ଦୁଇ ଦିନିଆ ଗୁଜରାଟ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ

ଗାନ୍ଧିନଗର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଗୁଜରାଟରେ ପହଞ୍ଚିଛନ୍ତି। ସେ ଦୁଇ ଦିନ ଗୁଜରାଟରେ ରହିବେ। ପ୍ରଧାନମନ୍ତ୍ରୀ ଗୁଜରାଟରେ ପହଞ୍ଚି ଗତକାଲି(ଗୁରୁବାର) ମୃତ୍ୟୁବରଣ କରିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ମିଳିଥିବା

ରାଜ୍ୟରୁ ଆଉ ୧୫୪୭ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରୁ ଶୁକ୍ରବାର ଆଉ ୧୫୪୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ଲକ୍ଷ ୮୮ହଜାର ୬୪୬ରେ ପହଞ୍ଚିଛି । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୮୯୧ ଜଣ ସଙ୍ଗରୋଧ କେନ୍ଦ୍ରରୁ ରହିଥିବା ବେଳେ ୬୫୬ ଜଣ

ପୁରୀରେ ବିଶ୍ୱ ମିତବ୍ୟୟିତା ଦିବସ ପାଳିତ

ପୁରୀ : ଆଜି ହେଉଛି ବିଶ୍ୱ ମିତବ୍ୟୟିତା ଦିବସ । ମିତବ୍ୟୟୀ ହୋଇ ସଞ୍ଚୟ କରିବା ନିମନ୍ତେ ଆଜିର ଦିନ ଦିଏ ବାର୍ତ୍ତା। ଏହି ଅବସରରେ ଏକ ସଚେତନତା ରଥକୁ ପୁରୀର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁବାସ ଚନ୍ଦ୍ର ନାଥଶର୍ମା ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହି ରଥ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ

ଚା’ ଦୋକାନରେ ଫାଟିଲା ଗ୍ୟାସ ଟାଙ୍କି

ସୁବର୍ଣ୍ଣପୁର : ଚା ଦୋକାନରେ ନିଆଁଲାଗି ଫାଟିଲା ଗ୍ୟାସ ଟାଙ୍କି। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଜିଲ୍ଲାପାଳ ଛକରେ ଘଟିଛି ଏଭଳି ଘଟଣା। ଗତକାଲି ବିଳମ୍ବିତ ରାତିରେ ଉପଜିଲ୍ଲାପାଳ ଛକରେ ଥିବା ଚା’ ଦୋକାନରେ ହଠାତ ନିଆଁ ଲାଗିଥିଲା। ତେବେ ଦେଖୁଦେଖୁ ନିଆଁ ହୁ ହୁ ହୋଇ ଜଳିଥିବାବେଳେ

ବିରୋଧ ପରେ ନିଷ୍ପତ୍ତି ବଦଳାଇଲେ ଅକ୍ଷୟ କୁମାର

ମୁମ୍ୱାଇ: ବଲିଉଡ ଅଭିନେତା ଅକ୍ଷୟ କୁମାର ତାଙ୍କ ଆଗାମୀ ଫିଲ୍ନ ‘ଲକ୍ଷ୍ମୀ ବମ’ର ନାମ ପରିବର୍ତ୍ତନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଫିଲ୍ମର ନାମକୁ ନେଇ ଜୋରଦାର ବିରୋଧ ପରେ ଅକ୍ଷୟ କୁମାର ନିଷ୍ପତ୍ତି ବଦଳାଇଛନ୍ତି। ଫିଲ୍ନର ନାମ ହିନ୍ଦୁ ଧର୍ମାଲମ୍ବୀଙ୍କୁ କୁଠାରଘାତ ପହଞ୍ଚାଉଥିବା

ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ପ୍ୟାରିସରେ ପହଞ୍ଚିଲେ ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା

ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା ଫ୍ରାନ୍ସ, ଜର୍ମାନୀ ଓ ବ୍ରିଟେନକୁ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ପ୍ୟାରିସରେ ପହଞ୍ଚିଛନ୍ତି। ତାଙ୍କର ଏହି ଗସ୍ତ କାଳରେ ସେ ସେହି ଦେଶଗୁଡ଼ିକ ସହ ଭାରତର ଦ୍ୱିପକ୍ଷୀୟ ସଂପର୍କର ସମୀକ୍ଷା କରିବେ ଓ ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ବିଷୟଗୁଡ଼ିକ ଉପରେ

ହସ୍ପିଟାଲ ଆଇସିୟୁରେ ପୀଡ଼ିତାଙ୍କୁ ବଳାତ୍କାର

ଗୁରୁଗ୍ରାମ: ହରିୟାଣାର ଗୁରୁଗ୍ରାମସ୍ଥିତ ଏକ ଘରୋଇ ହସ୍ପିଟାଲର ଆଇସିୟୁରେ ଚିକିତ୍ସାଧୀନ ୨୧ବର୍ଷୀୟା ଯୁବତୀଙ୍କୁ ସେଠାକାର କର୍ମଚାରୀ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଗୁରୁତର ଯକ୍ଷ୍ମା ଓ ଶ୍ବାସପ୍ରଶ୍ବାସଜନିତ ରୋଗ​ରେ ପୀଡ଼ିତ ଯୁବତୀ ଏ ସମ୍ପର୍କରେ ତାଙ୍କ ବାପାଙ୍କୁ ଚିଠିଲେଖି

କଡ଼ା ମୁକାବିଲାରେ ପଞ୍ଜାବ – ରାଜସ୍ଥାନ

ଆବୁଧାବି: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ) ତ୍ରୟୋଦଶତମ ସଂସ୍କରଣର ୫୦ତମ ମ୍ୟାଚ ଶୁକ୍ରବାର ଆବୁଧାବିରେ ରାଜସ୍ଥାନ ରୟାଲ୍‌ସ ଓ କିଙ୍ଗ୍‌ସ ଏକାଦଶ ପଞ୍ଜାବ ମୁହଁାମୁହିଁ ହେବେ। ପ୍ଲେ ଅଫ ଆଶା ବଜାୟ ରଖିବା ନେଇ ଦୁଇ ଦଳ ପାଇଁ ମ୍ୟାଚ ବହୁତ ଗୁରୁତ୍ବପୂର୍ଣ୍ଣ। ଷ୍ଟିଭ୍‌ ସ୍ମିଥ୍‌ଙ୍କ

ଏଥର ହେବନି ଐତିହାସିକ କଟକ ବାଲିଯାତ୍ରା

କଟକ : କରୋନା ମହାମାରୀ ପାଇଁ ଆଉ ଏକ ବଡ଼ ମହୋତ୍ସବକୁ ବନ୍ଦ କରିଦିଆଯାଇଛି। ଚଳିତବର୍ଷ କଟକର ଐତିହାସିକ ବାଲିଯାତ୍ରା ହେବ ନାହିଁ। ସହରରେ କୋଭିଡ୍ ସ୍ଥିତିକୁ ଅନୁଧ୍ୟାନ କରିବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି। ଏ ନେଇ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ଆନୁଷ୍ଠାନିକ ଭାବେ ସୂଚନା

ଭାରସାମ୍ୟ ଓଲଟିଲା ଭ୍ୟାନ ୬ ମୃତ; ୯ଗୁରୁତର

ଆନ୍ଧ୍ରପ୍ରଦେଶ : ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଥାଣ୍ଟିକୋଣ୍ଡା ଗାଁରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଶୁକ୍ରବାର ଜଣାପଡ଼ିଛି। ଗତକାଲି ବିଳମ୍ବିତ ରାତିରେ ଏକ ଯାତ୍ରୀବାହୀ ଭ୍ୟାନ ଭାରସାମ୍ୟ ହରାଇ ଓଲଟି ୬ ଜଣଙ୍କରମୃତ୍ୟୁ ହୋଇଥିବା ବେଳେ ୯ ଜଣ ଗୁରୁତର ହୋଇଛନ୍ତି।