ବିମାନରେ ଏଟିଏମ୍ ଲୁଟେରା

ଆମ ରାଜ୍ୟରେ ଏବେ ବିଭିନ୍ନ ବ୍ୟାଙ୍କରେ ଏଟିଏମ୍ ଲୁଟ୍ ହେଉଛି । କିଏ ଲୁଟ୍ କରୁଛି; ଏବଂ କାହିଁକି ଲୁଟେରାମାନଙ୍କୁ ଧରାଯାଉନାହିଁ ବୋଲି ପଚାରିଲେ ଏହାର ଉତର ପୋଲିସ କମିସନୋରେଟ୍ ନିକଟରେ ନାହିଁ, ଯଦିଓ ପୋଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ଏବେ କହିଛନ୍ତି, ଆନ୍ଧ୍ର ପୋଲିସ ଏହି ଲୁଟେରାମାନଙ୍କୁ

ଇସ୍ରୋ ସଫଳତାରେ ଯୋଡି ହେଲା ନୂଆ ଫର୍ଦ୍ଦ, ଉତକ୍ଷେପଣ ହେଲା ଇଓଏସ-୧ ଉପଗ୍ରହ

ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ – ଇସ୍ରୋ ଆଜି ଭୂ-ପର୍ଯ୍ୟବେକ୍ଷଣ ଉପଗ୍ରହ ଇଓଏସ-୧କୁ ସଫଳତାର ସହ ଉତକ୍ଷେପଣ କରିଛି। ଏଥିରେ ୯ଟି ବିଦେଶୀ ଉପଗ୍ରହ ମଧ୍ୟ ଉତକ୍ଷେପଣ କରାଯାଇଛି। ଏହି ଉପଗ୍ରହ ଆଜି ଅପରାହ୍ନ ୩ଟା ୨ ମିନିଟରେ ଉତକ୍ଷେପଣ ହେବାର ଥିଲା କିନ୍ତୁ ୧୦ ମିନିଟ୍ ବିଳମ୍ବରେ

ପିଜୁଳି ପତ୍ର ଓ କେଶ ଚର୍ଚ୍ଚା

ଫଳମୂଳ ପ୍ରତିଦିନ ଖାଇବା ସ୍ବାସ୍ଥ୍ୟ ପାଇଁ ଭଲ। ଆମ ଦେଶରେ ପିଜୁଳି ଫଳର ଆଦର ଅଧିକ ଥିବାବେଳେ ଏହାର ପତ୍ରରେ ମଧ୍ୟ ଔଷଧୀୟ ଗୁଣ ଭରପୂର। କେଶ ଝଡ଼ାରୁ ରକ୍ଷା ପାଇବାକୁ ଚାହୁଁଥିଲେ, ପିଜୁଳି ପତ୍ରରେ ଉପଚାର କଲେ ଲାଭ ମିଳିଥାଏ। ୧୫-୨୦ ଟି ପଜୁଳି ପତ୍ର ଆଣି ଭଲରେ ଧୋଇ ତାହାକୁ ୧ଲିଟର

ରାଶି ଅନୁଯାୟୀ ଖାଆନ୍ତୁ ଖାଦ୍ୟ ମିଳିବ ସଫଳତା

କାର୍ଯ୍ୟର ଆରମ୍ଭ କେଉଁ ବାରରେ ଓ କିପରି ଭାବେ ଆରମ୍ଭ କରିବେ ସେଥିପ୍ରତି କିଛି କଥା ପ୍ରତି ଧ୍ୟାନ ଦେବା ଉଚିତ। ଏପରି କରିବା ଦ୍ୱାରା କାର୍ଯ୍ୟରେ ବାଧା ସୃଷ୍ଟି ହୋଇନଥାଏ। ଏହା ସହ ସହଜରେ କାମ ହୋଇଯାଏ। ନୂଆ କାର୍ଯ୍ୟ ସହ ଜଡ଼ିତ କିଛି ମହତ୍ତ୍ୱପୂର୍ଣ୍ଣ କଥା ରହିଛି। ଜାଣନ୍ତୁ ରାଶି

ବାପାମା’ଙ୍କୁ ଅପେକ୍ଷା କରିଥିବା ବେଳେ ୧୪ ମହଲାରୁ ଖସି ପଡ଼ିଲା ୪ ବର୍ଷର ଶିଶୁ!

