ଲୌହ ମହିଳା ; ପ୍ରେରଣାର ସ୍ରୋତ – ଇନ୍ଦିରାଗାନ୍ଧୀ

ଅମର କୃତିତ୍ୱ ଓ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି କାଳ କାଳକୁ ଅମର ରହିଥିବା ମହାନ୍‌ ନାରୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଶ୍ରୀମତି ଇନ୍ଦିରା ଗାନ୍ଧୀ। ଆଜି ଭାରତର ଲୌହ ମହିଳା ଓ ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଜନ୍ମ ଦିନ।୧୯୧୭ ମସିହା ନଭେମ୍ବର ୧୯ ତାରିଖରେ ଆହ୍ଲାବାଦ

ଆଜି ଇନ୍ଦିରା ଗାନ୍ଧୀଙ୍କ ଜୟନ୍ତୀ

ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ୧୯୧୭ ନଭେମ୍ବର ୧୯ରେ ଆହ୍ଲାବାଦଠାରେ ଜନ୍ମଗ୍ରହଣ କରିଥିଲେ। ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ଇନ୍ଦିରା ପିଲାବେଳୁ ହିଁ ବେଶ୍ ସଚ୍ଚୋଟ ଓ ନିର୍ଭୀକା ଥିଲେ। ‘ବିଶ୍ବଭାରତୀ ବିଶ୍ବବିଦ୍ୟାଳୟ’ରେ ଭର୍ତ୍ତି ହେବା ସମୟରେ

ମୃଦୁଳା ସିହ୍ନାଙ୍କର ପରଲୋକ

ପାନାଜୀ: ଗୋଆର ପୂର୍ବତନ ରାଜ୍ୟପାଳ ତଥା ବିଶିଷ୍ଟ ସାହିତି୍ୟକା ମୃଦୁଳା ସିହ୍ନାଙ୍କର ଆଜି ପରଲୋକ ହୋଇଯାଇଛି ।ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା । ୧୯୪୨ ମସିହା ନଭେମ୍ବର ୨୭ ତାରିଖରେ ବିହାରର ମୁଜାଫରପୁରରେ ଜନ୍ମଗ୍ରହଣ କରିଥିବା ମୃଦୁଳା ସିହ୍ନା ଆରମ୍ଭରୁ ଜନ ସଂଘ ସହିତ ଜଡିତ

ବିଦ୍ୟୁତ ଦର ବୃଦ୍ଧି ପ୍ରତିବାଦରେ ଯୁବ କଂଗ୍ରେସ ପକ୍ଷରୁ ଶକ୍ତିମନ୍ତ୍ରୀଙ୍କ ବାସଭବନ ଘେରାଉ

ଭୁବନେଶ୍ୱର: ଆଜି ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ସଭାପତି ଡ. ସ୍ମୃତିରଂଜନ ଲେଙ୍କାଙ୍କ ନେତୃତ୍ୱରେ ବିଦ୍ୟୁତ ଦର ବୃଦ୍ଧି ପ୍ରତିବାଦରେ ଶକ୍ତିମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ସରକାରୀ ବାସଭବନ ଘେରାଉ ଓ ପ୍ରତିବାଦ କରାଯାଇଥିଲା । ସମସ୍ତ କୋଭିଡ୍ ନିୟମ ପାଳନ ପୂର୍ବକ

ବ୍ରାହ୍ମଣୀ ନଦୀରେ ଅସ୍ଥାୟୀ ପୋଲ ନିର୍ମାଣ କଲା ଗ୍ରୀନଷ୍ଟାର ଗ୍ରୁପ୍

ଯାଜପୁର: ଯାଜପୁର ଜିଲ୍ଲା ବରୀ ନିର୍ବାଚନମଣ୍ଡଳୀ ଅର୍ନ୍ତଗତ ଝାଲପଡା ଗ୍ରାମପଂଚାୟତର ଗ୍ରୀନଷ୍ଟାର ଗ୍ରୁପ୍ ପକ୍ଷରୁ ବ୍ରହ୍ମବରଦା- କାକୁଡିକୁଦକୁ ସଂଯୋଗ କରୁଥିବା ବ୍ରାହ୍ମଣୀ ନଦୀରେ ଏକ ଅସ୍ଥାୟୀ ପୋଲ ନିର୍ମାଣ କରାଯାଇଅଛି । ବ୍ରାହ୍ମଣୀ ନଦୀରେ ବାଉଁଶ ଖୁଂଟ, ବଲ୍ଲା ଓ ବାଲିବସ୍ତା ମାଧ୍ୟମରେ

