ବନ୍ଦେ ଭାରତ ମିଶନରେ ବିଦେଶରୁ ଫେରିଲେଣି ୧୯ ଲକ୍ଷରୁ ଅଧିକ ଭାରତୀୟ

ଦେଶରେ କରୋନା ମହାମାରୀ ଜନିତ କଟକଣା ଠାରୁ ଏ ପର୍ଯ୍ୟନ୍ତ ବନ୍ଦେ ଭାରତ ମିଶନ ମାଧ୍ୟମରେ ୧୯ ଲକ୍ଷ ୪୦ ହଜାର ଭାରତୀୟ ନାଗରିକଙ୍କୁ ଦେଶକୁ ଫେରାଇ ଅଣାଯାଇଛି। ଗତ ସନ୍ଧ୍ୟାରେ ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି

ନବରାତ୍ରର ସପ୍ତମ ଦିନ ; ମା’ କାଳରାତ୍ରୀଙ୍କର କରାଯାଏ ପୂଜା-ଆରାଧନା

ନବରାତ୍ରର ସପ୍ତମ ଦିନ ଦେବୀ ଦୁର୍ଗାଙ୍କର ସପ୍ତମ ସ୍ୱରୂପ ମା’ କାଳରାତ୍ରୀଙ୍କର ପୂଜା-ଆରାଧନା କରାଯାଇଥାଏ। ମା’ଙ୍କର ଏହି ସ୍ୱରୂପର ପୂଜା କରିବା ଦ୍ୱାରା ସମସ୍ତ ପାପରୁ ମୁକ୍ତି ମିଳିଥାଏ। ବ୍ୟକ୍ତିଙ୍କ ଶତ୍ରୁଙ୍କ ମଧ୍ୟ ନାଶ ହୋଇଥାଏ। ନବରାତ୍ରରର ସପ୍ତମ ଦିନରେ ମା’ଙ୍କ ସ୍ମରଣ କରିବା

ପ୍ରଶିକ୍ଷଣପ୍ରାପ୍ତ ଶିକ୍ଷାର୍ଥୀଙ୍କ ପାଇଁ ରେଳବାଇରେ ୨୦% ପଦବୀ ସଂରକ୍ଷିତ

ରେଳବାଇରେ ଚାଲିଥିବା ଲେବଲ-୧ ନିଯୁକ୍ତି ପ୍ରକ୍ରିୟାରେ ୨୦ ପ୍ରତିଶତ ପଦବୀ ଆପ୍ରେଣ୍ଟିସ ବା ଶିକ୍ଷାର୍ଥୀମାନଙ୍କ ପାଇଁ ସଂରକ୍ଷିତ ରହିଥିବା ରେଳ ମନ୍ତ୍ରାଳୟ କହିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ଏକ ଲକ୍ଷରୁ ଅଧିକ ପଦବୀ ପାଇଁ ଆପ୍ରେଣ୍ଟିସ ଅଧିନିୟମ ୨୦୧୬ ଅନୁଯାୟୀ ଶିକ୍ଷାର୍ଥୀମାନଙ୍କୁ ୨୦

ସୁପରକିଙ୍ଗ୍‌ସ ପାଇଁ ଶେଷ ସୁଯୋଗ

ସାରଜା: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ) ଚଳିତ ସଂସ୍କରଣର ଶୁକ୍ରବାର ସାରଜାରେ ୪୧ତମ ମ୍ୟାଚରେ ଚେନ୍ନଇ ସୁପରକିଙ୍ଗ୍‌ସ ଓ ମୁମ୍ବଇ ଇଣ୍ଡିଆନ୍‌ସ ମୁହାଁମୁହିଁ ହେବେ। ମୁମ୍ବଇ ଇଣ୍ଡିଆନ୍‌ସ ବିଜୟ ସହ ପଏଣ୍ଟ ଟେବୁଲର ଉପରକୁ ଉନ୍ନୀତ ହେବାକୁ ଉଦ୍ୟମ କରିବାବେଳେ ଚେନ୍ନଇ ସୁପରକିଙ୍ଗ୍‌ସ ପ୍ଳେ

ମୁମ୍ବଇର ସପିଂ ମଲରେ ଭୟାବହ ଅଗ୍ନିକାଣ୍ଡ

ମୁମ୍ବଇ : ମୁମ୍ବଇର ନାଗପଡ଼ା ସ୍ଥିତ ଏକ ସପିଂ ମଲରେ ଗୁରୁବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡ ବିଷୟରେ ତୁରନ୍ତ ଦମକଳ କର୍ମଚାରୀଙ୍କୁ ସୂଚନା ମିଳିବା ପରେ ଏଯାବତ ମଧ୍ୟ ନିଆଁ ଲିଭାଇବା କାର୍ଯ୍ୟ ଜାରି ରହିଛି। ଏହି ଘଟଣାରେ ୨ ଦମକଳ କର୍ମଚାରୀ ଆହତ ହୋଇଥିବା

