ରାଜ୍ୟ ଓ ଜାତୀୟ ସ୍ତରରେ ବାଜି ରାଉତଙ୍କର ସ୍ମୃତି ରକ୍ଷା ଦାବୀ
ଭୁବନେଶ୍ୱର: ଦେଶ ର ସର୍ବ କନିଷ୍ଠ ସ୍ୱାଧୀନତା ସଂଗ୍ରାମୀ ସହୀଦ ବାଜି ରାଉତଙ୍କର ରାଜ୍ୟ ଓ ଜାତୀୟ ସ୍ତରରେ ଉପଯୁକ୍ତ ସ୍ମୃତି ରକ୍ଷା କରାଯିବା ପାଇଁ ଦୃଢ ଦାବୀ ଉପସ୍ଥାପନା କରାଯାଇଛି । ବାଜିରାଉତଙ୍କର ୮୩ତମ ବଳିଦାନ ଦିବସ ପାଳନ ଅବସରରେ ଅ।ୟୋଜିତ ଅ ।ନ୍ତର୍ଜାତିକ ୱେବିନାର ରେ ଭାଗ ନେଇ!-->…