ବିହାର ବିଧାନସଭା ପାଇଁ ତୃତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଜାରି
ପାଟନା : ବିହାର ବିଧାନସଭାର ଅନ୍ତିମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ୧୫ଟି ଜିଲାର ୭୮ଟି ବିଧାନସଭା ଆସନ ପାଇଁ ଶନିବାର ଭୋଟ ଗ୍ରହଣ ଜାରି ରହିଛି। ଏହି ପର୍ଯ୍ୟାୟରେ ବିଜେପି ୩୫ ଓ ତା’ର ସହଯୋଗୀ ସଂଯୁକ୍ତ ଜନତାଦଳ ୩୭ଟି ଆସନରେ ପ୍ରତିଦ୍ବନ୍ଦିତା କରୁଛି। ଅନ୍ୟପକ୍ଷରେ ମହାମେଣ୍ଟରୁ!-->…