ଶହେ ଦିନିଆ ଭାରତ ଭ୍ରମଣ କରିବେ ନଡ୍ଡା

ନୂଆଦିଲ୍ଲୀ: ବିଜେପିକୁ ଅଧିକ ପରିବ୍ୟାପ୍ତ କରିବା ପାଇଁ ଏହାର ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା ୧୦୦ଦିନିଆ ଭାରତ ଭ୍ରମଣ କରିବେ। ଆସନ୍ତା ୨୬ରୁ ସେ ଆସାମରୁ ଏହି ଅଭିଯାନ ଆରମ୍ଭ କରିବେ। ଏହି ଅଭିଯାନ ଅବସରରେ ସେ ବିଭିନ୍ନ ରାଜ୍ୟର ଦଳୀୟ ବିଧାୟକ, ସାଂସଦ ଓ ଦଳୀୟ କର୍ମକର୍ତ୍ତାଙ୍କ ସହ ଅଲଗା

ରାଜ୍ୟରେ ନୂଆ ୬୩୮ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଥିବା ଦେଖାଯାଉଛି। ବିଶେଷ କରି ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଛି। ୨୪ ଘଣ୍ଟାରେ ୬୩୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସ୍ଥାନୀୟ ଆକ୍ରାନ୍ତ ୨୬୫ ଓ ସଙ୍ଗରୋଧ କେନ୍ଦ୍ରରୁ ୩୭୩ ଚିହ୍ନଟ

ପ୍ୟାରିସ୍‍ ଜଳବାୟୁ ଚୁକ୍ତିନାମା ଲକ୍ଷ୍ୟ ଅତିକ୍ରମ କରିଛି ଭାରତ

କେନ୍ଦ୍ର ଶକ୍ତି, ନୂତନ ଏବଂ ନବୀକରଣ ଯୋଗ୍ୟ ଶକ୍ତି ମନ୍ତ୍ରଣାଳୟ ରାଷ୍ଟ୍ର ମନ୍ତ୍ରୀ ଆର୍‍.କେ. ସିଂହ କହିଛନ୍ତି, ଦେଶରେ ଅକ୍ଷୟ ଶକ୍ତି କ୍ଷମତାର ଅଭିବୃଦ୍ଧିହାର ବିଶ୍ୱରେ ସର୍ବାଧିକ। ତାପମାତ୍ରାକୁ ସୀମିତ ରଖିବାରେ ଭାରତର ଏହି ଉଦ୍ୟମକୁ ମଧ୍ୟ ସମଗ୍ର ବିଶ୍ୱ ସ୍ୱୀକୃତି ପ୍ରଦାନ କରିଛି।

ଡ୍ରଗ୍ସ ଲିଙ୍କ ଘଟଣା ; ଗିରଫ ହେଲେ ଭାରତୀ ସିଂହଙ୍କ ସ୍ୱାମୀ ହର୍ଷ

ମୁମ୍ବଇ : ବଲିଉଡ ଡ୍ରଗ୍ସ ଲିଙ୍କ ମାମଲାରେ ଲୋକପ୍ରିୟ କମେଡି କୁଇନ ଭାରତୀ ସିଂହଙ୍କ ସ୍ୱାମୀ ହର୍ଷ ଲିମ୍ବାଚିୟାଙ୍କୁ ଏନସିବି (ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ) ଗିରଫ କରିଥିବା ଜଣାପଡ଼ିଛି। ଗତକାଲି ବହୁ ସମୟ ଜେରା ପରେ ହର୍ଷଙ୍କୁ ଏନସିବି ଗିରଫ କରିଛି। ଭାରତୀଙ୍କ ମୁମ୍ବଇ ଅଂଧେରୀ ଘର ଓ

ଇସ୍ରୋ ଅଧ୍ୟକ୍ଷ କେ. ଶିବନ ଡକ୍ଟର ଅଫ୍‍ ସାଇନ୍ସ ଉପାଧିରେ ସମ୍ମାନିତ

କର୍ଣ୍ଣାଟକ ରାଜ୍ୟପାଳ ବାଜୁଭାଇ ଭାଲା ଇସ୍ରୋର ଅଧ୍ୟକ୍ଷ କେ. ଶିବନଙ୍କୁ ଡକ୍ଟର ଅଫ୍‍ ସାଇନ୍ସ ଉପାଧିରେ ସମ୍ମାନିତ କରିଛନ୍ତି।ବେଙ୍ଗାଲୁରୁଠାରେ ଆୟୋଜିତ ଏକ ନିରାଡ଼ମ୍ବର ସମାରୋହରେ ବିଶ୍ୱେଶ୍ୱରାୟ ବୈଷୟିକ ବିଶ୍ୱବିଦ୍ୟାଳୟ ପକ୍ଷରୁ ତାଙ୍କୁ ଏହି ଉପାଧି ପ୍ରଦାନ କରାଯାଇଛି। ଦେଶରେ ମହାକାଶ

