ଚାଲିଗଲା ଆଉ ୧୬ ଆକ୍ରାନ୍ତଙ୍କ ଜୀବନ

ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଥିଲେ ମଧ୍ୟ ଥମୁନି ମୃତକଙ୍କ ସଂଖ୍ୟା। ୨୪ ଘଣ୍ଟାରେ ରାଜ୍ୟରେ କରୋନାରେ ୧୬ ଆକ୍ରାନ୍ତଙ୍କ ଜୀବନ ଚାଲି ଯାଇଛି। ଏବେ ମୃତ୍ୟୁ ସଂଖ୍ୟା ୧୫୪୩ରେ ପହଞ୍ଚିଛି। ମୃତକଙ୍କ ମଧ୍ୟରେ ସୁନ୍ଦରଗଡ଼ରୁ ସର୍ବାଧିକ ୫ ଜଣ ଓ ବରଗଡରୁ ୩

କମୁଛି ଆକ୍ରାନ୍ତଙ୍କ ସଂଖ୍ୟା ; ଚିହ୍ନଟ ନୂଆ ଆକ୍ରାନ୍ତ ୭୪୯, ସ୍ଥାନୀୟ ୩୧୨

ଭୁବନେଶ୍ୱର : ରାଜ୍ୟରେ କିଛି ଦିନ ମଧ୍ୟରେ ସଂକ୍ରମଣ ହଜାରେ ମଧ୍ୟରେ ସୀମିତ ରହୁଥିବା ଦେଖାଯାଉଛି। ଏହା ସଭିଁଙ୍କ ପାଇଁ ଆଶ୍ୱସ୍ତି ଆଣୁଛି। ୨୪ ଘଣ୍ଟାରେ ୭୪୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ସଙ୍ଗରୋଧ କେନ୍ଦ୍ରରୁ ୪୩୭, ସ୍ଥାନୀୟ ସଂକ୍ରମଣ ୩୧୨ ରହିଛି। ମୋଟ

ଗୋଟିଏ ଭାଷା ଓ ସ୍ୱାଭିମାନ

ଭାଷାଗତ ଆଂଚଳିକତା ଭାବର ପ୍ରକାଶ ମୂଳରେ ଅନେକ ରାଜ୍ୟରେ ସ୍ୱାଭିମାନ ଭାବ ରହିଥାଏ ବୋଲି କୁହାଯାଏ । ଆସାମର ବୋଡୋଠାରୁ ଆରମ୍ଭ କରି ସିଲିଗୁଡିର ଗୋର୍ଖା ଆନ୍ଦୋଳନ ପଛରେ ଏକ ବଡ କାରଣ ରହିଆସିଛି । ସେ ଦୃଷ୍ଟିରୁ ଦେଖିଲେ ଗୋଟିଏ ଗୋଷ୍ଠିକୁ ଏକାଠି ରଖିବା ପାଇଁ ଭାଷା ଏକ ମାଧ୍ୟମ ହୋଇପାରେ ।

ବିଧାନସଭା ଅଧିବେଶନ ୨୦ରୁ

ଭୁବନେଶ୍ୱର: ବିଧାନସଭାର ଶୀତକାଳୀନ ଅଧିବେଶନ୨୦ରୁ ବସିବ । ଏହା ପୂର୍ବରୁ ୧୮ତାରିଖରେ ବସିବ ସର୍ବଦଳୀୟ ବୈଠକ । ଏହା ଦିନ ୧୧ଟାରୁ ଆରମ୍ଭ ହେବ ।କରୋନା କଟକଣା ମଧ୍ୟରେ ଶୀତକାଳିନ ଅଧିବେଶନ କିପରି ପରିଚାଳନା କରାଯିବ ଓ ଏଥିରେ ପ୍ରଶ୍ନକାଳ ସମୟ ରହିବ କି ନାହିଁ ଏବଂ ବୈଠକ କିପରି ସୁରୁଖୁରୁର

ନୀତିଶ ହେବେ ମୁଖ୍ୟମନ୍ତ୍ରୀ : ଆଜି ଶପଥ ଗ୍ରହଣ

ନୂଆଦିଲ୍ଲୀ/ପାଟନା : ବିହାରରେ ପୁଣି ଥରେ ଚାଲିବ ନୀତିଶ କୁମାରଙ୍କ ରାଜ୍ ୭ମ ଥର ଲାଗି ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବେ । ଏନଡିଏ ବିଧାୟକ ଦଳ ବୈଠକରେ ନୀତିଶଙ୍କୁ ନେତା ଭାବେ ନିର୍ବାଚିତ କରାଯାଇଛି । ସେହିଭଳି ଉପମୁଖ୍ୟମନ୍ତ୍ରୀ ନେଇ ରହିଥିବା ସସପେନ୍ସ ବି ଦୂର ହୋଇଛି। ଅନ୍ୟ ପକ୍ଷରେ

