ଶପଥ ଗ୍ରହଣ କଲେ ୨ବ ନିର୍ବାଚିତ ବିଧାୟକ

ବିଧାନସଭା ଶୀତକାଳୀନ ଅଧିବେଶନ ପୂର୍ବରୁ ଆଜି ବାଲେଶ୍ୱର ସଦରର ନବ ନିର୍ବାଚିତ ବିଧାୟକ ସ୍ୱରୂପ ଦାସ ଓ ତିର୍ତୋଲର ନବ ନିର୍ବାଚିତ ବିଧାୟକ ବିଜୟ ଶଙ୍କର ଦାସ ବିଧାୟକ ଭାବେ ଶପଥ ଗ୍ରହଣ କରିଛନ୍ତି । ବାଚସ୍ପତିଙ୍କ କାର୍ଯ୍ୟାକାୟାରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଉଭୟଙ୍କୁ ଶପଥ ଗ୍ରହଣ

ଦୋକାନ ଉପରେ ମାଡ଼ିଗଲା ଟ୍ରକ୍

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ସଦର ଥାନା ଶୁଆକାଟି ଛକ ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।  omc ଖଣିରୁ ମାଲ ପରିବହନ କରିବାକୁ ଦ୍ରୁତ ଗତିରେ ଯାଉଥିବା ଏକ ଟ୍ରକ୍‌ ଏକ ଦୋକାନରେ ପଶିଯିବାରୁ ଘଟଣାସ୍ଥଳରେ ଦୋକାନ ମାଲିକଙ୍କ ସମେତ ୨ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଦ୍ୱୟ

ବିଳମ୍ବିତ ହେବ ମାଟ୍ରିକ ଓ ଯୁକ୍ତ ୨ ପରୀକ୍ଷା – ମନ୍ତ୍ରୀ ସମୀର ଦାଶ

ଭୁବନେଶ୍ୱର : ମାଟ୍ରିକ ଓ ଯୁକ୍ତ ୨ ପରୀକ୍ଷା ବିଳମ୍ବିତ ହେବ। ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ସର୍ବନିମ୍ନ ୩ ମାସ ପାଠ ପଢାଯିବା ପରେ ପରୀକ୍ଷା ହେବ। ସର୍ବଭାରତୀୟ ସ୍ତରରେ ବନ୍ଦ ନିଷ୍ପତ୍ତି ନହେଲେ ପରୀକ୍ଷା ହେବ। ଡିସେମ୍ବର ୩୧ ପରେ ସ୍କୁଲ ଖୋଲିବା ବାବଦରେ ମଧ୍ୟ

ଗୁଜୁରାଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା – ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି, ୧୬ ଆହତ

ବୁଧବାର ପାହାନ୍ତା ପ୍ରହର ସମୟ ପ୍ରାୟ ୩ଟା ସମୟରେ ଗୁଜୁରାଟର ଭଦୋଦରା ନିକଟରେ ଏକ ମିନି ଟ୍ରକ୍ ଏବଂ ଟ୍ରଲି ମଧ୍ୟରେ ଧକ୍କା ହେବା ଫଳରେ ପାଞ୍ଚ ଜଣ ମହିଳାଙ୍କ ସମେତ ୧୧ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୧୬ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ସଙ୍କଟାପନ୍ନ

ରାଜ୍ୟର ପୃଥକ ସ୍ଥାନରୁ ବ୍ରାଉନସୁଗାର ,ଗଞ୍ଜେଇ ଜବତ ; ୩ ଗିରଫ

କୋରାପୁଟ/ବାଲେଶ୍ୱର : ରାଜ୍ୟରେ ବିଭିନ୍ନ ସ୍ଥାନରେ ଗତ କିଛିଦିନ ହେବ ଗଞ୍ଜେଇ ଓ ବ୍ରାଉନସୁଗାର ଚୋରା ଚାଲାଣ ହେଉଥିବା ବେଳେ ପୁଲିସ ଦ୍ୱାରା ଏହା ଅନେକ ସ୍ଥାନରୁ ଜବତ ହେଉଛି।କୋରାପୁଟ ଜିଲା ଅନ୍ତର୍ଗତ ମାଛକୁଣ୍ଡ ଓ ଲମତାପୁଟ ପୁଲିସ ମିଳିତ ପ।ଟ୍ରୋଲିଂ ବେଳେ ଗୁନେଇଁପଡା ଶିବ ମନ୍ଦିର ଛକରୁ

