କୋଭିଡ଼୍ ଯୋଦ୍ଧା ସମ୍ମାନୀତ

ଭୁବନେଶ୍ୱର: ବିଶିଷ୍ଟ ସମାଜସେବୀ ତଥା ଦରଦୀ ମଣିଷଙ୍କ ବନ୍ଧୁ ଶ୍ରୀଯୁକ୍ତ ପ୍ରତାପ କୁମାର ସାହୁଙ୍କୁ କୋଭିଡ୍ ଯୋଦ୍ଧା ସମ୍ମାନରେ ସମ୍ମାନିତ କରାଯାଇଛି । ଆଜି ଦୈନିକ ଖବରକାଗଗଜ ପ୍ରଗତିବାଦୀର ପ୍ରତିଷ୍ଠାତା ପ୍ରଦୁ୍ୟମ୍ନ ବଳଙ୍କ ଜୟନ୍ତୀ ସମାରୋହ ଉତ୍ସବରେ ଶ୍ରୀଯୁକ୍ତ ସାହୁଙ୍କୁ ଏହି

ଆସନ୍ତାକାଲି ଉପନିର୍ବାଚନ ଫଳାଫଳ: ସକାଳ ୮ଟାରୁ ଆରମ୍ଭ ହେବ ଭୋଟ ଗଣତି

ଭୁବନେଶ୍ଵର : ଆସନ୍ତକାଲି ରାଜ୍ୟର ଦୁଇ ବିଧାନସଭା ଆସନ ବାଲେଶ୍ଵର ଓ ତିର୍ତ୍ତୋଲ ଉପନିର୍ବାଚନର ମତ ଗଣନା ହେବ। ଏଥିପାଇଁ ଉଭୟ ବାଲେଶ୍ୱର ଓ ତିର୍ତ୍ତୋଲ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ସାମ୍ବାଦିକ ସମ୍ମିଳନୀ

ଦୀପାବଳି ପୂର୍ବରୁ ବଢ଼ିଲା ସୁନା ଦର

ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ ସୁନା, ରୂପା ଦରରେ ବୃଦ୍ଧି ଦେଖିବାକୁ ମିଳିଛି। ଆଜି କାରବାର ଆରମ୍ଭରୁ Multi Commodity Exchange(MCX)ରେ ୦.୧୬% ବୃଦ୍ଧି ପାଇ ସୁନା ପ୍ରତି ୧୦ ଗ୍ରାମକୁ ୫୨,୨୫୨ ଟଙ୍କାରେ ପହଞ୍ଚିଥିଲା। ସେହିପରି ରୂପା ଦର ୦.୮% ହ୍ରାସ ପାଇ ପ୍ରତି କିଲୋଗ୍ରାମକୁ

୧୯ରୁ ୟୁଜିସି ନେଟ୍‌ ପରୀକ୍ଷା

ଭୁବନେଶ୍ବର : ଏନ୍‌ଟିଏ ଦ୍ବାରା ପରିଚାଳିତ ୟୁଜିସି ନେଟ୍‌ ଜୁନ୍ ସେକ୍ସନ ପରୀକ୍ଷା ନଭେମ୍ବର ୧୯, ୨୧ ଏବଂ ୨୬ରେ ଅନୁଷ୍ଠିତ ହେବ। ଏନେଇ ଏନ୍‌ଟିଏ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆବେଦନକାରୀ ୱେବସାଇଟ୍‌ (www.csirnet.nta.nic.in)କୁ ଆଡମିଟ୍‌ କାର୍ଡ ଡାଉନ୍‌ଲୋଡ଼ କରିପାରିବେ। ଚଳିତ

ନିଆଁରେ ପୋଡ଼ି ହୋଇ ଓଏସଏପିର ୩ ଯବାନ ଗୁରୁତର

ଭଦ୍ରକ : ଭଦ୍ରକ ଜିଲାର ପୁରୁଣା ବଜାର ଥାନାରେ ଏକ ଅଭାବନୀୟ ଘଟଣା ଘଟିଥିବା ସେମବାର ଜଣାପଡ଼ିଛି। ପୁରୁଣା ବଜାର ଥାନାରେ କାର୍ଯ୍ୟତର ଅବସ୍ଥାରେ ଥିବା ବେଳେ ନିଆଁରେ ପୋଡ଼ି ହୋଇ ଓଏସଏପିର ୩ ଜଣ ଯବାନ ଗୁରୁତର ହୋଇଛନ୍ତି। ମଶା ଧୂପରୁ ନିଆଁ ଲାଗି ପୋଡ଼ି ହୋଇ ଯବାନମାନେ ଗୁରୁତର ହୋଇଛନ୍ତି

