ତିର୍ତୋଲରେ ସିପିଆଇର ବିଜୟ କୁମାର ଭୋଇଙ୍କ ପ୍ରାର୍ଥୀ ପତ୍ର ଦାଖଲ

ଜଗତସିଂହପୁର: ଆଜି ତିର୍ତୋଲ ସଂରକ୍ଷିତ ଆସନ ୧୦୨ ନିର୍ବାଚନ ମଣ୍ଡଳୀ ନିମନ୍ତେ ୪ର୍ତ ଦିନରେ ସି:ପି:ଆଇ ପ୍ରାର୍ଥୀ ଭାବେ ବିଜୟ କୁମାର ଭୋଇ ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେ ତାଙ୍କର ଏକକିତା ନାମାଙ୍କନ ପତ୍ର ଜଗତସିଂହପୁର ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସହୁଙ୍କ ନିକଟରେ

ରାଜ୍ୟ ଓ ଜାତୀୟ ସ୍ତରରେ ବାଜି ରାଉତଙ୍କର ସ୍ମୃତି ରକ୍ଷା ଦାବୀ

ଭୁବନେଶ୍ୱର: ଦେଶ ର ସର୍ବ କନିଷ୍ଠ ସ୍ୱାଧୀନତା ସଂଗ୍ରାମୀ ସହୀଦ ବାଜି ରାଉତଙ୍କର ରାଜ୍ୟ ଓ ଜାତୀୟ ସ୍ତରରେ ଉପଯୁକ୍ତ ସ୍ମୃତି ରକ୍ଷା କରାଯିବା ପାଇଁ ଦୃଢ ଦାବୀ ଉପସ୍ଥାପନା କରାଯାଇଛି । ବାଜିରାଉତଙ୍କର ୮୩ତମ ବଳିଦାନ ଦିବସ ପାଳନ ଅବସରରେ ଅ।ୟୋଜିତ ଅ ।ନ୍ତର୍ଜାତିକ ୱେବିନାର ରେ ଭାଗ ନେଇ

ଓଡ଼ିଶା ଉପରେ ଆଉ ରହିବନି ବର୍ଷା ପ୍ରଭାବ, ବନ୍ୟା ଆଶଙ୍କା ବି ନାହିଁ: ଏସ୍‌ଆର୍‌ସି

ଭୁବନେଶ୍ବର: ବର୍ଷା ପ୍ରଭାବରେ ଗଜପତି ଓ ଗଂଜାମ ଜିଲ୍ଲାରେ କିଛି ମାତ୍ରାରେ କ୍ଷୟ କ୍ଷତି ହୋଇଛି । ଗଞ୍ଜାମର ୩ଟି ବ୍ଲକରେ ୩୦୦ ମିମିରୁ ଅଧିକ ବର୍ଷା ରେକର୍ଡ ହୋଇଛି, ୧୬ଟି ଜିଲ୍ଲାରେ ୧୦୦ ମିମିରୁ ଅଧିକ ବର୍ଷା ହୋଇଛି। ତେବେ ବଡ ଧରଣ କୌଣସି ବିପଦ ନାହିଁ ବୋଲି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର

ହକି ପରେ ରଗ୍‌ବି ପ୍ରା‌ୟୋଜକ ହେଲା ଓଡ଼ିଶା

ଭୁବନେଶ୍ବର: କ୍ରୀଡ଼ା‌ ପ୍ରୋତ୍ସା‌ହନରେ ଓଡ଼ିଶା ଯେ ଦେଶର ଏକ ନମ୍ବର ରାଜ୍ୟ। ଏକଥା ପୁଣି ଥରେ ପ୍ରମାଣିତ ହୋଇଛି। ଦୁଇ ବର୍ଷ ତଳେ ହକି ଇଣ୍ଡିଆ ସହ ପାଞ୍ଚ ବର୍ଷିୟା ଚୁକ୍ତି କରି କୌଣସି ଖେଳର ପ୍ରାୟୋଜକ ହେବାରେ ପ୍ରଥମ ରାଜ୍ୟ ପାଲଟିଥିଲା ଓଡ଼ିଶା। ଏବେ ଶକ୍ତି, ସାମର୍ଥ୍ୟ ଓ ସାହସର ଖେଳ

