ପୁରୀ ବେଳାଭୂମି…

ଶ୍ରୀକ୍ଷେତ୍ର କହିଲେ ଏହା ଯେ ଜଗନ୍ନାଥ ଧାମ ପୁରୀ ସହରକୁ ବୁଝାଇଥାଏ, ତାହା କହିବା ଅନାବଶ୍ୟକ । ଏହି ସହରର ମାଧୁର୍ଯ୍ୟ କହିଲେ ସାଧାରଣତଃ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଓ ଏଠାରେ ରହିଥିବା ସମୁଦ୍ର ବେଲାଭୂମି ଏବଂ ସମୁଦ୍ର କୂଳର ଅଗଭୀର ଜଳରାଶିକୁ ବୁଝାଇଥାଏ । ପୁରୀ ସମୁଦ୍ରର ବେଲାଭୂମି

ଯୌତୁକ ପାଇଁ ନବବଧୁ ହତ୍ୟା

ଯାଜପୁର : ଅଧିକ ଯୌତୁକ ପାଇଁ ନବ ବଧୁକୁ ହତ୍ୟା କରିଥିବା ବରୀ ରାମଚନ୍ଦ୍ରପୁର ଥାନାରେ ଏକ ଅଭିଯୋଗ ହୋଇଛି । ବାଲିବିଲି ପଂଚାୟତ ଢିଅସାହି ଗ୍ରାମର ଶସ୍ମିତା ଜେନାଙ୍କୁ ମାରି ଦେଇଥିବାର ଉଦୟନାଥପୁର ପଂଚାୟତ ଚାରିମାଣିଆ ଗ୍ରାମର ପରମାନନ୍ଦ ରାଉତ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଘଟଣା

କାମଧନ୍ଦା ପାଇଁ ପୁଣି ବାହାର ରାଜ୍ୟ ମୁହାଁ ଶ୍ରମିକ

ଚମ୍ପୁଆ: କରୋନା ଭୟରେ ଜୀବନ ବଞ୍ଚାଇବା ପାଇଁ ଗାଁକୁଫେରି ଥିବା ଶ୍ରମି୍ରିକ କାମ ଧନ୍ଧା ନ ପାଇର୍ ପେଟ ବିକଳରେ ବାହାର ରାଜ୍ୟକୁ ଫେରିବାରେ ଲାଗିଛନ୍ତି । କେତେ ନେହୁରା ହୋଇ କଷ୍ଟେମଷ୍ଟେ ଗାଁକୁଫେରି ଥିବା ପ୍ରବାସୀ ଶ୍ରମିକ ଜୀବନ ବଞ୍ଚାଇବାକୁ ଯେତିକି କଷ୍ଟକରିଥିଲେ କାମ ଧନ୍ଦା ନପାଇ

କରୋନା ଭୂତାଣୁ ମୋବାଇଲ ସ୍କ୍ରିନ ଉପରେ ୪ ସପ୍ତାହ ସକ୍ରିୟ

ସିଡନୀ: କରୋନା ଭୂତାଣୁ ସାର୍ସ-ସିଓଭି-୨ ମୋବାଇଲ ସ୍କ୍ରିନ ଉପରେ ପ୍ରାୟ ୪ ସପ୍ତାହ (୨୮ଦିନ) ସକ୍ରିୟ ରହିଥାଏ ବୋଲି ଏକ ଗବେଷଣାରୁ ଜଣାଯାଇଛି । ଅଷ୍ଟେ୍ରଲିଆର ନ୍ୟାସନାଲ ସାଇନ୍ସ ଏଜେନ୍ସି ଅଧୀନ, କମନୱଲଥ ସାଇଂଟିଫିକ ଆଣ୍ଡ ଇଣ୍ଡଷ୍ଟ୍ରଆର ରିସର୍ଜ ଅର୍ଗାନାଇଜେସନ (ସିଏସଆଇଆରଓ)

ଅନ୍ଲାଇନ ଶିକ୍ଷାର ନେଟ୍ୱର୍କ ଲାଗି ଏକମାତ୍ର ପାଣିଟାଙ୍କି ସାହାରା

ରଣପୁରଗଡ଼: କୋଭିଡ କଟକଣା ଯୋଗୁଁ ବିଦ୍ୟାଳୟଗୁଡିକ ବନ୍ଦ ଥିବାବେଳେ ଅନ୍ଲାଇନରେ ପାଠ ପଢ଼ିବା ପାଇଁ ବ୍ୟବସ୍ଥା କରାଯାଇଛି । ଅନଲାଇନରେ ପଢ଼ିବା ପାଇଁ ମୋବାଇଲ୍୍ରେ ନେଟ୍ୱର୍କ ସଂଯୋଗ ହେବା ନିହାତି ଆବଶ୍ୟକ । ଓଡ଼ିଶା ରାଜ୍ୟର ଅନେକ ସ୍ଥାନ ରହିଛି । ଯେଉଁଠାରେ କି ଭିତିମୂିର ଅଭାବ ରହିଛି ।

