ଢିଲା କଲେ ଭେଳା ବୁଡିବ:
ଦେଶରେ ପ୍ରାଣଘାତୀ କରୋନା ଭୁତାଣୁ ସଂକ୍ରମଣ ଗତ ମାର୍ଚ୍ଚ ମାସରୁ ବ୍ୟାପିବା ପରଠାରୁ ପ୍ରଥମ ଥର ପାଇଁ ଚଳିତ ଅକ୍ଟୋବର ମାସରେ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ଗତ ସେପ୍ଟେଔମ୍ବର ମାସରେ ସଂକ୍ରମଣ ୧ଳକ୍ଷ ମୁହାଁ ହୋଇଥିବା ବେଳେ ଏବେ ଦୈନ୍ଖଳ ସଂକ୍ରମଣ ୭୦ହଜାର ତଳକୁ ଖସି!-->…