କରୋନା ସଂକ୍ରମିତ ତାମିଲନାଡୁର କୃଷି ମନ୍ତ୍ରୀ ଆର.ଦୋରଇକନ୍ନୁଙ୍କ ପରଲୋକ

ଚେନ୍ନଇ : କରୋନାରେ ସଂକ୍ରମିତ ହୋଇଥିବା ତାମିଲନାଡୁର କୃଷି ମନ୍ତ୍ରୀ ଆର.ଦୋରଇକନ୍ନୁଙ୍କର ଚେନ୍ନଇର କାବେରୀ ହସ୍ପିଟାଲରେ ପରଲୋକ ଘଟିଛି। ଗୁରୁତର ଅବସ୍ଥାରେ ତାଙ୍କୁ ଗତ ୧୩ ତାରିଖରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ସେ ପାପାନାସାମ

ଦେଢ଼ କୋଟି ଟଙ୍କାର ଗଞ୍ଜେଇ ସହ ଗୋଟିଏ ଗାଡି ଜବତ

ଲମତାପୁଟ: : କୋରାପୁଟ ଜିଲା ଦୁଇ ଥାନା ଅଞ୍ଚଳରୁ ପ୍ରାୟ ଦେଢ କୋଟିର ଗଞ୍ଜେଇ ଜବତ ହୋଇଥିବା ରବିବାର ଜଣାପଡିଛି। କୋରାପୁଟ-ମାଲକାନଗିରି ସୀମା ହନୁମାଳରୁ ୮ କ୍ୱିଣ୍ଟାଲ ୧୨ କେଜି ଗଞ୍ଜେଇ ଜବତ ହୋଇଛି।ମିଳିଥିବା ସୂଚନା ଅନୁଯାୟୀ , ଗୋଟିଏ କି ଦୁଇଟି ବସ୍ତା ନୁହେ ପାଖାପାଖି ୪୦ ଗୋଟି ଗଞ୍ଜେଇ

ଇଂଲଣ୍ଡକୁ ଫେରିଲା ଲକଡାଉନ

ଲଣ୍ଡନ: ବିଶ୍ବରେ କରୋନା ମହାମାରୀ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ବିଶେଷକରି ୟୁରୋପିଆନ୍ ଦେଶଗୁଡ଼ିକରେ ଏବେ କରୋନା ଅଧିକ ବ୍ୟାପିବାରେ ଲାଗିଛି। ଫ୍ରାନ୍ସ ପରେ ଏବେ ଇଂଲଣ୍ଡରେ ମଧ୍ୟ ଲକଡାଉନ୍ ଲାଗୁ କରିବା ପାଇଁ ଘୋଷଣା କରାଯାଇଛି। ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ ଦେଶକୁ

ଆଇପିଏଲ୍‌ରେ ୨ ଥର ୬୦୦ ରନ୍‌: କୋହଲିଙ୍କ ପରେ ରାହୁଲ ୨ୟ ଭାରତୀୟ

ଦୁବାଇ: ଆଇପିଏଲ୍‌ ଇତିହାସରେ ୨ୟ ଭାରତୀୟ ବ୍ୟାଟ୍‌ସମ୍ୟାନ୍ ଭାବେ ୬ ଶହ କିମ୍ବା ଅଧିକ ରନ୍ ସ୍କୋର୍ କରିଛନ୍ତି କେ.ଏଲ୍‌. ରାହୁଲ। ଚଳିତ ସିଜିନ୍‌ରେ କିଙ୍ଗ୍‌ସ ଏକାଦଶ ପଞ୍ଜାବର ଅଧିନାୟକ ରାହୁଲ ଅଦ୍ୟାବଧି ୧୩ଟି ମ୍ୟାଚ୍‌ରୁ ମୋଟ ୬୪୧ ରନ୍ ସ୍କୋର୍ କରି ସାରିଛନ୍ତି। ଶୁକ୍ରବାର ରାଜସ୍ଥାନ

ମହଙ୍ଗା ହେବ ରେଳ ପ୍ଲାଟଫର୍ମ ଟିକଟ

ନୂଆଦିଲ୍ଲୀ: କେବଳ ରେଳଯାତ୍ରା ନୁହେଁ କୌଣସି ସମୟରେ ପ୍ଲାଟଫର୍ମରେ ପ୍ରବେଶ ପାଇଁ ଅଧିକ ଅର୍ଥ ବ୍ୟୟ କରିବାକୁ ହେବ। ରେଳବାଇ ଶୀଘ୍ର ଏହାର ପ୍ଲାଟଫର୍ମ ଟିକଟ୍‌ ଦର ୨ଗୁଣ କରିବ। ଯୋଜନାନୁଯାୟୀ, ଆସନ୍ତା ମାସରେ ରେଳବାଇ ଏହାର ପ୍ଲାଟଫର୍ମ ଟିକଟ ମୂଲ୍ୟ ବର୍ତ୍ତମାନର ୧୦ ଟଙ୍କାରୁ ୨୦ ଟଙ୍କାକୁ

