ମାର୍ଚ୍ଚ ସୁଦ୍ଧା ମିଳିବ କରୋନା ଟିକା

ନୂଆଦିଲ୍ଲୀ:ଆସନ୍ତା ମାର୍ଚମାସ ସୁଧା ଦେଶରେ କରୋନା ଟିକା ‘କୋଭିସିଲଡ’ ଉପଲବ୍ଧ ହେବ ବୋଲି ସେରମ ଇନଷ୍ଟିଚ୍ୟୁତ ଅଫ୍ ଇଣ୍ଡିଆ (ଏସଆଇଆଇ)ର କାର୍ଯ୍ୟନିର୍ବାହୀ ନିର୍ଦେଶକ ଡଃ. ଶୁରେଷ ଯାଦବ କହିଛନ୍ତି । ଆଇସିସିଆଇଡିଡି ସହଯୋଗରେ ଏଚଇଏଏଲ ଦ୍ୱାରା ଆୟୋଜିତ ଇଣ୍ଡିଆ ଭ୍ୟାସିନ୍ ଆସେସ୍ବିଲିଟ୍

ଲକ୍ଷ୍ୟଭେଦ କଲା “ବ୍ରହ୍ମୋସ୍’

ନୂଆଦିଲ୍ଲୀ:ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଭାରତୀୟ ନୌସେନାର ଏକ ‘ଷ୍ଟିଲ୍ଥ୍ ଡେଷ୍ଟ୍ରୟର’ବା ରାଡାରରେ ଧରାପଡୁ ନଥିବା ଯୁଦ୍ଧପୋତରୁ ରବିବାର ଦିନ ‘ ସୁପରସୋନିକ୍ କ୍ରୁଜ୍ ମିସାଇଲ୍ ବ୍ରହ୍ମୋସ୍’ର ସଫଳ ବ୍ୟବହାରିକ ପରୀକ୍ଷା କରାଯାଇଛି ବୋଲି ଏକ ବିବୃତିରେ ‘ଡିଫେନ୍ସ ରିସର୍ଚ ଆଣ୍ଡ

ସେବାର ମାନ ବୃଦ୍ଧି ଜରୁରୀ

ମଣିଷ ସମାଜ କାହିଁ କେଉଁ ଅନନ୍ତକାଳରୁ ଚାଲିଆସିଛି । ବଣ, ପର୍ବତ, ପାହାଡ଼ ଓ ଗୁମ୍ଫା ଆଦିର ଜୀବନକୁ ଅତିକ୍ରମ କରି ଏବେ ସେ ହାଇଟେକ୍ ଯୁଗରେ ପହଂଚିଛି । ପ୍ରତି ସ୍ତରରେ ମଣିଷର ବିକାଶ ଘଟିଛି । ଏହି ବିକାଶ କହିଲେ, କିଏ କ’ଣ ବୁଝେ, ତାହା ବୁଝିବା ମୁସ୍କିଲ । କିନ୍ତୁ ସାଧାରଣ ଭାବେ ବିକାଶ

ଆସୁଛି ବଡ଼ ବର୍ଷା

ଭୁବନେଶ୍ୱର: ରାଜ୍ୟରେ ବର୍ଷା ପୂର୍ବାନୁମାନ ପରେ ଏନେଇ ସଜାଗ ହୋଇଛି ଜଳ ସମ୍ପଦକ ବିଭାଗ। ରାଜ୍ୟର ବିଭିନ୍ନ ନଦୀର ଜଳସ୍ତର ଉପରେ ନଜର ରଖାଯାଇଛି। ବଂଶଧାରା, ନାଗାବଳୀ ଓ ଋ଼ଷିକୁଲ୍ୟାର ଜଳ ଭଣ୍ଡାରରେ ଜଳସ୍ତର ୮୦ ପ୍ରତିଶତରୁ କମ ରଖାଯାଇଛି। ଏବେ ଏହି ନଦୀ ଗୁଡ଼ିକର ବିଭିନ୍ନ ଜଳ ଭଣ୍ଡାରରେ

ଛ’ ମାସ ପରେ ଚାଲିଲା ତେଜସ୍‍ ଏକ୍ସପ୍ରେସ୍‍ ଟ୍ରେନ୍‍

ପାର୍ବଣ ଋତୁରେ ଯାତ୍ରୀ ଭିଡକୁ ଦୃଷ୍ଟିରେ ରଖି ଆଇଆରସିଟିସି ପୁଣିଥରେ ତେଜସ୍‍ ଏକ୍ସପ୍ରେସ୍‍ ଟ୍ରେନ୍‍ର ଚଳାଚଳ ଆରମ୍ଭ କରିଛି। କରୋନା ଭୂତାଣୁ ମହାମାରୀ କାରଣରୁଲକ୍ଷ୍ନୌ-ନୂଆଦିଲ୍ଲୀ ଏବଂ ଅହମଦାବାଦ-ମୁମ୍ବାଇ ତେଜସ୍‍ ଏକ୍ସପ୍ରେସ୍‍ ଟେନ୍‍କୁ ଗତ ମାର୍ଚ୍ଚ ୧୯ ତାରିଖରୁ ବାତିଲ୍‍