ନୂଆଦିଲ୍ଲୀ: ଗାଜିଆବାଦ ଥାନା ସିହାନୀ ଗେଟ୍ ଅଞ୍ଚଳର ପୋଶ ସୋସାଇଟିରେ ଏକ ଦୁଃଖଦ ଘଟଣା ଘଟିଛି। ଏହି ସୋସାଇଟିର ୧୪ ମହଲାର ବାଲ୍‌କୋନୀରୁ ପଡ଼ି ଏକ ୪ ବର୍ଷର ଶିଶୁର ମୃତ୍ୟୁ ହୋଇଯାଇଛି। କୁହାଯାଉଛି, ସେ ତା’ ବାପାମା’ଙ୍କୁ ଅପେକ୍ଷା କରିଥିବା ବେଳେ ବାଲ୍‌କୋନୀରୁ ପଡ଼ିଯାଇଥିଲା। ମୃତ ଶିଶୁର

ଜୋ ବାଇଡେନଙ୍କୁ ବିଜେତା ଘୋଷଣା କଲା ଡିସିସନ ଡେସ୍କ

ୱାଶିଂଟନ : ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ହେବେ ଜୋ ବାଇଡେନ। ଭୋଟ ଗଣତି ଜାରି ରହିଥିବା ବେଳେ ଆମେରିକାର ଗୋଟିଏ ପ୍ରସିଦ୍ଧ ଆଉଟ ଲେଟ ଏଭଳି ଘୋଷଣା କରିଛି। ନଭେମ୍ବର ୩ରେ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟିଂ ହୋଇଥିଲା। ସେବେଠାରୁ ଭୋଟ ଗଣତି ଜାରି ରହିଛି। ଗଣତିରୁ ସ୍ପଷ୍ଟ

ଚିନ୍ତା ବଢାଉଛି ଖୋର୍ଦ୍ଧା : ୩ ଲକ୍ଷ ଟପିଲା ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇଥିଲେ​​‌ ମଧ୍ୟ ଏହା ୩ ଲକ୍ଷ ଅତିକ୍ରମ କରିଛି। ଶନିବାର ଆଉ ୧୩୧୨ ନୂଆ ସଂକ୍ରମିତ ଚିହ୍ନଟ ହେବା ସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୪୦ ରେ ପହଞ୍ଚିଛି। ତେବେ ଖୋର୍ଦ୍ଧା ଜିଲ୍ଲା କରୋନା ସଂକ୍ରମଣ କ୍ଷେତ୍ରରେ ଦିନକୁ ଦିନ ​ରେକର୍ଡ

ଡାକ୍ତର ବିଶ୍ଵଦୀପ ଜେନା ପିଏଚଡି ଏଣ୍ଟ୍ରାନ୍ସ ଟପ୍ପର

ଭୁବନେଶ୍ୱର: ଜାତୀୟ ସ୍ତରରେ ନାଁ କଲେ ଓଡ଼ିଆ ଡାକ୍ତର। ଓୟୁଏଟି ସ୍ଥିତ ଭେଟେରିନାରୀ କଲେଜର ସର୍ଜରି ବିଭାଗର ସହକାରୀ ପ୍ରାଧ୍ୟାପକ ଡାକ୍ତର ବିଶ୍ଵଦୀପ ଜେନା ପିଏଚଡ଼ି ଏଣ୍ଟ୍ରାନ୍ସ ପରୀକ୍ଷାରେ ଟପ୍ପର ହୋଇଛନ୍ତି। ଡ଼ାକ୍ତର ଶ୍ରୀ ଜେନା ଚଳିତ ବର୍ଷର ଭାରତୀୟ କୃଷି ଅନୁସନ୍ଧାନ ଓ ଗବେଷଣା

ଦୀପାବଳି : ସୁଖସମୃଦ୍ଧି ଓ ବୈଭବ ପାଇଁ ଆପଣାନ୍ତୁ ଏହି ଉପାୟ

ଚଳିତ ବର୍ଷ ଦୀପାବଳିରେ ଆପଣ ପରମ୍ପରା ସହ ଜଡିତ କିଛି ଉପାୟର ପାଳନ କରିବା ଦ୍ୱାରା କରଜରୁ ମୁକ୍ତି ମିଳିବା ସହ ଧନ ଜନିତ ସମସ୍ୟା ଦୂର ହେବ। ଘରେ ସର୍ବଦା ସୁଖସମୃଦ୍ଧି ଓ ବୈଭବରେ ପୂରି ରହିବ। ଦୀପାବଳି ଦିନ ମା’ଲକ୍ଷ୍ମୀଙ୍କୁ ପଦ୍ମ ଫୁଲ ଅର୍ପଣ କରାଯାଏ। ଘରକୁ ନୂଆ ଝାଡୁ ମଧ୍ୟ କିଣା ହୋଇ

ଆରୋଗ୍ୟ ହାର ୯୨.୪୧ ପ୍ରତିଶତ : ମୃତ୍ୟୁହାର ୧.୪୮%

ନୂଆଦିଲ୍ଲୀ : ଦେଶରେ କୋଭିଡ ଆରୋଗ୍ୟ ହାର ୯୨.୪୧ ପ୍ରତିଶତକୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୫୩ହଜାରରୁ ଅଧିକ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ଏଥିସହିତ ଏପର୍ଯ୍ୟନ୍ତ ଆରୋଗ୍ୟ ଲାଭ କରିଥିବା ଲୋକମାନଙ୍କ ସଂଖ୍ୟା ୭୮ଲକ୍ଷରେ ପହଞ୍ଚିଛି। କ୍ରମାଗତଭାବେ ଆରୋଗ୍ୟ ଲୋକମାନଙ୍କ ସଂଖ୍ୟା