ରାଜ୍ୟସରକାର ତଥ୍ୟ ସମ୍ବଳିତ କଥା କୁହନ୍ତୁ : ବିଜେପି

ଭୁବନେଶ୍ୱର: କୋଭିଡ ପରିଚାଳନାରେ ରାଜ୍ୟସରକାର ସଂପୂର୍ଣ୍ଣ ଭାବେ ଫେଲ୍ ମାରିଛନ୍ତି । ରାଜ୍ୟରେ ପ୍ରତିଦିନ କୋଭିଡ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଛି । ଅନ୍ୟପଟେ କୋଭିଡ ମୃତୁ୍ୟ ସଂଖ୍ୟାକୁ ସରକାର ଲୁଚାଇ କମ୍ ମୃତ୍ୟୁ ହେଉଛି ବୋଲି ଦର୍ଶାଉଛନ୍ତି । ଏଭଳି ଏକ ସଙ୍କଟ ସମୟରେ ରାଜ୍ୟସରକାର

ହୁ”ର କୋଭାକ୍ସ ଯୋଜନାରେ ସାମୀଲ ଚୀନ

ନୂଆଦିଲ୍ଲୀ: ବିଶ୍ୱ ବ୍ୟାପୀ ସନ୍ତୁଳିତ ଭାବରେ କୋଭିଡ୍ ଟିିକା ବିତରଣ ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ଦ୍ୱାରା ପ୍ରସ୍ତାବିତ କୋଭାକ୍ସ ଟିକା ସହଭାଗିତା ଯୋଜାନାରେ ଯୋଗଦେବାକୁ ପ୍ରଥମରୁ ଅନିଚ୍ଛା କ୍ରପାଶ କରିଥିବା ଚୀନ୍ ଏବେ ସେଥିରେ ସାମିଲ ହୋଇଥିବା ଜଣାଯାଇଛି । ସମ୍ପ୍ରତି ବିଶ୍ୱ

ଖାଉଟିଙ୍କୁ କନ୍ଦାଇଲାଣି ପରିବା ଦର

ଭୁବନେଶ୍ୱର: ପରିବା ବଜାରରେ ଲାଗିଛି ନିଆଁ । ପରିବା ଦେଖିଲେ ଲାଗୁଛି ଡର । ଖାଉଟିଙ୍କୁ କନ୍ଦାଇଲାଣି ଅ ।ଳୁ ପିଅ ।ଜ ଦର । ଅ ।ଳୁ କିଲୋ-୩୫ ଟଙ୍କାକୁ ପିଅ ।ଜ ୫୦ ଛୁଇଁଲାଣି । କୌଣସି ପରିବା ଦର ଏବେ ୫୦ ଟଙ୍କା ତଳେ ନାହିଁ ୟ ୫୦୦ ଟଙ୍କାରେ ବି ବ୍ୟାଗ ପୁରୁନି । କରୋନା କାଳରେ ପରିବା

ଶୀତ ଦିନରେ ବଢିବ ସଂକ୍ରମଣ

ନୂଆଦିଲ୍ଲୀ: ର୍ପାବଣ ପରେ ପରେ ଶୀତ ଆସିଯିବ । କିନ୍ତୁ ଶୀତରେ କରୋନା ସଂକ୍ରାମଣ ବଢିବ ବୋଲି ବିଶେଷଜ୍ଞମାନେ ଚେତାବନୀ ଦେଇ ସାରିଲେଣି । ଶୀତ ପାଇଁ ଆଗୁଆ ପ୍ରସ୍ତୁତ ରହିବାକୁ ପଡିବ ବୋଲି ବିଶେଷଜ୍ଞମାନେ କହିଛନ୍ତି କୋଭିଡ୍ ମହାମାରୀ ପାଇଁ ଡ. ଭିକେ ପୌଲ୍ଙ୍କ ନେତୃତ୍ୱରେ ଗଠିତ ଏକ ବିଶେଷଜ୍ଞ

ଦେଶରେ ୨୪ଘଣ୍ଟାରେ ୭୩,୨୭୨ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ : ଗତ କିଛି ଦିନ ହେଲା ଭାରତରେ ଦୈନିକ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଇପାରେ ଲାଗିଛି । ସେପ୍ଟେମ୍ବର ମାସରେ ଦୈନିକ ସଂକ୍ରମଣ ସଂଖ୍ୟା ହାରାହାରି ୯୦ ହଜାର ଉପରେ ରହୁଥିବାବେଳେ ଏବେ ତାହା ନିୟମିତ ଭାବେ ହ୍ରାସ ପାଇବାରେ  ଲାଗିଛି ।  ଗତ ୨୪ ଘଣ୍ଟାରେ  ପ୍ରାୟ ୭୩ ହଜାର  ନୂଆ

