କୋଇଲା ଖଣି ଠିକା ସଂସ୍ଥାରେ ନିଯୁକ୍ତି
ବ୍ରଜରାଜନଗର: କୋଇଲା ଖଣିରେ ନିୟୋଜିତ ଠିକା ସଂସ୍ଥା ବର୍ଷ ବର୍ଷ ଧରି ମାଫିଆ ଓ ରାଜନେତାଙ୍କ ଦ୍ୱାରା ପରିଚାଳିତ ହୋଇ ଆସୁଥିଲା। ସାଧାରଣ ଜମିହରା ବିସ୍ଥାପିତ ପରିବାର ନିଜ ହକ ପାଇଁ ଲଢେଇ ଲଡ଼ୁ ଥିଲେ ହେଁ ଚାକିରି ଟିଏ ମିଳିବା ତାଙ୍କ ପାଇଁ ସାତ ସପନ ପାଲଟିଥିଲା। ପରିବାରର ଭରଷ ପୋଷଣ ପାଇଁ!-->…