ଦିନକୁ ସାଢ଼େ ୪ ଘଣ୍ଟା ବିଧାନସଭ, ରହିବନି ପ୍ରଶ୍ନକାଳ

ଭୁବନେଶ୍ବର: ବିଧାନସଭାର ଶୀତକାଳୀନ ଅଧିବେଶନ ନଭେମ୍ବର ୨୦ରୁ ଆରମ୍ଭ ହେବାକୁ ଥିବାବେଳେ ବୁଧବାର ସର୍ବଦଳୀୟ ବୈଠକ ବସିଥିଲା। କରୋନା କଟକଣା ମଧ୍ୟରେ କିପରି ବିଧାନସଭାର ଶୀତକାଳୀନ ଅଧିବେଶନ ପରିଚାଳନା କରାଯିବ ସେନେଇ ସମସ୍ତ ଦଳର ବିଧାୟକମାନଙ୍କ ସହ ଆଲୋଚନା ହୋଇଥିଲା। ଆଲୋଚନାପରେ ପ୍ରତିଦିନ

ରାଜ୍ୟରେ ନୂଆ ଆକ୍ରାନ୍ତ ୮୬୮

ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ୧ ହଜାର ତଳେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୮୬୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସଙ୍ଗରୋଧ କେନ୍ଦ୍ରରୁ ୫୦୨ ଓ ସ୍ଥାନୀୟ ସଂକ୍ରମଣ ୩୨୬ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ୧୦ ହଜାର ୯୨୦କୁ ବୃଦ୍ଧି ପାଇଛି।

ରାଜ୍ୟରେ କରୋନା ନେଲା ଆଉ ୧୫ ଜୀବନ

ଭୁବନେଶ୍ୱର: ରାଜ୍ୟରେ କରୋନା ନେଲା ଆଉ ୧୫ ଜଣଙ୍କ ଜୀବନ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୁଚନା ଦିଆଯାଇଛି । ଏହା ସହିତ କରୋନା ଚନିତ ମୃତୁ୍ୟ ସଂଖ୍ୟା ୧୫୭୫ରେ ପହଂଚିଛି । ସୁ୍ନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୩ଜଣ କରୋନାରେ ମୃତୁ୍ୟ ବାରଣ କରିଥିବା ଜଣାପଡିଛି ।

ଷ୍ଟେଟ୍ ଅଫ ଦି ଆର୍ଟ ପରୀକ୍ଷାଗାର ଚନ୍ଦକା ଅଂଚଳରେ ନିର୍ମାଣ ଯୋଜନା

ଭୁବନେଶ୍ୱର: ରାଜଧାନୀରେ ଏକ ଅତ୍ୟାଧୁନିକ ଷ୍ଟେଟ୍ ଅଫ୍ ଦି ଆର୍ଟ ପରୀକ୍ଷାଗାର ନିର୍ମାଣ କରିବା ଲାଗି ପ୍ରାୟ ୫ ବର୍ଷ ତଳେ ନିଷ୍ପତି ନେଇଥିଲା ସ୍ୱାସ୍ଥ୍ୟ ବିଭାଗ । ହେଲେ ଆଜି ପର୍ଯ୍ୟନ୍ତ ଏଥିରେ ଇଟା ଣଣ୍ଡେ ବି ଯୋଡି ହୋଇପାରିଲା ନାହିଁ । ପ୍ରଥମେ ୟୁନିଟ୍-୪ ସ୍ଥିତ ଗୋଷ୍ଠି ସ୍ୱାସ୍ଥ୍ୟ

କରୋନା ସଂକ୍ରମଣ ଦ୍ୱିତୀୟ ପ୍ରବାହ ସମ୍ପର୍କରେ ସାମ୍ବାଦିକମାନେ ସଚେତନତା ସୃଷ୍ଟି କରନ୍ତୁ : ବାଚସ୍ପତି

ଜାତୀୟ ପ୍ରେସ୍ ଦିବସ ପାଳିତ ଭୁବନେଶ୍ୱର: ଶୀତଦିନ ବେଳକୁ କରୋନା ସଂକ୍ରମଣର ଦ୍ୱିତୀୟ ତରଙ୍ଗ ବିଶ୍ୱରେ ଖେଳିଯିବାର ସମ୍ଭାବନା ଥିବାରୁ ଏ ସମ୍ପର୍କିତ ଜନସଚେତନତା ସୃଷ୍ଟି କରି ଲୋକମାନଙ୍କୁ ସତର୍କ ରହିବା ପାଇଁ ସାମ୍ବାଦିକମାନେ ଉଦ୍ୟମ କରିବା ଉଚିତ ବୋଲି ବିଧାନସଭାର ବାଚସ୍ପତି