟାଦେଶରେ ଥିବା ବ୍ୟବସ୍ଥା ଅନୁଯାୟୀ, ପୀଡ଼ିତାଙ୍କ ଅନୁମତିକ୍ରମେ ରାସାୟନିକ ଉପାୟରେ

ଜଳବାୟୁ ପରିବର୍ତ୍ତନ ମୁକାବିଲାରେ ଏକାଠି କାର୍ଯ୍ୟ କରିବେ ଭାରତ ଓ ବ୍ରିଟେନ୍‍

ଭାରତ ଓ ବ୍ରିଟେନ୍‍ କରୋନା ପରବର୍ତ୍ତୀ ଓ ବ୍ରେକ୍ସିଟ୍‍ ପରବର୍ତ୍ତୀ ସମୟରେ ଭାଗିଦାରୀ ସମ୍ପର୍କ ବୃଦ୍ଧି କରିବା ବିଷୟ ଦୋହରାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବ୍ରିଟେନ୍‍ ପ୍ରଧାନମନ୍ତ୍ରୀ ବୋରିସ୍‍ ଜନ୍‍ସନ୍‍ଙ୍କ ସହ ଟେଲିଫୋନରେ କଥାବାର୍ତ୍ତା କରିଛନ୍ତି। ଏହି ସମୟରେ ଦୁଇ ନେତା

ବାୟୁ ପ୍ରଦୂଷଣରୁ ରକ୍ଷା କରେ ଅଁଳା

ଶୀତଦିନେ ଅଁଳାକୁ ସୁପରଫୁଡ ବୋଲି କୁହାଯାଇଥାଏ । ଅଁଳା ଖାଇଲେ ହାର୍ଟ, ବ୍ଲଡ୍ ପ୍ରେସର, ଡାଇବେଟିସ୍ ଓ ଶ୍ୱାସ ସମ୍ବନ୍ଧୀୟ ରୋଗ ନିୟନ୍ତ୍ରଣ ହୋଇଥାଏ । ଏଥିରେ ଥିବା ଆଂଟ-ଇନଫ୍ଲାମେଂଟାରୀ ଓ ଆଂଟି -ଅକ୍ସିଡାଂଟ ଗୁଣ ଇମୁ୍ୟନିଟି ପାୱାରକୁ ବଢ଼ାଇବା ସହ ଆପଣଙ୍କ ଫୁସ୍ଫୁସ୍କୁ ସୁସ୍ଥ ରଖି ବାୟୁ

ଶୀଘ୍ର ଆସିବ କରୋନା ଟୀକା – ଅହମ୍ମଦାବାଦ ଜାଈଡ଼ସ ବାୟୋଟେକ୍ ପାର୍କରେ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳେ ଅହମ୍ମଦାବାଦର ଜାଈଡ଼ସ ବାୟୋଟେକ୍ ପାର୍କ ପରିଦର୍ଶନ କରିଛନ୍ତି। ସେ ସେଠାରେ ପହଂଚିବା ପରେ କୋଭିଡ ଟିକା ବିକାଶର ସମୀକ୍ଷା କରିଛନ୍ତି। ଜାଈଡ଼ସ ବାୟୋଟେକ୍ ପାର୍କରେ ଅଗ୍ରଗତି ଯାଞ୍ଚ କରିବା ପରେ ପ୍ରଧାନମନ୍ତ୍ରୀ ପୁଣେର ସେରମ୍ ଇନଷ୍ଟିଚ୍ୟୁଟ୍

ଆତ୍ମାହୁତି ବନାମ ବହିଷ୍କାର: ମୁଲତବୀରେ ବିତୁଛି ଶୀତକାଳୀନ ଅଧିବେଶନ

କରୋନା ମହାମାରୀଙ୍କୁ ଦୃଷ୍ଟିରେ ରଖି ବିଧାନସଭାର ବାର୍ଷିକ କାର୍ଯ୍ୟ ନିର୍ଘଣ୍ଟ ପୂରଣ କରିବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା ଚଳିତ ଶୀତକାଳୀନ ଅଧିବେଶନ ପ୍ରଥମରୁ ଘୋର ବିରୋଧର ସମ୍ମୁଖୀନ ହୋଇଛି। ଏହି ଶୀତକାଳୀନ ଅଧିବେଶନରେ ଆଜି ସୁଦ୍ଧା ତିନୋଟି ମାମଲାରେ ନ୍ୟାୟ ଭିକ୍ଷା କରି ରାଜ୍ୟର

ଅର୍ଣ୍ଣବଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ଅବଧି ବୃଦ୍ଧି କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ଅବଧିକୁ ସୁପ୍ରିମକୋର୍ଟ ବୃଦ୍ଧି କରିଛନ୍ତି। ୨୦୧୮ରେ ଇଣ୍ଟେରିୟର ଡିଜାଇନର ଅନ୍ବୟ ନାଏକ ଓ ତାଙ୍କ ମାଙ୍କୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଅଭିଯୋଗରେ ମୁମ୍ବଇ ପୁଲିସ ଅର୍ଣ୍ଣବ ଓ ଅନ୍ୟ

ବର୍ଷିଲେ ବିରୋଧୀ, ମନ୍ତ୍ରୀଙ୍କ ଘୋଷଣା ସତ୍ୱେ ଅପରାହ୍ନ ୩ଟା ଯାଏଁ ଗୃହ ମୁଲତବୀ

ନୟାଗଡ଼ ପରୀ ହତ୍ୟାକାଣ୍ଡ ପ୍ରସଙ୍ଗ ଓ କୃଷିମନ୍ତ୍ରୀଙ୍କ ବହିଷ୍କାର ଦାବି ନେଇ ଆଜି ମଧ୍ୟ ବିଧାନସଭା ଚଳାଇବା ସମ୍ଭବ ନ ହେବାରୁ ବାଚସ୍ପତି ପ୍ରଥମାର୍ଦ୍ଧକୁ ବାତିଲ କରିବା ସହ ଅପରାହ୍ନ ୩ଟା ଯାଏଁ ଗୃହ କାର୍ଯ୍ୟ ମୁଲତବୀ ରଖିଛନ୍ତି। ଆଜି ଗୃହ କାର୍ଯ୍ୟ ଆରମ୍ଭ କରିବା ଉଦ୍ଦେଶ୍ୟରେ