ରୋନାଲ୍‌ଡୋଙ୍କୁ କରୋନା

ଲିସବନ: ପର୍ତ୍ତୁଗାଲର ତାରକା ଖେଳାଳି କ୍ରିଷ୍ଟିଆନୋ ରୋନାଲ୍‌ଡୋ କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ମଙ୍ଗଳବାର ପର୍ତ୍ତୁଗାଲ ଫୁଟ୍‌ବଲ୍‌ ମହାସଂଘ ପକ୍ଷରୁ ସୂଚନା ଦିଆଯାଇଛି। କରୋନା ପଜିଟିଭ୍‌ ଆସିଥିଲେ ମଧ୍ୟ ୩୫ ବର୍ଷୀୟ ଜୁଭେଣ୍ଟସ ଷ୍ଟ୍ରାଇକର ରୋନାଲ୍‌ଡୋଙ୍କ ନିକଟରେ କୌଣସି ଲକ୍ଷଣ ନାହିଁ।

ନାରାୟଣ ପୂର୍ବଭଳି ନାହାନ୍ତି: ପିଟରସନ୍‌

ଦୁବାଇ: ସନ୍ଦେହଜନକ ବୋଲିଂ ଢଙ୍ଗ ପାଇଁ ଚର୍ଚ୍ଚାକୁ ଆସିଥିବା ୱେଷ୍ଟଇଣ୍ଡିଜ୍‌ ସ୍ପିନର୍‌ ସୁନିଲ ନାରାୟଣ ଆଉ ପୂର୍ବଭଳି ବୋଲର ନାହାନ୍ତି ବୋଲି ମତ ଦେଇଛନ୍ତି ପୂର୍ବତନ ଇଂଲଣ୍ଡ ଅଧିନାୟକ କେଭିନ୍ ପିଟରସନ୍‌। ସୋମବାର ନାରାୟଣଙ୍କ ବିନା ଖେଳିଥିବା କେକେଆର୍‌ ମଧ୍ୟ ୮୨ ରନ୍‌ର ବଡ଼ ବ୍ୟବଧାନରେ

୨୪ଘଣ୍ଟାରେ ୭୪,୬୩୨ଜଣ ସୁସ୍ଥ, ୬୩,୫୦୯ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ : ଗତ କିଛି ଦିନ ହେଲା ଭାରତରେ ଦୈନିକ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ସେପ୍ଟେମ୍ବର ମାସରେ ଦୈନିକ ସଂକ୍ରମଣ ସଂଖ୍ୟା ହାରାହାରି ୯୦ ହଜାର ଉପରେ ରହୁଥିବା ବେଳେ ଏବେ ତାହା ନିୟମିତ ଭାବେ ହ୍ରାସ ପାଇବାରେ ଲାଗିଛି । ମିଳିଥିବା ସୂଚନା ଅନୁସାରେ ଗତ ୨୪ ଘଣ୍ଟା

୧ କୁଇଣ୍ଟାଲ ଗଞ୍ଜେଇ ଜବତ

ଭଦ୍ରକ : ନିଶା କାରବାର ପେଣ୍ଠସ୍ଥଳୀ ପାଲଟିଛି ଭଦ୍ରକ ଜିଲ୍ଲା। ପୁଲିସ ଓ ଅବକାରୀ ବିଭାଗର ଚଢ଼ଉ ପରେ ବି ନିଶା କାରବାର ଥମୁନି। ଆଜି ବାସୁଦେବପୁର ଥାନା ଅଞ୍ଚଳରୁ ପୁଲିସ ୧ କୁଇଣ୍ଟାଲ ଗଞ୍ଜେଇ ଜବତ କରିଥିବାବେଳେ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲଣ କରିଛି। ଗିରଫ ଅଭିଯୁକ୍ତଦ୍ବୟ

ନବମ ଶ୍ରେଣୀ ଛାତ୍ରୀଙ୍କୁ ୨୨ ଦିନ ଗଣଦୁଷ୍କର୍ମ

କଟକ: କଟକରେ ଏକ ଲଜ୍ଜାଜନକ କାଣ୍ଡ ଘଟିଛି। ଚାଉଳିଆଗଞ୍ଜ ଗତିରାଉତ ପାଟଣାରେ ଏକ ଜଂଗଲିଆ ଅଞ୍ଚଳରେ ଥିବା ଘରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରାଯାଇଛି। ଜଣେ କୁକୁଡ଼ା ଦୋକାନୀ ଏବଂ ସହଯୋଗୀ ଯୁବକ ୨୨ ଦିନ କାଳ ଏକ ଘରେ ଅଟକ ରଖି ଗଣଦୁଷ୍କର୍ମ କରିଆସୁଥିଲେ। ଓଏମ୍‌ପି

ରାଜ୍ୟରେ ଆଖି ବୁଜିଲେ ୧୫ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ କରୋନାରେ ଆଉ ୧୫ ଜଣଙ୍କ ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୦୭୨ରେ ପହଞ୍ଚି ଯାଇଛି।