ଛ’ ମାସ ପରେ ଚାଲିଲା ତେଜସ୍ ଏକ୍ସପ୍ରେସ୍ ଟ୍ରେନ୍
ପାର୍ବଣ ଋତୁରେ ଯାତ୍ରୀ ଭିଡକୁ ଦୃଷ୍ଟିରେ ରଖି ଆଇଆରସିଟିସି ପୁଣିଥରେ ତେଜସ୍ ଏକ୍ସପ୍ରେସ୍ ଟ୍ରେନ୍ର ଚଳାଚଳ ଆରମ୍ଭ କରିଛି। କରୋନା ଭୂତାଣୁ ମହାମାରୀ କାରଣରୁଲକ୍ଷ୍ନୌ-ନୂଆଦିଲ୍ଲୀ ଏବଂ ଅହମଦାବାଦ-ମୁମ୍ବାଇ ତେଜସ୍ ଏକ୍ସପ୍ରେସ୍ ଟେନ୍କୁ ଗତ ମାର୍ଚ୍ଚ ୧୯ ତାରିଖରୁ ବାତିଲ୍!-->…