ରାଜ୍ୟରେ କରୋନା ନେଲା ଆଉ ୧୪ ଜୀବନ, ମୋଟ ମୃତ୍ୟୁ ସଂଖ୍ୟା ୧,୪୮୩

ଭୁବନେଶ୍ବର: ରାଜ୍ୟରେ ଗୁରୁବାର କରୋନା ଆଉ ୧୪ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧,୪୮୩କୁ ବୃଦ୍ଧି ହୋଇଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି। ସୂଚନା ଅନୁଯାୟୀ, ଆଜି କରୋନାରେ ୧୪ଜଣ ମୃତକଙ୍କ ମଧ୍ୟରୁ ସର୍ବାଧିକ

କରୋନାରେ ଉଦ୍ୟାନ କୃଷି ଉପନିର୍ଦ୍ଦେଶକଙ୍କ ମୃତ୍ୟୁ

ଖୋର୍ଦ୍ଧା : ଖୋରଧାରେ କାର୍ଯ୍ୟରତ ଉଦ୍ୟାନ କୃଷି ଉପନିଦେ୍ର୍ଧଶକ ପ୍ରହଲ୍ଲାଦ ପୃଷ୍ଟିଙ୍କର କରୋନାରେ ମୃତ୍ୟୁ ହୋଇଯାଇଛି । ଶ୍ରୀ ପୃଷ୍ଟି କରୋନାରେ ଆକ୍ରାନ୍ତ ହୋଇ ଦୀର୍ଘ ଏକ ମାସ ହେବ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ । ଗତକାଲି ରାତ୍ର ୧ଘଣ୍ଟା ସମୟରେ

ବାଇକକୁ ପଛପଟୁ ଧକ୍କା ଦେଇ ଲୁଟିନେଲେ ୧ଲକ୍ଷ ୨୦ ହଜାର

ଚମ୍ପୁଆ: ଚମ୍ପୁଆ ଥାନା ଅନ୍ତର୍ଗତ ରିମୁଳୀବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରୁଟଙ୍କାଉଠାଇଫେରୁ ଥିବା ବେଳେ ୨ଜଣ ଯୁବକତାଙ୍କୁୁ ପଛ ପଟୁ ଧକ୍କା ଦେଇ ଲୁଟହୋଇଯାଇ ଥିବାଜଣାଯାଇଛି । ଲୁଟରେ ୪ଜଣ ଯୁବକ ୨ଟି ବାଇକରେ ପିଛାକରିଥିଲେ ।ଲୁଟେରାମାନେ ଗୋଟିଏ ପଲସର ଏବଂ ଗୋଟିଏ ସ୍କୁଟିରେ ଥିବାଜଣାଯାଇଛି ।

ରିପବ୍ଲିକ୍ ଟିଭିର ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଜାମିନ

ନୂଆଦିଲ୍ଲୀ : ରିପବ୍ଲିକ୍ ଟିଭିର ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଜାମିନ ମିଳିଛି।  ଅର୍ଣ୍ଣବଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନରେ ମୁକ୍ତ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଥମେ ଅର୍ଣ୍ଣବ ଗୋସ୍ୱାମୀଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ବମ୍ୱେ ହାଇକୋର୍ଟ ନାମଞ୍ଜୁର କରିବା

ମୁମ୍ବଇ ଇଣ୍ଡିଆନ୍‌ସକୁ ୫ମ ଆଇପିଏଲ୍‌ ମୁକୁଟ

ଦୁବାଇ: ୨୦୨୦ ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଚମ୍ପିଆନ୍ ଆଖ୍ୟା ଅର୍ଜନ କରିଛି ମୁମ୍ବଇ ଇଣ୍ଡିଆନ୍‌ସ। କ୍ରମାଗତ ୨ ବର୍ଷ ଏହି ସମ୍ମାନଜନକ ଟାଇଟଲ ଜିତିବା ସହ ମୁମ୍ବଇ ସର୍ବାଧିକ ୫ମ ଥର ଆଇପିଏଲ୍‌ ମୁକୁଟ ପିନ୍ଧିପାରିଛି। ମଙ୍ଗଳବାର ଖେଳା ଯାଇଥିବା ବିଶ୍ବର ଏହି ସବୁଠାରୁ ଧନଶାଳୀ