କାର୍ତ୍ତିକ ମାସ ସୋମବାର : ଜାଣନ୍ତୁ ଏହି ଶୈବ ପୀଠ ବିଷୟରେ

ସମୁଦ୍ର ମନ୍ଥନ ସମୟରେ ରତ୍ନ ସହ ବିଷ ମଧ୍ୟ ବାହାରିଥିଲା। ଏହି ବିଷ ହେତୁ ସମସ୍ତ ଦେବଦେବୀ ଓ ପ୍ରାଣୀ ଜଗତ ବ୍ୟାକୁଳ ହୋଇଉଠିଥିଲେ। ଏହି ସମୟରେ ପ୍ରଭୁ ମହାଦେବ ଏହି ବିଷକୁ ପାନ କରି ସଭିଁଙ୍କୁ ଉଦ୍ଧାର କରିଥିଲେ। ସେହି ବିଷ ପାନ କରିବା ଦ୍ୱାରା ଭୋଳାନାଥଙ୍କର କଣ୍ଠ ନୀଳବର୍ଣ୍ଣ ହୋଇଯାଇଥିଲା।

ବେଆଇନ ଚାଲାଣ ବେଳେ ଗୋରୁ ଜବତ ; ୩ ଗିରଫ

ବାଲେଶ୍ୱର : ବାଲେଶ୍ୱରରେ ୫ଟି ଗାଡିରେ ବେଆଇନ ଭାବେ ଗୋରୁ ଚାଲାଣ ବେଳେ ଗୋରୁ ଜବତ ହୋଇଥିବା ସୋମବାର ଜଣାପଡିଛି। ୧୫୩ଟି ଗୋରୁ ଜୀବନ୍ତ ଓ ୩ଟି ମୃତ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି। ଗାଈଙ୍କୁ ଉଦ୍ଧାର କରାଯିବା ପରେ ବାମପଦା ଗୋଶାଳାରେ ଛଡା ଯାଇଛି। ଏହାସହ ସମ୍ପୃକ୍ତ ଘଟଣାରେ ୫ ଚାଳକ ଓ ୨ ଜଣ

କଟକରେ କାଳୀପୂଜା, ଦୀପାବଳି ଓ ବାଣଫୁଟା ପାଇଁ କଟକଣା

କଟକ : କଟକରେ କାଳୀପୂଜା, ଦୀପାବଳି ଓ ବାଣଫୁଟା ପାଇଁ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି। କଟକ ଡିସିପି ପ୍ରତୀକ ସିଂହ ଏ ସଂପର୍କରେ ସୂଚନା ଦେଇ ଦଶହରା ଭଳି କାଳୀପୂଜା ପାଇଁ କଟକଣା ଜାରି ରହିବ ବୋଲି କହିଛନ୍ତି। ମୂର୍ତ୍ତିର ଉଚ୍ଚତା ୪ ଫୁଟ୍ ରହିବ ଏବଂ ନୃତ୍ୟଗୀତ ଓ ଭ​ଷାଣ ପାଇଁ

ମହିଳା ଟ୍ବେଣ୍ଟି-୨୦ ଚ୍ୟାଲେଞ୍ଜ : ହ୍ୟାଟ୍ରିକ୍‌ ଟାଇଟଲ ଲକ୍ଷ୍ୟରେ ସୁପରନୋଭାଜ୍

ସାରଜା : ମହିଳା ଟ୍ବେଣ୍ଟି-୨୦ ଚ୍ୟାଲେଞ୍ଜ ୩ୟ ସଂସ୍କରଣର ଫାଇନାଲ ମ୍ୟାଚ ସୋମବାର ସାରଜାରେ ଗତବର୍ଷର ଚମ୍ପିଆନ ସୁପରନୋଭାଜ୍‌ ଓ ଟ୍ରେଲବ୍ଲେଜର୍ସ ମଧ୍ୟରେ ଖେଳାଯିବ। ହରମନପ୍ରୀତ୍‌ କୌରଙ୍କ ନେତୃତ୍ବାଧିନ ସୁପରନୋଭାଜ୍‌ ହ୍ୟାଟ୍ରିକ୍‌ ଟାଇଟଲ ହାସଲ କରିବା ଲକ୍ଷ୍ୟ ରଖିଥିବା ବେଳେ ସ୍ମୃତି

୫ଲକ୍ଷ ଭାରତୀୟଙ୍କୁ ମିଳିବ ନାଗରିକତ୍ବ

ନୂଆଦିଲ୍ଲୀ : ଡେମୋକ୍ରାଟିକ୍‌ ପ୍ରାର୍ଥୀ ଜୋ‌ ବାଇଡେନ୍‌ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ହେବା ପରେ ଭାରତ-ଆମେରିକା ସମ୍ପର୍କ କିପରି ରହିବ ତାହା ଏବେ ଚର୍ଚ୍ଚାରେ ରହିଛି। ଭାରତ ପାଇଁ ବାଇଡେନ୍‌ ପ୍ରଶାସନର ମନୋଭାବ କିପରି ରହିବ ଏବଂ ଭାରତରେ ବାଇଡେନ୍‌ ପ୍ରଶାସନ କିଭଳି ପ୍ରଭାବ ପକାଇବ