ଦିନ ୧ଟା ସୁଦ୍ଧା ବାଲେଶ୍ୱରରେ ୪୧.୩୬% ଓ ତିର୍ତ୍ତୋଲରେ ୩୯.୬୮% ମତଦାନ

ବାଲେଶ୍ୱର/ତିର୍ତ୍ତୋଲ : ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ମଙ୍ଗଳବାର ଭୋଟିଂ ଜାରି ରହିଛି। କୋଭିଡ କଟକଣା ମଧ୍ୟରେ ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଛି। ଦିନ ୧ଟା ସୁଦ୍ଧା ତିର୍ତ୍ତୋଲରେ ୩୯.୬୮% ମତଦାନ ହୋଇଥିବା ବେଳେ ବାଲେଶ୍ୱରରେ ୪୧.୩୬% ମତଦାନ ହୋଇଥିବା ନେଇ ସୂଚନା

ଆମେରିକାରେ ଭାରତୀୟ ଯୁବକଙ୍କୁ ନିର୍ମମ ହତ୍ୟା

ହାଇଦ୍ରାବାଦ: ଆମେରିକାର ଜର୍ଜିୟାରେ ଜଣେ ଭାରତୀୟ ଯୁବକଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି। ମୃତକ ଜଣକ ହାଇଦ୍ରାବାଦର ବାସିନ୍ଦା ହୋଉଥିବା ବେଳେ ତାଙ୍କୁ ଅତି ନିର୍ମମ ଭାବରେ ବାରମ୍ବାର ଛୁରାମାଡ଼ କରି ହତ୍ୟା କରାଯାଇଛି। ଏବେ ପୀଡ଼ିତଙ୍କ ପରିବାର ଲୋକ ଅନ୍ତିମ ସଂସ୍କାର କରିବା ପାଇଁ

ଆମେରିକା ରାଷ୍ଟ୍ରପତି ନିର୍ବାଚନ

ୱାଶିଂଟନ : ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପାଇଁ ମଙ୍ଗଳବାର ମତଦାନ ଗ୍ରହଣ କରାଯିବ। କରୋନା ମହାମାରୀ ଏଥରର ନିର୍ବାଚନକୁ ପ୍ରଭାବିତ କରିଛି। ରିପବ୍ଲିକାନ ପାର୍ଟି ତରଫରୁ ପୁନର୍ବାର ଡୋନାଲ୍ଡ ଟ୍ରମ୍ପଙ୍କୁ ଓ ଡେମୋକ୍ରାଟିକ ପାର୍ଟି ତରଫରରୁ ଜୋ ବାଇଡେନଙ୍କୁ ରାଷ୍ଟ୍ରପତି ପଦ ପାଇଁ

ବାଲେଶ୍ୱର: ଭୋଟ ଦେଲେ ବିଜେପି, ବିଜେଡି ଓ କଂଗ୍ରେସ ଆଶାୟୀ ବିଧାୟକ ପ୍ରାର୍ଥୀ

ବାଲେଶ୍ୱର: ଆଜି ବାଲେଶ୍ବର ସଦର ପାଇଁ ଉପନିର୍ବାଚନ ମତଦାନ ଜାରି ରହିଛି। ଏହି ଉପନିର୍ବାଚନରେ ବିଧାୟକ ପ୍ରାର୍ଥୀଭାବେ ପ୍ରତିଦ୍ବନ୍ଦ୍ବିତା କରୁଥିବା ତିନି ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀ ଏବଂ ଜଣେ ସ୍ୱାଧୀନ ପ୍ରାର୍ଥୀ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି। ବିଜେଡି ବିଧାୟକ

ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ

ବାଲେଶ୍ୱର/ତିର୍ତ୍ତୋଲ : ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ମଙ୍ଗଳବାର ଭୋଟିଂ ଜାରି ରହିଛି। କୋଭିଡ କଟକଣା ମଧ୍ୟରେ ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଛି। ୧୧ଟା ସୁଦ୍ଧା ବାଲେଶ୍ୱର ଓ ତିର୍ତ୍ତୋଲରେ ହାରାହାରି ୨୬.୨୪% ମତଦାନ ହୋଇଛି। ବାଲେଶ୍ୱରରେ ୨୭.୬% ମତଦାନ ଓ ତିର୍ତ୍ତୋଲରେ

ବିହାରରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଆରମ୍ଭ

ପାଟନା: କରୋନା କଟକଣା ଭିତରେ ବିହାରରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ହୋଇଛି। ଏହି ପର୍ଯ୍ୟାୟରେ ୧୭ ଜିଲ୍ଲାର ୯୪ଟି ଆସନରେ ମତଦାନ ହେବ। ୨ କୋଟି ୮୬ ଲକ୍ଷ ଭୋଟର ୧୪ ଶହ ୬୪ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ଏଥିପାଇଁ ମୋଟ ୪୧ ହଜାର ୩୬୨ ବୁଥ୍ କରାଯାଇଛି। ମାଓ ଉପଦ୍ରୁତ

ରାଜ୍ୟରେ ଆଖି ବୁଜିଲେ ୧୨ କରୋନା ଆକ୍ରାନ୍ତ

ଭୁବନେଶ୍ବର: ରାଜ୍ୟରେ ମଙ୍ଗଳବାର କରୋନା ଆଉ ୧୨ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧,୩୫୨କୁ ବୃଦ୍ଧି ହୋଇଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି। ସୂଚନା ଅନୁଯାୟୀ, ଆଜି କରୋନାରେ ୧୨ ଜଣ ମୃତକଙ୍କ ମଧ୍ୟରୁ

ବାଲେଶ୍ୱରବାସୀଙ୍କ ପ୍ରତି ଉପେକ୍ଷାକୁ ନେଇ କ୍ଷୋଭ!

ବାଲେଶ୍ୱର: ବାଲେଶ୍ୱର ପ୍ରତି ରାଜ୍ୟ ସରକାରଙ୍କ ସମେତ ଜିଲ୍ଲା ପ୍ରଶାସନର ଅବହେଳା ତଥା ଉପେକ୍ଷାକୁ ନେଇ ପ୍ରଚାରର ଶେଷଦିନରେ ମୁହଁ ଖୋଲିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ । ସ୍ଥାନୀୟ ରୟାଲ କୁଇନ୍ କଲ୍ୟାଣମଣ୍ଡପରେ ଅୟୋଜିତ ଏକ ସମ୍ବାଦିକ ସମ୍ମିଳନୀରେ ଯୋଗଦେଇ

ପ୍ରିୟଙ୍କା ପ୍ରଚାରଠୁ ଦୂରରେ

ନୂଆଦିଲ୍ଲୀ: ବିହାର ନିର୍ବାଚନ ତାତି ପ୍ରାୟ ଶୀର୍ଷରେ ପହଂଚିଥିବା ବେଳେ ଆଉ ଦିନକ ପରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବ ଯେଉଁଥି ପାଇଁ ନିର୍ବାଚନ ପ୍ରଚାର ଶେଷ ହୋଇଯାଇଛି । ରାଜ୍ୟରେ ଆଗକୁ ଆଉ ମାତ୍ର ଗୋଟିଏ ପର୍ଯ୍ୟାୟ ନିର୍ବାଚନ ବାକି ଥିବା ବେଳେ କଂଗ୍ରେସର ପ୍ରାକ୍ତନ ଅଧ୍ୟକ୍ଷ ରାହୁଲ

ଏବେ ପିପିଲିରେ ସମସ୍ତଙ୍କ ନଜର : କିଏ ହେବେ ବିଜେଡି ପ୍ରାର୍ଥି !

ଭୁବନେଶ୍ୱର, ବିଜେଡିର ଟାଣୁଆ ନେତା ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ବିୟୋଗ ପରେ ପିପିଲି ବିଧାନସଭା ଆସନ ଖାଲି ପଡିଛି । ପିପିଲି ନିର୍ବାଚନମଣ୍ଡଳୀବାସୀ ଖୁବଶୀଘ୍ର ଏକ ଉପନିର୍ବାଚନ ଦେଖିବେ । ତେବେ, ସ୍ୱର୍ଗତ ମହାରଥୀଙ୍କ ପରେ ତାଙ୍କ ପରିବାରରୁ କିଏ ବିଜେଡିର ପ୍ରାର୍ଥୀ ହେବ ନା'