ଚତୁର୍ଥ ପାଳିରେ ନୀତିଶ

ବିହାର ରାଜନୀତିରେ 'ସୁଶାସନ କୁମାର’ ଭାବେ ପରିଚିତ ନୀତିଶ କୁମାର କ୍ରମାଗତ ଚତୁର୍ଥ ଥର ପାଇଁ ବିଜେପିର ସହଯୋଗରେ ମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟର ଶାସନ ଡୋରି ସମ୍ବାଳିଛନ୍ତି । ତେବେ ଏଥର ଶାସନ ପାଳି ପୂର୍ବପରି ପ୍ରତିପ୍ରତି ପୂର୍ଣ୍ଣ ହେବ ନାହିଁ ବୋଲି ଆଶଙ୍କା କରାଯାଏ । ଉଲ୍ଲେଖଯୋଗ୍ୟ ଯେ,

ଆନନ୍ଦ ଉତ୍ସାହର ସହ ଆରମ୍ଭ ହେଲା ଛଟ୍‍ ପୂଜା

ଚାରିଦିନ ବ୍ୟାପୀ ଛଟ୍‍ ପୂଜା ଆଜିଠାରୁ ଆରମ୍ଭ ହୋଇଛି। ଦେଶର ବିଭିନ୍ନ ଭାଗରେ ପାରମ୍ପରିକ ‘ନାହାୟେ ଖାୟେ’ ଉତ୍ସବ ସହ ଛଟ୍‍ ପୂଜା ଆରମ୍ଭ ହୋଇଛି। ଶନିବାର ଦିନ ସୂର୍ଯ୍ୟଦେବଙ୍କ ପୂଜା ସହ ଏହା ସମ୍ପନ୍ନ ହେବ। ବିହାରରେ ଚାରିଦିନ ବ୍ୟାପୀ ଛଟ୍‍ ପୂଜା ପାରମ୍ପରିକ ଶୈଳୀରେ ଆରମ୍ଭ ହୋଇଛି। ଛଟ୍‍

ଝିଅ ଘର ଛାଡିଦେଲା ବୋଲି ଆତ୍ମଦାହ କରିଲା ମାଆ

ପାଟଣା : ପୂର୍ବରୁ ବଡ଼ ଝିଅ ଘର ଛାଡ଼ିଦେଇଥିଲା ଓ ମଙ୍ଗଳବାର ସାନ ଝିଅ ମଧ୍ୟ ଘର ଛାଡ଼ି ଚାଲିଗଲା। ଏନେଇ ସ୍ଵାମୀ-ସ୍ତ୍ରୀଙ୍କ ମଧ୍ୟରେ କାଲି ମଧ୍ୟ ଝଗଡା ହେଲା। ମୋତେ ଆଉ ଖୋଜିବ ନାହିଁ ବୋଲି ଆଜି ସାନ ଝିଅ ଘରକୁ ଫୋନ୍ କରି ଜଣାଇଦେଲା। ବାସ୍ ଏତିକି କଥାରେ ମାଆର ହୃଦୟ ଭାଙ୍ଗି ଯାଇଥିଲା ଓ

ଆସନ୍ତା ୩୦ରେ ଭାରତ ଅଧ୍ୟକ୍ଷତାରେ ଏସ୍‍.ସି.ଓ. ବୈଠକ, ଅର୍ଥନୈତିକ ସହଯୋଗ ମୁଖ୍ୟ ପ୍ରସଙ୍ଗ

ଏସସିଓ ମହାସଚିବ ଭ୍ଲାଦିମିର୍‍ ନୋରୋବ୍‍ କହିଛନ୍ତି, ଆଗାମୀ ଏସ୍‍.ସି.ଓ. ପରିଷଦ ରାଷ୍ଟ୍ରମୁଖ୍ୟ ବୈଠକରେ ଅର୍ଥନୈତିକ ସହଯୋଗ ମୁଖ୍ୟ ପ୍ରସଙ୍ଗ ରହିବ। ଆସନ୍ତା ୩୦ ତାରିଖରେ ଭାରତ ଅଧ୍ୟକ୍ଷତାରେ ଏସସିଓ ପରିଷଦ ରାଷ୍ଟ୍ରମୁଖ୍ୟ ପରିଷଦ ବୈଠକ ଅନୁଷ୍ଠିତ ହେବ। ବେଜିଂରେ ଏକ ସାମ୍ବାଦିକ

ଆମେରିକାର ନୂଆ ରାଷ୍ଟ୍ରପତିଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‍ଙ୍କ ସହ ଟେଲିଫୋନରେ କଥାବାର୍ତ୍ତା କରି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। କଥାବାର୍ତ୍ତା ସମୟରେ ଦୁଇ ନେତା ଭାରତ-ଆମେରିକା ଭାଗିଦାରୀ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ପାଇଁ ପ୍ରତିଶ୍ରୁତିବଦ୍ଧତାକୁ