୨୦୨୪ ସୁଦ୍ଧା ଚନ୍ଦ୍ରରେ ବି କାର୍ଯ୍ୟକ୍ଷମ ହେବ ୪-ଜି ନେଟୱାର୍କ; ନାସା ପ୍ରକଳ୍ପରେ ନୋକିଆ ଅଂଶୀଦାର

ନୂଆଦିଲ୍ଲୀ: ବିଶ୍ଵର ଅନେକ ଅଞ୍ଚଳ ଏ​‌ବେ ଟେଲିକମ୍ ସୁବିଧାରୁ ବଞ୍ଚିତ ହୋଇଛି । ଅନେକ ବିକଶିତ ଓ ବିକାଶଶୀଳ ଦେଶରେ ଏମିତି ଅନେକ ଅଞ୍ଚଳ ଅଛି ଯେଉଁଠି ମୋବାଇଲ ସୁବିଧା ଉପଲବ୍ଧ ନୁହେଁ । କିନ୍ତୁ ଚନ୍ଦ୍ରରେ ୪ଜି ମୋବାଇଲ ସେବା କାର୍ଯ୍ୟକ୍ଷମ କରିବା ନିମନ୍ତେ ଅଣ୍ଟା ଭିଡ଼ିଛି ନାସା । କେବଳ

ସୀମାପାର ଚୀନ ସୈନ୍ୟକୁ ଫେରାଇଦେଲା ଭାରତ

ଭାରତ ସୀମା ଭିତରକୁ ଚାଲିଆସିଥିବା ଚୀନ ସୈନ୍ୟ ଜଣଙ୍କୁ ଭାରତ ଚୀନ୍‍କୁ ହସ୍ତାନ୍ତର କରିଛି। ସେହି ସୈନ୍ୟ ଜଣଙ୍କୁ ପୂର୍ବ ଲଦାଖର ଡେମ୍‍ଚୌକ ସେକ୍ଟରରୁ ଗତ ୧୮ ତାରିଖ ଦିନ ଗିରଫ କରାଯାଇଥିଲା। ଚୀନ ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିବୃତିରେ କହିଛି, ଭାରତ ଓ ଚୀନ ମଧ୍ୟରେ ସ୍ୱାକ୍ଷରିତ

କ୍ୟାବିନେଟ ମଞ୍ଜୁରୀ, ୩୦ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ଦୀପାବଳି ବୋନସ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର ଘୋଷଣା କରାଯାଇଛି। ୩୦ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ୩୭୩୭ କୋଟି ଟଙ୍କା ଦୀପାବଳି ବୋନସ ଦେବାକୁ କ୍ୟାବିନେଟ ନିଷ୍ପତ୍ତି ନେଇଛି। ୨୦୧୯-୨୦ ଆର୍ଥିକ ବର୍ଷ

ଆଜି ପୁଲିସ ସ୍ମାରକୀ ଦିବସ

ଆଜି ସାରା ଦେଶରେ ପୁଲିସ ସ୍ମାରକୀ ଦିବସ ପାଳିତ ହେଉଛି। ପ୍ରତିବର୍ଷ ଅକ୍ଟୋବର ୨୧ ତାରିଖ ଦିନଟିକୁ ପୁଲିସ ସ୍ମାରକୀ ଦିବସ ଭାବେ ପାଳନ କରାଯାଇଥାଏ। ଦେଶ ପାଇଁ ପୁଲିସ ଯବାନମାନଙ୍କର ବଳିଦାନ ଓ କର୍ତ୍ତବ୍ୟ ପରାୟଣତା ପ୍ରତି ସମ୍ମାନ ପ୍ରଦର୍ଶନ ସ୍ୱରୂପ ଏହି ଦିବସ ପାଳନ କରାଯାଉଛି। ୧୯୫୯

ରିଲାଏନ୍ସ ଜିଓ ଆରମ୍ଭ କରିବ ୫ଜି ସେବା

ମୁମ୍ବାଇ: କ୍ୱାଲ୍‌କମ୍ ଟେକ୍ନୋଲୋଜିସ୍ ଓ ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍ (ଜିଓ) ତଥା ଏହାର ସମ୍ପୂର୍ଣ୍ଣ ଅଧିକୃତ ସହଯୋଗୀ ସଂସ୍ଥା ରାଡିସିସ୍ କର୍ପୋରେସନ ସହଯୋଗରେ ଭର୍ଚୁଆଲାଇଜଡ୍ ଆର୍‌ଏଏନ୍ ସହିତ ୫ଜି ସଲ୍ୟୁସନ୍ ଭିତ୍ତିକ ଏକ ଓପନ୍ ଓ ଇଟଂରଅପରେବଲ୍ ଇଟଂରଫେସ୍ ସମ୍ବଳିତ ବ୍ୟବସ୍ଥା ବିକଶିତ

