ଆଜି ଯୁକ୍ତ ଦୁଇ ସ୍ପଟ୍‌ ନାମଲେଖା

ଭୁବନେଶ୍ବର : ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା କନିଷ୍ଠ ମହାବିଦ୍ୟାଳୟ (ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ)ରେ ଯୁକ୍ତ ଦୁଇ ସ୍ପଟ୍‌ ନାମଲେଖା  ଶୁକ୍ରବାର ଅନୁଷ୍ଠିତ ହେଉଛି। ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ପରେ ବଳକା ସିଟ୍‌ରେ ନାମଲେଖା ଅନୁଷ୍ଠିତ ହେଉଛି। ଏନେଇ

୧୯ରେ ପୁଣି ଲଘୁଚାପ

ଭୁବନେଶ୍ବର : ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରୁ ପୂର୍ବ କେନ୍ଦ୍ରୀୟ ଆରବ ସାଗର ପର୍ଯ୍ୟନ୍ତ ଥିବା ମୌସୁମି ଟ୍ରଫଲାଇନ ଉତ୍ତର ଆନ୍ଧ୍ର ଉପକୂଳ, ତେଲଙ୍ଗାନା ଏବଂ ମଧ୍ୟ ମହରାଷ୍ଟ୍ର ଓ ଦକ୍ଷିଣ କୋଙ୍କଣ ମଧ୍ୟବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ପର୍ଯ୍ୟନ୍ତ ସକ୍ରିୟ ରହିଛି। ମୌସୁମି ସକ୍ରିୟ

ଆଜି ପ୍ରକାଶ ପାଇବ ନିଟ୍ ଫଳ

ଭୁବନେଶ୍ୱର : ନାସନାଲ୍ ଟେଷ୍ଟିଂ ଏଜେନ୍ସି(ଏନ୍‌ଟିଏ) ଦ୍ୱାରା ପରିଚାଳିତ ନ୍ୟାସନାଲ୍ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ (ନିଟ୍) ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇବ। ଛାତ୍ରଛାତ୍ରୀ ୱେବସାଇଟ୍ www.ntaneet.nic.in/nta.ac.inକୁ ଯାଇ ଫଳ ଦେଖିପାରିବେ ବୋଲି ଏନ୍‌ଟିଏ ପକ୍ଷରୁ

ଯାଜପୁରରେ ୧୫ ହଜାର ମୋ ଉପକାରୀ ବଗିଚା ଲକ୍ଷ୍ୟ ଧାର୍ଯ୍ୟ

ଯାଜପୁର: ଚଳିତ ବର୍ଷ ଯାଜପୁର ଜିଲ୍ଲାରେ ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଜିଲ୍ଲାକୁ ଚଳିତ ବର୍ଷ ୧୫ ହଜାରଟି ମୋ ଉପକାରୀ ବଗିଚାର ଧାର୍ଯ୍ୟଲକ୍ଷ୍ୟ ହୋଇଛି । ଧାର୍ଯ୍ୟଲକ୍ଷ୍ୟ ୧୫ ହଜାର ମଧ୍ୟରୁ ୧୫୩୫୧ ହିତାଧିକାରୀଙ୍କୁ ଚୟନ କରାଯାଇ ୧୪୬୨୭ ଟିକୁ ମଂଜୁରୀ

ବର୍ଷା ବିତ୍ପାତ ନେଲା ୩୫ ଜୀବନ

ହାଇଦ୍ରାବାଦ୍: ପ୍ରବଳ ବର୍ଷାରେ ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର ଏବଂ କର୍ଣ୍ଣାଟକରେ ଏହି ବର୍ଷା ହେତୁ ୩୫ ଜଣଙ୍କର ଜୀବନ ଯାଇଛି । ଏହି ସବୁ ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ବିଭିନ୍ନ ଅଂଚଳ ଜଳମଗ୍ନ ହୋଇଯିବାରୁ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି । ଲଗାଣ ବର୍ଷା

ଜନ୍ମ ଦିନ ପାଳିବେନି ନବୀନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ଶ୍ରୀ ନବୀନ ପଟ୍ଟନାୟକ ଆସନ୍ତା କାଲି ୧୬ ଶୁକ୍ରବାର ଦିନ ୭୫ ବର୍ଷ ବୟସରେ ପଦାର୍ପଣ କରିବେ । ମାତ୍ର କୋଭିଡ ସକ୍ରମଣକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଚଳିତ ବର୍ଷ ତାଙ୍କର ଜନ୍ମ ଦିନ ପାଳନ କରିବେ ନାହିଁ ।