ଫାରୁକଙ୍କ ବୟାନ: ଧାରା ୩୭୦ ଚୀନ୍ ସହାୟତାରେ ଲାଗୁ ହେବ

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର ପୂର୍ବତନ ମୁଖମନ୍ତ୍ରୀ ତଥା ନ୍ୟାସନାଲ କନ୍ଫରେନ୍ସ ନେତା ଫାରୁକ୍ ଅବଦୁଲ୍ଲା ଧାରା ୩୭୦ ନେଇ ଏକ ବିବାଦୀୟ ତଥା ଉତେଜନା ସୃଷ୍ଟିକାରୀ ବୟାନ ଦେଇଛନ୍ତି । ଚୀନ୍ ସମର୍ଥନରେ ଜମ୍ମୁ କାଶ୍ମୀରରେ ପୁଣି ଥରେ ଧାରା ୩୭୦ ଲାଗୁ କରାଯିବ ଏବଂ ପୂର୍ଣ୍ଣାଙ୍ଗ ରାଜ୍ୟ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦୁଇ ଦିନିଆ କୁଏତ ଗସ୍ତ

ନୂଆଦିଲ୍ଲୀ: କୁଏତର ସମ୍ରାଟ ଶେକ ସହବା ଅଲ-ସବାହଙ୍କ ବିୟୋଗରେ ଭାରତର ଶୋକ ସନେ୍ଦଶ ଦେବା ପାଇଁ (ରବିବାର)ଠାରୁ ଦୁଇଦିନିଆ କୁଏତ ଗସ୍ତରେ ଯାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭାରତର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୋକ ସନେ୍ଦଶ ପତ୍ରକୁ ଏତର ନୂଆ ସମ୍ରାଟ ଶେକ ନୱାଫ

ପାର୍ବଣ ଋତୁରେ କରୋନା ପାଇଁ ‘ଭିଡ଼’ ବିପଦ

ନୂଆଦିଲ୍ଲୀ: ଆଗକୁ ପାର୍ବଣ ଓ ଶୀତ ଋତୁ ଆସିଥିବା ବେଳେ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବ । ନେଇ କେନ୍ଦ୍ର ସରକାର ଚିନ୍ତା ପ୍ରକାଶ କରିଛନ୍ତି । ଏଥିପାଇଁ ସରକାର ଦେଶବାସୀଙ୍କ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ବିଶେଷକରି ପାବର୍ଣ ଋତୁରେ ଜନସମାଗମକୁ ଏଡାଇବା ପୂର୍ବକ କରୋନା

ସ୍କୁଟି ଡିକି ଭାଙ୍ଗି ୧.୯୧ ଲକ୍ଷ ଲୁଟ

ରାଉରକେଲା : ସୋମବାର ଉଦିତନଗର କାନାରା ବ୍ୟାଙ୍କ ସମ୍ମୁଖରୁ ସ୍କୁଟି ଡିକି ଭାଙ୍ଗି ଦୁର୍ବୃତ୍ତମାନେ ୧ଲକ୍ଷ ୯୧ ହଜାର ଟଙ୍କା ଲୁଟି ନେଇଛନ୍ତି l ସୂଚନାଯୋଗ୍ୟ, ଆଜି ଅପରାହ୍ନ ପ୍ରାୟ ୧ଟାରେ ବେଲଡ଼ିହିସ୍ଥିତ ପେଟ୍ରୋଲ ପମ୍ପର କର୍ମଚାରୀ ପରମଜିତ ସିଂହ ରାଉରକେଲା ପାୱାର ହାଉସରୋଡ ଅଫିସରୁ

ମହେନ୍ଦ୍ର ସିଂହ ଧୋନିଙ୍କ ଝିଅ ଜିଭାଙ୍କୁ ଦୁଷ୍କର୍ମ ଧମକ ଦେଇଥିବା ନାବାଳକ ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ: କିଛି ଦିନ ତଳେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଚେନ୍ନାଇ ସୁପର କିଙ୍ଗସ(ସିଏସକେ) ଅଧିନାୟକ ମହେନ୍ଦ୍ର ସିଂ ହ ଧୋନିଙ୍କ ଝିଅ ଜିଭାଙ୍କୁ ଦୁଷ୍କର୍ମ କରିବ‌ାର ଧମକ ଦିଆଯାଉଥିବାର ଖବର ସାମ୍ନାକୁ ଆସିଥିଲା। ସୋସିଆଲ ମିଡିଆ ମାଧ୍ୟମରେ ମହେନ୍ଦ୍ର ସିଂ ଧୋନି ଏବଂ ତାଙ୍କ