ମାନସିକ ଅନଗ୍ରସର ବିଦ୍ୟାର୍ଥିଙ୍କୁ ଟିଏଲଏମ୍‍ କିଟ୍‍ ବଣ୍ଟନ

ବାଙ୍କୀ : ରାଜ୍ୟ ଏବଂ କେନ୍ଦ୍ର ସରକାର ପ୍ରଥମରୁ ରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାର୍ଥିଙ୍କର ଶୈକ୍ଷିକ ପରିବେଷ ଓ ପଠନ ସାମଗ୍ରୀ ସହିତ ବୌଦ୍ଧିକ ଶିକ୍ଷାର ବିକାଶ ପାଇଁ ବହୁବିଧ କାର୍ଯ୍ୟକ୍ରମ ହାତକୁ ନେବା ସହ କାର୍ଯ୍ୟକାରୀ କରୁଛନ୍ତି। ସେହିପରି ଗ୍ରାମାଞ୍ଚଳରେ ଥିବା ଦିବ୍ୟାଙ୍ଗ

ଦେଶରେ ଜାରି ରହିଛି ମୋଦୀ ଲହର : ୧୧ରାଜ୍ୟରେ ଉପ-ନିର୍ବାଚନ, ​​ବିଜେପି ଜିତିଛି ୪୦ ଆସନ

ନୂଆଦିଲ୍ଲୀ : ବିହାର ନିର୍ବାଚନ ମାଧ୍ୟମରେ ଦେଶ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚମତ୍କାର ବ୍ୟକ୍ତିତ୍ୱର ଝଲକ ପୁଣି ଦେଖିବାକୁ ପାଇଛି। ଏହା ପ୍ରମାଣିତ କରିଛି ଯେ ଦେଶରେ ଏବେ ମଧ୍ୟ ମୋଦୀ ଲହର ଜାରି ରହିଛି। ୧୧ଟି ରାଜ୍ୟରେ ୫୯ଟି ଆସନରେ ହୋଇଥିବା ଉପ-ନିର୍ବାଚନରେ ​​ଏହା ଦେଖିବାକୁ

ସୁସ୍ଥ ହେଲେ ୮୦ ଲକ୍ଷରୁ ଅଧିକ : ଆରୋଗ୍ୟ ହାର ୯୨.୭୯ ପ୍ରତିଶତ

ନୂଆଦିଲ୍ଲୀ :  ଦେଶରେ କୋଭିଡ୍‍-୧୯ ଆରୋଗ୍ୟ ହାର ୯୨.୭୯ ପ୍ରତିଶତରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୫୦ ହଜାରରୁ ଅଧିକ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥି ସହିତ ଦେଶରେ ମୋଟ୍ ଆରୋଗ୍ୟ ସଂଖ୍ୟା ୮୦ ଲକ୍ଷକୁ ଅତିକ୍ରମ କରିଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ

ଧନତେରାସ୍‍ ରେ ମା’ ଲକ୍ଷ୍ମୀଙ୍କ ଏପରି ପ୍ରତିମା ଘରକୁ ଆଣନ୍ତୁ ନାହିଁ, ନହେଲେ ହୋଇପାରନ୍ତି କାଙ୍ଗାଳ

କାର୍ତ୍ତିକ ମାସର କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥିରେ ଧନତେରା ପର୍ବ ପାଳନ କରାଯାଏ। ଏବର୍ଷ ନଭେମ୍ବର ୧୩ରେ ପାଳନ କରାଯିବ ଧନତେରାସ୍‍ | ଏହାର ପରଦିନ ଅର୍ଥାତ୍ ନଭେମ୍ବର ୧୪ରେ ପାଳନ କରାଯିବ ଦୀପାବଳି। ପୌରାଣିକ ବିଷୟବସ୍ତୁ ଅନୁଯାୟୀ, ପ୍ରଭୁ ଧନୱନ୍ତରୀ ଏହି ଦିନ ସମ୍ବୁଦ୍ରା ମନ୍ଥନ ସମୟରେ ନିଜ

ଧନତେରସ ଉପାୟ ; ଘରକୁ ବାସନ କିଣି ଆଣିବା ପରେ ଖାଲି ରଖନ୍ତୁ ନାହିଁ

ପ୍ରତ୍ୟେକ ପର୍ବ ଭଳି ଧନତେରସ ପାଳନ କରିବା ପଛରେ ଏକ ପୌରାଣିକ କଥା ପ୍ରଚଳିତ ରହିଛି। ହିନ୍ଦୁ ଧର୍ମଗ୍ରନ୍ଥ ଅନୁଯାୟୀ, ଯେଉଁ ସମୟରେ ସାଗରମନ୍ଥନ ହେଉଥିଲା, ସେହି ସମୟରେ ଭଗବାନ ଧନ୍ୱନ୍ତରୀ ଅମୃତ କଳସ ନେଇ ପ୍ରକଟ ହୋଇଥିଲେ। ଏହି କାରଣରୁ ଧନତେରସକୁ ସୁଖ ଓ ସମୃଦ୍ଧିର ପର୍ବ ରୂପେ ପାଳନ