କଳା ଦିବସ

ମାତ୍ର ୪୮ ଘଂଟା ପୂର୍ବରୁ ଗତ ମଙ୍ଗଳବାର ଜାତିସଂଘର ମାନବଅଧିକାର ପରିସରର ୧୫ ସଦସ୍ୟ-ରାଷ୍ଟ୍ର ନିର୍ବାଚନରେ ଚୀନ୍ ଜିତିବା ଅତ୍ୟନ୍ତ କ୍ଷୋବଦାୟକ ଘଟଣା ଏଇ ପରିଷଦରେ ୪୭ ଜଣ ସଦସ୍ୟ ରହିଥାନ୍ତି । ପୂର୍ବରୁ ଚୀନ୍ ଏହି ପରିଷଦରେ ୪ ଥର ୨୦୦୬, ୨୦୦୯, ୨୦୧୩ ଓ ୨୦୧୬ରେ ସଦସ୍ୟ ରହିଥିଲା । ଜାତିସଂଘର

ଟିଆରପି ସ୍କାମ: ରିପବ୍ଲିକ ଟିଭିର ନିବେଦନକୁ ସୁପ୍ରିମକୋର୍ଟଙ୍କ ପ୍ରତ୍ୟାଖ୍ୟାନ

ନୂଆଦିଲ୍ଲୀ: ଟିଆରପି ସ୍କାମ ଅଭିଯୋଗରେ ଛନ୍ଦି ହୋଇଥିବା ରିପବ୍ଲିକ ଟିଭିକୁ ବଡ଼ ଝଟକା ଲାଗିଛି। ମୁମ୍ବାଇ ପୁଲିସ୍‌ ଟିଆରପି ସ୍କାମ ଅଭିଯୋଗର ତଦନ୍ତ କରୁଥିବା ବେଳେ ଏହା ବିରୋଧରେ ରିପବ୍ଲିକ ଟିଭି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ହେଲେ ସୁପ୍ରିମକୋର୍ଟ ଆଜି ଏହି ଆବେଦର ଶୁଣାଣି

ନ୍ୟୁଜିଲାଣ୍ଡ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ଜନ୍‌ ରିଡ୍‌ଙ୍କ ପରଲୋକ

ଅକଲାଣ୍ଡ୍‌ : ନ୍ୟୁଜିଲାଣ୍ଡ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ଜନ୍‌ ରିଡ୍‌ଙ୍କ ୯୨ ବର୍ଷ ବୟସରେ ପରଲୋକ ହୋଇଯାଇଛି। ୫୦ ଦଶକରେ ନ୍ୟୁଜିଲାଣ୍ଡର ଜଣେ ଖ୍ୟାତନାମା ଅଲରାଉଣ୍ଡର ଭାବେ ପରିଚିତ ରିଡ୍‌ ୩୪ଟି ଟେଷ୍ଟରେ ନ୍ୟୁଜିଲାଣ୍ଡ ଦଳର ନେତୃତ୍ବ ନେଇଥିଲେ। ଜନ୍‌ ରିଡ୍‌ଙ୍କ ପରଲୋକରେ

ସୁଶାନ୍ତ ସିଂ ରାଜପୁତ ମାମଲା: ଦିନେଶ ବିଜନ୍‍ଙ୍କ ବାସଭବନ ଉପରେ ଚଢ଼ାଉ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସୁଶାନ୍ତ ସିଂ ରାଜପୁତ ମାମଲାରେ ଜଣେ ଚଳଚ୍ଚିତ୍ର ନିର୍ମାତା ଦିନେଶ ବିଜନ୍‍ଙ୍କ ବାସଭବନ ଓ କାର୍ଯ୍ୟାଳୟ ପରିସରରେ ଖାନତଲାସି କରିଛି। ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣା ସହ ଜଡ଼ିତ କଳାଧନ ମାମଲାରେ ଏହି ଖାନତଲାସି କରାଯାଇଛି। କଳାଧନ ନିବାରଣ ଆଇନ ଅଧୀନରେ