ଗ୍ୟାସରେ ପୋଡ଼ି ହୋଇ ଶାଶୁ-ବୋହୁ ମୃତ
କେଶଦୁରାପାଳ : ଗ୍ୟାସରେ ପୋଡ଼ି ହୋଇ ୨ ମହିଳା ଗୁରୁତର ହୋଇ କଟକ ସ୍ଥାନ୍ତାନ୍ତର ହୋଇଥିବା ବେଳେ କଟକରେ ସେମାନଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସୂଚନାରୁ ଜଣାଯାଏ ଘଷିପୁରା ଥାନା ଛକ ନିକଟରେ ଥିବି ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟ ପଛପଟେ ରହୁଥିବା ବିନୋଦ ଦାସଙ୍କ ପତ୍ନୀ କାନନ ଦାସ!-->…