ଭାରତ-ବାଂଲାଦେଶ ମଧ୍ୟରେ ୨୮ରୁ ଆରମ୍ଭ ହେବ ବିମାନ ଚଳାଚଳ

ବାଂଲାଦେଶ ଓ ଭାରତ ମଧ୍ୟରେ ଏୟାର୍‍ ବବଲ୍‍ ବ୍ୟବସ୍ଥା ମାଧ୍ୟମରେ ଚଳିତ ମାସ ୨୮ ତାରିଖରୁ ବିମାନ ଚଳାଚଳ ପୁଣିଥରେ ଆରମ୍ଭ ହେବ। ଏକ ଫେସବୁକ ପୋଷ୍ଟ ଜରିଆରେ ଏ ସମ୍ପର୍କରେ ସୂଚନା ଦେଇ ବାଂଲାଦେଶର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ତିନୋଟି ବାଂଲାଦେଶୀ ଏୟାରଲାଇନସ୍‍ ବିମାନ ବାଂଲାଦେଶ,

ଖରିଫ୍‍ ଋତୁରେ ସଂଗ୍ରହ ହେଲାଣି ୭୬ ଲକ୍ଷ ଟନ୍‍ ଧାନ

ଚଳିତ ଖରିଫ୍‍ ଋତୁରେ ସରକାରଙ୍କ ଦ୍ୱାରା ୭୬ ଲକ୍ଷ ଟନ୍‍ ଧାନ ସଂଗ୍ରହ କରାଯାଇଛି। ୬ ଲକ୍ଷ ୬୯ ହଜାରରୁ ଅଧିକ କୃଷକଙ୍କଠାରୁ ଏହି ଧାନ ସଂଗ୍ରହ କରାଯାଇଛି। କୃଷି ମନ୍ତ୍ରଣାଳୟରୁ ମିଳିଥିବା ସୂଚନା ଅନୁଯାୟୀ,ସରକାର ସର୍ବନିମ୍ନ ସହାୟତା ମୂଲ୍ୟ ଦେଇ କୃଷକମାନଙ୍କଠାରୁ ଧାନ ସଂଗ୍ରହ କରିବା ଜାରି

କଙ୍ଗନାଙ୍କୁ ଦୁଷ୍କର୍ମ ଧମକ ଦେଲେ ଓଡ଼ିଶାର ଆଇନଜୀବୀ

ଭୁବନେଶ୍ୱର: କଙ୍ଗନା ରଣାଓ୍ୱତଙ୍କ ଫେସବୁକ ପୋଷ୍ଟରେ ପ୍ରତିକ୍ରିୟା ଦେଇ ଦୁଷ୍କର୍ମ କରିବାକୁ ଧମକ ଦେଇଛନ୍ତି ଓଡ଼ିଶାର ଜଣେ ଆଇନଜୀବୀ। ତାଙ୍କ ନାମ ମେହେନ୍ଦି ରେଜା। ସୋଶାଲ ମିଡିଆରେ ଯେତେବେଳେ ଲୋକମାନେ ଏହାକୁ ନେଇ ତାଙ୍କୁ କଡ଼ା ପ୍ରତିକ୍ରିୟା ଦେଲେ ସେ ଜବାବରେ କହିଛନ୍ତି ତାଙ୍କ

ଗୁଜରାଟ : ନାବାଳିକାକୁ ଦୁଷ୍କର୍ମ ପରେ ପଥରରେ ଛେଚି ହତ୍ୟା

ନାସକାଣ୍ଠା: ଛାତି ଥରାଇ ଦେବା ଭଳି ଘଟଣା ଗୁଜରାଟରୁ ଆସିଛି। ଏଠାରେ ଜଣେ ୧୨ ବର୍ଷୀୟ ଝିଅଙ୍କୁ ତାଙ୍କର ଜଣେ ସମ୍ପର୍କୀୟ ବାଇକ୍‌ରେ ନେଇ ଦୁଷ୍କର୍ମ କରିଛନ୍ତି। ଦୁଷ୍କର୍ମ ପରେ ଅଭିଯୁକ୍ତ ଜଣଙ୍କ ନାବାଳିକାଙ୍କ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରିଛି। ଆକ୍ରମଣ ଯୋଗୁ ନାବାଳିକାଟିର ମୁହଁ ଓ

ପ୍ରକୃତ ନିୟନ୍ତ୍ରଣ ରେଖାରେ ବିଶୃଙ୍ଖଳା ଚୀନ୍ ସହ ସମ୍ପର୍କକୁ ପ୍ରଭାବିତ କରିଛି – ଜୟଶଙ୍କର

ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି ଯେ ପୂର୍ବ ଲଦାଖରେ ଥିବା ପ୍ରକୃତ ନିୟନ୍ତ୍ରଣ ରେଖାରେ ବିଶୃଙ୍ଖଳା ଯୋଗୁ ଚୀନ୍ ସହ ଭାରତର ଦ୍ୱିପାକ୍ଷିକ ସମ୍ପର୍କ ପ୍ରଭାବିତ ହୋଇଛି। ଗତକାଲି ଏକ ୱେବିନାରରେ ଜୟଶଙ୍କର କହିଛନ୍ତି ଯେ ଅଶୀ ଦଶକରୁ ଆଜି ଯାଏଁ ସୀମାବର୍ତ୍ତୀ ଅଞ୍ଚଳରେ