ଦୀପାବଳିର ଆଲୋକ

ଦୀପାବଳି ଅମାବାସ୍ୟାରେ ପଡିଥାଏ । ଆକାଶରେ ଚନ୍ଦ୍ର ନଥିଲାବେଳେ ଘନ ଅନ୍ଧକାର ମଧ୍ୟରେ ସେହିଦିନ ସନାତନୀ ଧର୍ମ ଅନୁଯାୟୀ ପିତୃପୁରୁଷଙ୍କୁ ଶାସ୍ତ୍ରାନୁଯାୟୀ ବିଧିବିଧାନ ମାନି ଡକାଯାଇଥାଏ । ଏଥିରେ ଉତରପୁରୁଷ ଭଲରେ ରହିବା ଲାଗି ପୂର୍ବପୁରୁଷଙ୍କ ସ୍ମରଣ କରାଯାଇଥାଏ । ଦିପାଲୋକରେ ନିଜ ନିଜ ଘର

ସ୍କୁଲ ପାଠ୍ୟକ୍ରମରେ ସ୍ଥାନ ପାଇବ ; ‘ବନ୍ଦେ ଉତ୍କଳ ଜନନୀ’

ଭୁବନେଶ୍ୱର : ମାଧ୍ୟମିକ ସ୍ତରରେ ସ୍କୁଲ ପାଠ୍ୟକ୍ରମରେ ସାଢେ ଚାରି କୋଟି ଓଡିଆଙ୍କ ହୃଦୟର ସଂଗୀତ ‘ବନ୍ଦେ ଉତ୍କଳ ଜନନୀ’ ସ୍ଥାନ ପାଇବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଆଜି ଏ ସଂକ୍ରାନ୍ତରେ ସରକାରୀ ବିଜ୍ଞପ୍ତି ପ୍ରକାଶିତ ହୋଇଛି।ଗୌରବମଣ୍ଡିତ ଉତ୍କଳ ଜନନୀଙ୍କ ଜୟଗାନ

କରୋନା ସମୟରେ ସାରା ବିଶ୍ୱରେ ଆୟୁର୍ବେଦିକ ସାମଗ୍ରୀର ଚାହିଦା ବୃଦ୍ଧି ପାଇଛି : ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଞ୍ଚମ ଆୟୁର୍ବେଦ ଦିବସ ଅବସରରେ ଶୁକ୍ରବାର ଗୁଜରାଟର ଜାମନଗରଠାରେଆୟୁର୍ବେଦ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ (ଆଇଟିଆର୍‍ଏ) ଏବଂ ଜୟପୁରଠାରେ ଜାତୀୟ ଆୟୁର୍ବେଦ ପ୍ରତିଷ୍ଠାନ(ଏନ୍‍ଆଇଏ)ର ଉଦ୍‍ଘାଟନ କରିଛନ୍ତି।  ଭିଡ଼ିଓ କନ୍‍ଫରେନ୍ସିଂ ଜରିଆରେ

ଶୁଭ ଧନତେରସ ; ନିଶ୍ଚୟ କରନ୍ତୁ ଏହି ଉପାୟ

ଦୀପାବଳି ପର୍ବ ଧନତେରସ ଠାରୁ ଆରମ୍ଭ ହୋଇଥାଏ। ଶାସ୍ତ୍ର ଅନୁଯାୟୀ, ଧନତେସ ଦିନ ସମୁଦ୍ର ମନ୍ଥନ ସମୟରେ ଦେବତାଙ୍କ ବୈଦ୍ୟ ଭଗବାନ ଧନ୍ୱନ୍ତରୀ ଅମୃତ କଳସ ସହ ପ୍ରକଟ ହୋଇଥିଲେ। ଧନତେରସ ଭଗବାନ ଧନ୍ୱନ୍ତରୀଙ୍କ ପୂଜା ସହ ଧନ-ଧାନ୍ୟ ପ୍ରାପ୍ତି ହେବାର ପର୍ବ। ବିଭିନ୍ନ ସମସ୍ୟାର ସମାଧାନ ତଥା

ନାଳରୁ ଉଦ୍ଧାର ହେଲା ଶିଶୁ କନ୍ୟାର ମୃତଦେହ

ଢେଙ୍କାନାଳ : ଢେଙ୍କାନାଳ ଜିଲା କଙ୍କଡାହାଡ ବ୍ଲକ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଥିବା ଶୁକ୍ରବାର ଜଣାପଡ଼ିଛି। ଏକ ୪ ବର୍ଷର ଶିଶୁ କନ୍ୟାର ମୃତଦେହ ଏକ ନାଳରୁ ଉଦ୍ଧାର ହୋଇଛି। ଗତ କାଲି ଠାରୁ ଉକ୍ତ ଶିଶୁ କନ୍ୟାଟି ନିଖୋଜ ରହିଥିଲା। ଆଜି ସକାଳ ସମୟରେ ଶିଶୁଟିର ମୃତଦେହ ଘର ନିକଟ ନାଳରେ