କୁଲଗାମରେ ଏନକାଉଣ୍ଟର: ଦୁଇ ଆତଙ୍କବାଦୀ ନିହତ

କୁଲଗାମ: ଶନିବାର ସକାଳେ ଜମ୍ମୁ କଶ୍ମୀରରେ ସୁରକ୍ଷା ବାହିନୀ ଦୁଇ ଆତଙ୍କବାଦୀଙ୍କୁ ନିହତ କରିଛନ୍ତି। ଶନିବାର କୁଲଗାମ ଜିଲ୍ଲାର ଚିନିଗାମ ଅଞ୍ଚଳରେ ମାଓବାଦୀଙ୍କ ସହ ସୁରକ୍ଷା ବାହିନୀ ମୁହାଁମୁହିଁ ହୋଇଥିଲେ। ପୁଲିସ ଏବଂ ସୁରକ୍ଷା ବାହିନୀର ମିଳିତ ଅପରେସନରେ ଦୁଇ ଆତଙ୍କବାଦୀ ନିହତ ହୋଇଥିବା

ମହେନ୍ଦ୍ର ସିଂହ ଧୋନୀଙ୍କ ଝିଅ ଜିଭାଙ୍କୁ ମିଳିଲା ଦୁଷ୍କର୍ମ ଧମକ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଚେନ୍ନାଇ ସୁପର କିଙ୍ଗସ(ସିଏସକେ) ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଝିଅ ଜିଭାଙ୍କୁ ଦୁଷ୍କର୍ମ କରିବ‌ାର ଧମକ ଦିଆଯାଇଛି। ସୋସିଆଲ ମିଡିଆରେ ମାଧ୍ୟମରେ ମହେନ୍ଦ୍ର ସିଂ ଧୋନି ଏବଂ ତାଙ୍କ ପତ୍ନୀ ସାକ୍ଷୀ ଧୋନିଙ୍କୁ ଏହି ଧମକ

କ୍ଷମା ମାଗିଲେ ବିଧାୟକ ଉମା ସାମନ୍ତରାୟ

ପୁରୀ:  ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେବା ଘଟଣାରେ ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟ କ୍ଷମା ମାଗିଛନ୍ତି। ସେ ଏକ ଭିଡିଓ ଜାରି କହିଛନ୍ତି ଯେ ଗତ ୪ ତାରିଖରେ କରୋନା ସଂକ୍ରମିତ ହୋଇ ମଧ୍ୟ  ପ୍ରଦୀପ ମହାରଥୀଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେବା ଭୁଲ୍

ଭାରତର ଉତ୍ତର ସୀମାରେ ଚୀନ୍ ୬୦,୦୦୦ ରୁ ଅଧିକ ସୈନ୍ୟ ଠୁଳ କରିଛି

ୱାଶିଂଟନ୍: ଭାରତ-ଚୀନ ମଧ୍ୟରେ ଚାଲିଥିବା ସୀମ‌ା ବିବାଦ ମଧ୍ୟରେ ଆମେରିକାର ବିଦେଶ ମନ୍ତ୍ରୀ ମାଇକ୍ ପୋମ୍ପିଓ ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ଭାରତର ଉତ୍ତର ସୀମାରେ ଚୀନ୍ ୬୦,୦୦୦ ରୁ ଅଧିକ ସୈନ୍ୟ ଠୁଳ କରିଛି ବୋଲି ଆମେରିକାର ବିଦେଶ ମନ୍ତ୍ରୀ ମାଇକ୍ ପୋମ୍ପିଓ କହିଛନ୍ତି। ବେଜିଂର ଖରାପ

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନାଁରେ ଅଭିଯୋଗ କଲେ କୋଭିଡ୍ ଯୋଦ୍ଧା

ଭୁବନେଶ୍ବର: କୋଭିଡ୍ ଆଇନ୍ ଉଲ୍ଲଂଘନ ନେଇ ଭୁବନେଶ୍ବର ଲୋକସଭା ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନାଁରେ ଜଣେ କୋଭିଡ୍ ଯୋଦ୍ଧା ଲିଖିତ ଅଭିଯୋଗ ଆଣିଥିବା ଜଣାଯାଇଛି । ସାଂସଦ ବାରମ୍ବାର କୋଭିଡ୍ ଆଇନ୍ ଭାଙ୍ଗୁଥିବାରୁ କୋଭିଡ୍ ଯୋଦ୍ଧା କାର୍ଯ୍ୟାନୁଷ୍ଠାନ ଦାବି କରି ଲିଖିତ ଭାବେ ଭୁବନେଶ୍ୱର