ଦେଶରେ ଚିହ୍ନଟ ଆକ୍ରାନ୍ତ ୫୪ ହଜାର ୩୬୬ ; ମୃତ ୬୯୦

ନୂଆଦିଲ୍ଲୀ : ଧିରେ ଧିରେ ଦେଶରେ କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟାରେ ହ୍ରାସ ପାଉଥିବା ଦେଖାଯାଉଛି। ୨୪ ଘଣ୍ଟାରେ ଦେଶରେ ୫୪ ହଜାର ୩୬୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୯୦ ଜଣଙ୍କ ମୃତ୍ୟୁ ହୋଇଛି। ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧,୧୭, ୩୦୬ରେ ପହଞ୍ଚିଛି। ଦେଶରେ

କରୋନା, ଲଘୁଚାପ ବର୍ଷା ଓ ଦଶହରା

ଆମ ରାଜ୍ୟରେ ଦୀର୍ଘ ବର୍ଷ ଧରି ଦେବୀ ଦୁର୍ଗାଙ୍କ ପୂଜା ମନ୍ଦିର ତଥା ମୃଣ୍ମୟୀ ମୃର୍ତୀଙ୍କ ଆରଧାନା ଦୀର୍ଘ ୧୦ ଦିନ ବ୍ୟାପି ମହାସମାହରେ ଅନୁଷ୍ଠିତ ହୋଇଥାଏ । ଆମର ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗରେ ଏହି ପର୍ବ ଅଧିକ ଧୁମଧାମ୍ ସହ ପାଳନ କରାଯାଇଥିଲା ବେଳେ ଓଡ଼ିଶାରେ ଏହି ପୂଜା ଦେଶ ପରାଧିନ

ରାଲେଗାଡ଼ା ପଞ୍ଚାୟତକୁ ବୋଟ୍ ଦେବ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା କମ୍ପାନି

ଚିତ୍ରକୋଣ୍ଡା  : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ରାଲେଗାଡ଼ା ପଞ୍ଚାୟତକୁ ଗୋଟିଏ ବୋଟ୍ ପ୍ରଦାନ କରିବ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା କମ୍ପାନି। ଏ ସଂପର୍କରେ ଟ୍ୱଇଟ କରି ସୂଚନା ଦେଇଛନ୍ତି କମ୍ପାନିର ପ୍ରମୋଟର ଆନନ୍ଦ ମହିନ୍ଦ୍ରା। ସୂଚନାଯୋଗ୍ୟ, ଏହି ଅଞ୍ଚଳ ଦେଇ ପ୍ରବାହିତ

ମା’ଙ୍କୁ ପିଟିବାରୁ ବାପାଙ୍କୁ ବାଡ଼େଇ ମାରିଦେଲା ନାବାଳିକା ଝିଅ

ଭୋପାଲ: ମଦ ପିଇ ନିଜ ପତ୍ନୀଙ୍କୁ ବାରମ୍ବାର ମାଡ଼ ମାରିବା ଜଣେ ବ୍ୟକ୍ତିଙ୍କୁ ମହଙ୍ଗା ପଡ଼ିଛି। ବ୍ୟକ୍ତିଙ୍କ ଏଭଳି ଆଚରଣ ପାଇଁ ତାଙ୍କର ୧୬ ବର୍ଷୀୟ ଝିଅ ହିଁ ତାଙ୍କୁ ପିଟିପିଟି ହତ୍ୟା କରିଛନ୍ତି। ମା’ଙ୍କ ଉପରେ ତାଙ୍କ ବାପା ସବୁଦିନ ଅତ୍ୟାଚାର କରୁଥିବାରୁ ବୁଧବାର ସନ୍ଧ୍ୟାରେ ନାବାଳିକା

ଅଦିନିଆ ବର୍ଷା ଉଜାଡିଲା ଧାନଚାଷ; ସହୟତା ଦାବି

– ଅଭିଯୋଗ ପରେ ଆକଳନ ଚାଲିଛି – କୃଷି ଜିଲା ଅଧିକାରୀ– କରୋନା ସମୟରେ ଧାନକ୍ଷତି ଦୁଃଖଦାୟକ – ଚାଷୀନେତାବଲାଙ୍ଗିର : ଅଦିନିଆ ବର୍ଷା ଓ ପବନ ଭାଙ୍ଗିଦେଲା ଚାଷୀର ମେରୁଦଣ୍ଡ। ଜିଲାର ଦୁଇଟି ବ୍ଲକର ଚାଷୀ ଉପରେ ଦାଉ ସାଧିଲା ଅଦିନିଆ ବର୍ଷା। ଗତ ୨୦ ତାରିଖରେ ରାତ୍ରିରେ ଲୋଇସିଂହା ଓ ଆଗଲପୁର