ମିଳିଲାନି ଚାକିରି; ଏବେ ଗୋ-ସେବା

ନୀଳଗିରି: ପ୍ରାୟ ଛାତ୍ରଛାତ୍ରୀଙ୍କ ଇଛା ଥାଏ ଉଚ୍ଚ ଶିକ୍ଷା ଲାଭ କରି ଚାକିରି ଖଣ୍ଡେ କରିବାକୁ। ଆଉ କେଉଁଠି ଚାକିରି ପଛରେ ଦୌଡ଼ି ଶେଷରେ ଗରିବ ମେଧାବୀ ଛାତ୍ରମାନେ ଛୋଟମୋଟ ବେପାର ଆରମ୍ଭ କରୁଛନ୍ତି; କିନ୍ତୁ ବାଲେଶ୍ୱର ଜିଲା ଅଧୀନ ନୀଳଗିରି ବ୍ଲକର ଏମିତି ଏକ ଗାଁ ଅଛି; ଯେଉଁଠି ଜଣେ କି

୧୭ ରୁଟ୍‌ରେ ଗଡ଼ିବ ମୋ ବସ୍‌

ଭୁବନେଶ୍ବର: ଯାତ୍ରୀଙ୍କ ଚାହିଦାକୁ ଲକ୍ଷ୍ୟ କରି ନଭେମ୍ବର ୨ରୁ ଆଉ ୧୭ଟି ରୁଟ୍‌ରେ ମୋ ବସ୍‌ ଚଳାଚଳ କରିବ ବୋଲି କ୍ରୁଟ୍‌ ପକ୍ଷରୁ ସୂଚନା ଦିଆଯାଇଛି। ରୁଟ୍‌ ନମ୍ବର ୧୧ ନନ୍ଦନ ବିହାରରୁ ବାଳକାଟି, ରୁଟ ନଂ ୧୨ ମାଷ୍ଟର କ୍ୟାଣ୍ଟିନ ବସ୍‌ଷ୍ଟାଣ୍ଡରୁ ନନ୍ଦନକାନନ, ରୁଟ୍‌ ନଂ ୧୬ ମାଷ୍ଟର

କୂଅରେ ଖସି ପଡ଼ିଲା ଛୁଆ ହାତୀ

ସମ୍ବଲପୁର: ପରିତ୍ତ୍ୟକ୍ତ କୂଅରେ ଖସି ପଡ଼ିଲା ହାତୀ। ବନବିଭାଗ ଏବଂ ଅଗ୍ନିଶମ ସହାୟତାରେ ଶେଷରେ ହାତୀକୁ ଉଦ୍ଧାର କଲେ। ଏଭଳି ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ରେଢ଼ାଖୋଲ ବନଖଣ୍ଡ ବଡବାହାଲ ରେଞ୍ଜର ବଡକଷିବାହାଳ ଅଞ୍ଚଳରେ। ଏକ ହାତୀ ପଲ ଧାନ ଖାଇବାକୁ ଆସିଥିଲା ବେଳେ ଏକ ଛୋଟ ହାତୀ କୂଅ

ମହିଳା କନଷ୍ଟେବଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା, ହାଟରୁ ଟଙ୍କାଭର୍ତ୍ତି ପର୍ସ ପାଇ ଯବାନଙ୍କୁ ଫେରାଇଲେ

ଭୁବନେଶ୍ୱର: ସ୍ଥାନୀୟ ମହିଳା ଥାନା କନଷ୍ଟେବଳ ଭାନୁମତୀ ମଲିକ ୟୁନିଟ୍-୧ ହାଟରୁ ଏକ ମନିପର୍ସ ପାଇଥିଲେ। ଏହି ଘଟଣାକୁ କମିସନରେଟ୍ ପୁଲିସ ପକ୍ଷରୁ ଟୁଇଟ୍ କରାଯାଇଥିଲା। ତେବେ ଏହି ଖବର ସମ୍ପର୍କରେ ଅବଗତ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାନୁମତୀଙ୍କର ଏଭଳି କାର୍ଯ୍ୟକୁ ପ୍ରଶଂସା

ରାଜ୍ୟରେ କରୋନା ନେଲା ଆଉ ୧୧ ଜୀବନ

ଭୁବନେଶ୍ବର: ରାଜ୍ୟରେ ରବିବାର କରୋନା ଆଉ ୧୧ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧,୩୩୧କୁ ବୃଦ୍ଧି ହୋଇଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି। ସୂଚନା ଅନୁଯାୟୀ, ଆଜି କରୋନାରେ ୧୧ ଜଣ ମୃତକଙ୍କ ମଧ୍ୟରୁ ସୁନ୍ଦରଗଡ