ତିର୍ତୋଲ ଉପନିର୍ବାଚନରେ ପ୍ରାର୍ଥୀଙ୍କ ପାଇଁ ୧୬ ଗୋଟି ସଭାସ୍ଥଳ ଚିହ୍ନଟ: ଜିଲ୍ଲାପାଳ
ଜଗତସିଂହପୁର: ତିର୍ତୋଲ ଉପନିର୍ବାଚନ ପାଇଁ ୩୭୩ ବୁର୍ଥରେ ୨୧୭ ଗୋଟି ଭୋଟଗ୍ରହଣ କେନ୍ଦ୍ର କରାଯାଇଛି । ପୂର୍ବବର୍ଷ ତୁଳନାରେ ଏଥର ଅଧିକ ୧୦୮ ବୁଥ୍ ହୋଇଥିଲା ବେଳେ ଏଠାରେ ମୋଟ ଭୋଟରଙ୍କ ସଂଖ୍ୟା ୨୩୯୧,୫୩ ରହିଛି ସେଥିରୁ ମହିଳା ଭୋଟରଙ୍କ ସଂଖ୍ୟା ୧୧୪୯୫୬ ପ୍ରଥମ ରାଉଣ୍ଡ ପୋଲିଂ ଅଫିରତାଲିମ!-->…