ପ୍ରଖ୍ୟାତ କଣ୍ଠଶିଳ୍ପୀ କୁମାର ସାନୁଙ୍କୁ କରୋନା
କୋଲକାତା: ବଲିଉଡର ଲୋକପ୍ରିୟ ପ୍ଲେ ବ୍ୟାକ୍ ସିଙ୍ଗର କୁମାର ସାନୁ ମହାମାରୀ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭି ଆସିଥିବା ଜଣାପଡ଼ିଛି। ତାଙ୍କ ପୁଅ ଜାନ ବିଗବସ୍ ୧୪ର ପ୍ରତିଯୋଗୀ ରହିଛନ୍ତି। ଏହି କାରଣରୁ ବେଶ କିଛି ଦିନ ହେଲା କୁମାର ସାନୁ ଚର୍ଚ୍ଚାରେ!-->…