ଅଁଳା ନବମୀ ; ସାକ୍ଷୀଗୋପାଳ ମନ୍ଦିର ପରିସରରେ ମଧ୍ୟରାତ୍ରରୁ ଲାଗୁ ହେବ ୧୪୪ ଧାରା

ପୁରୀ : ଆସନ୍ତକାଲି ପବିତ୍ର ଅଁଳା ନବମୀ। ଏହାକୁ ଦୃଷ୍ଟିରେ ରଖି ସାକ୍ଷୀଗୋପାଳ ମନ୍ଦିର ପରିସରରେ ଆଜି ମଧ୍ୟରାତ୍ରରୁ ଲାଗୁ ହେବ ୧୪୪ ଧାରା । ଚନ୍ଦନପୋଖରୀ ଠାରୁ ସିଦ୍ଧବକୁଳ ପର୍ଯ୍ୟନ୍ତ ଲାଗୁ ହେବ କଟକଣା। ମନ୍ଦିର ଚାରିପାଖ ୨୦୦ ମିଟର ଯାଏଁ ମଧ୍ୟ ଏହା ଲାଗୁ କରାଯିବ। ଅଁଳା ନବମୀ ଅବସରରେ

୭୨ତମ ପ୍ରତିଷ୍ଠା ଦିବସ ପାଳନ କରୁଛି ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ

ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଆଜି ଏହାର ୭୨ତମ ପ୍ରତିଷ୍ଠା ଦିବସ ପାଳନ କରୁଛି। ଏହି ଅବସରରେ ଜାତୀୟ ଯୁଦ୍ଧ ସ୍ମାରକୀଠାରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯିବ। ପ୍ରତିରକ୍ଷା ସଚିବ ଡକ୍ଟର ଅଜୟ କୁମାର ଓ ଏନ୍‍.ସି.ସି. ଡି.ଜି. ଲେପ୍ଟନାଣ୍ଟ ଜେନେରାଲ୍‍ ରାଜୀବ ଚୋପଡ଼ା ଏନ୍‍.ସି.ସି. ପକ୍ଷରୁ

ଆଖି ବୁଜିଲେ ଆଉ ୧୫ ଆକ୍ରାନ୍ତ ; ମୃତ୍ୟୁ ସଂଖ୍ୟା ୧୬୪୦

ଭୁବନେଶ୍ୱର : ରାଜ୍ୟରେ ଥମୁନି କରୋନା ମୃତକଙ୍କ ସଂଖ୍ୟା। ୨୪ ଘଣ୍ଟାରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୧୫ ଆକ୍ରାନ୍ତ ଆଖି ବୁଜିଲେ । ଏହାସହ ମୃତକଙ୍କ ସଂଖ୍ୟା ୧୬୪୦ରେ ପହଞ୍ଚିଛି। ୭,୩୬୦ ସକ୍ରିୟ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ମୃତକଙ୍କ ମଧ୍ୟରେ ସୁନ୍ଦରଗଡ଼ରୁ ସର୍ବାଧିକ ୪,

୧୪ ବର୍ଷରେ ଗ୍ରାଜୁଏଟ୍

ହାଇଦ୍ରାବାଦ: ହାଇଦ୍ରାବାଦ୍ର ୧୪ ବର୍ଷ ବୟସ୍କ ଅଗସ୍ତ୍ୟ ଜୟସ୍ୱାଲ୍ ପ୍ରଥମ ଗ୍ରାଜୁଏଟ୍ ହେବାର ଗୌରବ ଅର୍ଜନ କରିଛନ୍ତି । ମାତ୍ର ୧୪ ବର୍ଷ ବୟସରେ ଓସମାନିଆ ବିଶ୍ୱବିଦ୍ୟାଳୟରୁ ସେ ବିଏ ମାସ କମ୍ୟୁନିକେସନ ଆଣ୍ଡ ଜର୍ନାଲିଜିମ୍ ଡିଗ୍ରୀ ହାସଲ କରିଛନ୍ତି । ସୂଚନା ଯୋଗ୍ୟ ଯେ, ମାତ୍ର ୯ବର୍ଷ

ଶପଥ ପୂର୍ବରୁ ନବ ନିର୍ବାଚିତ ରାଷ୍ଟ୍ରପତି ବାଇଡେନ୍ ଙ୍କ ୭୮ ବର୍ଷରେ ପଦାର୍ପଣ: ଆମେରିକା ଇତିହାସର ସବୁଠୁ ବୟସ୍କ…

ୱାସିଂଟନ୍: ରାଷ୍ଟ୍ରପତି ନିର୍ବାଚିତ ଜୋ ବାଇଡେନ୍ ୭୮ ବର୍ଷରେ ପଦାର୍ପଣ କରୁଛନ୍ତି । ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିବା ପରେ ସେ ହେବେ ଯୁକ୍ତରାଷ୍ଟ୍ର ଆମେରିକା ଇତିହାସରେ ସବୁଠୁ ବୟସ୍କ ରାଷ୍ଟ୍ରପତି ୨୦୨୧ ଜାନୁଆରୀରେ ଶପଥ ଗ୍ରହଣ କରିବାକୁ ଥିବା ବାଇଡେନ୍