ପାକିସ୍ତାନରେ ବିସ୍ଫୋରଣ; ୩ମୃତ, ୧୬ ଗୁରୁତର

ଇସଲାମାବାଦ : ପାକିସ୍ତାନ କରାଚିର ଗୁଲଶାନ-ଇ-ଇକବାଲ ଅଞ୍ଚଳର ମାସ୍କାନ ଚୋରାଙ୍ଗି ନିକଟରେ ଥିବା ଏକ କୋଠାରେ ବୁଧବାର ସକାଳେ ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୬ରୁ ଅଧିକ ଲୋକ ଗୁରୁତର ହୋଇଛନ୍ତି। ସମସ୍ତ ଆହତଙ୍କୁ ପଟେଲ ଡାକ୍ତରଖାନାରେ ଭର୍ତ୍ତି

ଭାରତୀୟ ଅର୍ଥନୀତି ପୁଣି ଥରେ ଫେରିଛି

ଦେଶର ଅନେକ ଅଞ୍ଚଳ ସମ୍ବନ୍ଧୀୟ ଅଧିକାଂଶ ଅର୍ଥନୈତିକ ତଥ୍ୟ ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ଭାରତୀୟ ଅର୍ଥନୀତି ପୁଣି ଥରେ ଫେରିଛି। ଦେଶରେ ଅର୍ଥନୈତିକ ବିକାଶର ଗତି ବୃଦ୍ଧି ପାଇଛି। ମାଲ ପରିବହନ ଉପରେ ଭାରତୀୟ ରେଳବାଇରୁ ଆୟରେ ୧୩.୫ ପ୍ରତିଶତ ବୃଦ୍ଧି ଘଟିଛି। ସେପ୍ଟେମ୍ବରରେ, ଭାରତୀୟ ରେଳବାଇ

ଚିକିତ୍ସା ଦାବିରେ ଜଣେ ରୋଗୀଙ୍କୁ ରାସ୍ତାରେ ଶୁଆଇ ରାସ୍ତାରୋକ

କଳାପଥର(ବାଙ୍କୀ) : ରୋଗ ଶଯ୍ୟାରେ ପଡି ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ବାଙ୍କୀ ବୋତଲମା ଗ୍ରାମର ନବ ଦେହୁରୀ। ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଥିବାବେଳେ ମୃତ୍ୟୁ ଅପେକ୍ଷାରେ ଥିବା ପ୍ରକାଶ କରି ରାସ୍ତାରେ ଶୋଇଛନ୍ତି। ପ୍ରଶାସନର ଦୃଷ୍ଟି ପଡୁନଥିବାବେଳେ ଗ୍ରାମ ଯୁବକ ସଙ୍ଘ ତାଙ୍କ ଚିକିତ୍ସା

ଚିକିତ୍ସା ଦାବିରେ ଜଣେ ରୋଗୀଙ୍କୁ ରାସ୍ତାରେ ଶୁଆଇ ରାସ୍ତାରୋକ

କଳାପଥର : ରୋଗ ଶଯ୍ୟାରେ ପଡି ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ବାଙ୍କୀ ବୋତଲମା ଗ୍ରାମର ନବ ଦେହୁରୀ। ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଥିବାବେଳେ ମୃତ୍ୟୁ ଅପେକ୍ଷାରେ ଥିବା ପ୍ରକାଶ କରି ରାସ୍ତାରେ ଶୋଇଛନ୍ତି। ପ୍ରଶାସନର ଦୃଷ୍ଟି ପଡୁନଥିବାବେଳେ ଗ୍ରାମ ଯୁବକ ସଙ୍ଘ ତାଙ୍କ ଚିକିତ୍ସା ପାଇଁ

ଭୁବନେଶ୍ୱରରୁ ଜଣଙ୍କୁ ଉଠାଇନେଲା ଏନଆଇଏ

ଭୁବନେଶ୍ୱର : ଭୁବନେଶ୍ୱର ଖଣ୍ଡିଗିରି ଅଞ୍ଚଳରୁ ଜଣଙ୍କୁ ଉଠାଇନେଲା ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ)। ବ୍ୟକ୍ତିଙ୍କୁ ଉଠାଇନେଇ ଏନଆଇ ଏକ ଅଜ୍ଞାତ ସ୍ଥାନରେ ରଖି ପଚରାଉଚରା ଜାରି ରଖିଛି । କେଉଁ ଲିଙ୍କରେ ଉଠାଇ ନେଇଛି, ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ। ସମ୍ପୃକ୍ତ ବ୍ୟକ୍ତି